October 19, 2024

Odia Express

Leading Odia News Portal of Odisha

ସାଙ୍ଗକୁ ସଉତୁଣୀ ହେବାର ଦେଖିପାରିବେ ନାହିଁ Shilpa Shetty, ଏହି କାରଣରୁ ମନା କରିଦେଲେ ଅକ୍ଷୟ କୁମାରଙ୍କ ଲଭ୍ ପ୍ରପୋଜାଲ୍

ରାଜ କୁନ୍ଦ୍ରା ଏହି ସମୟରେ ମିଡିଆରେ ଚର୍ଚ୍ଚିତ ହୋଇଛନ୍ତି, ସବୁ ଛୋଟରୁ ନେଇକରି ବଡ ପେପରକାଗଜରେ ତାଙ୍କ ଖବର ଦେଖାଯାଉଛି, ରାଜ କୁନ୍ଦ୍ରା ପର୍ଣ୍ଣ ଫିଲ୍ମ ତିଆରି କରିବାର ଆରୋପ ଲଗାଯାଇଛି, ମାଲବଣିରେ ଅଶ୍ଳିଳ ଫିଲ୍ମ ସଂବନ୍ଧରେ ଫେବୃୟାରୀ ୨୦୨୦ କୁ କେସ୍ ଦର୍ଜ ହେବାର ଚାରି ମାସ ପରେ ତାଙ୍କ ନାଁ ଏହି ମାମଲାରେ ଆସିଥିଲା । ଏହାକୁ ନେଇ ଶିଳ୍ପା ସେଟ୍ଟିଙ୍କୁ ସ୍ୱାମୀଙ୍କ ସାମ୍ନାରେ ବସାଇକରି ଘଣ୍ଟାଏ ପଚାରାଉଚୁରା କରାଗଲା, ଏହି ମଧ୍ୟରେ ଶିଳ୍ପା ସେଟ୍ଟିଙ୍କ ପୁରୁଣା କଥା ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେବାରେ ଲାଗିଛି ।ଗୋଟେ ସମୟରେ ଶିଳ୍ପା ସେଟ୍ଟିଙ୍କ ନାଁ ଅକ୍ଷୟ କୁମାରଙ୍କ ସହ ଯୋଡାଯାଇଥିଲା, କୁହାଯାଏ କି ଏହି ଦୁହେଁ ବିବାହ କରିବାକୁ ଥିଲେ, କିନ୍ତୁ ଶିଳ୍ପା ସେଟ୍ଟି ନିଜ ସାଙ୍ଗର ସଉତୁଣୀ ହେବାକୁ ଚାହୁଁନଥିଲେ, ଏଥିପାଇଁ ସେ ଅକ୍ଷୟ କୁମାରଙ୍କ ଠାରୁ ଦୁରେଇ ଗଲେ ।

ଏତିକି ନୁହେଁ ଏହି ସମୟରେ ଶିଳ୍ପା ଯେବେ ଅକ୍ଷୟ କୁମାରଙ୍କ ଉପରେ ସଙ୍ଗୀତ ଆରୋପ ଲଗାଇଥିଲେ, ଆଜି ଆମେ ଆପଣଙ୍କୁ ଏହି ମାମଲା ବିଷୟରେ ବିସ୍ତାରରେ କହିବୁ, ମୈଁ ଖିଲାଡି ତୁ ଅନାଡି ଓ ଧଡକନ୍ ପରି ବହୁତ ଫିଲ୍ମରେ କାମ କରିସାରିଛନ୍ତି ଏକାଠି ଶିଳ୍ପା ସେଟ୍ଟି ଓ ଅକ୍ଷୟ କୁମାର । ଏହି ସମୟରେ ସାଥିରେ କାମ କରୁଥିବା ବେଳେ ଦୁହେଁଙ୍କ ମଧ୍ୟରେ ସଂମ୍ପର୍କ ଘନିଷ୍ଠ ହେବାକୁ ଲାଗିଲା, ଏତିକି ନୁହେଁ ଦୁହେଁଙ୍କ ମଧ୍ୟରେ ବିବାହର୍ ଖବର ବି ମିଡିଆରେ ଆସିବାକୁ ଲାଗିଲା, ସେହି ସମୟରେ ରବିନା ଟଣ୍ତନ ବ୍ରେକ୍ ଅଫ୍ ହୋଇଥିଲା, ଏହି ସମୟରେ ଅକ୍ଷୟ ଓ ଶିଳ୍ପା ଦୁହେଁ ବହୁତ ପାଖାପାଖି ହୋଇଗଲେ, ଏହି ସମୟରେ ଅକ୍ଷୟ କୁମାରଙ୍କୁ ଟ୍ୱିଙ୍କିଲ୍ ଖାନ୍ନା ଡେଟ୍ କରୁଥିଲେ ।

ଅକ୍ଷୟ କୁମାରଙ୍କ ସହ ଟ୍ୱିଙ୍କିଲ୍ ଖାନ୍ନାଙ୍କ ବନ୍ଧୁତା ବଢିବାରେ ଲାଗିଲା, ଧଡକନ୍ ଫିଲ୍ମ ସମୟରେ ଟ୍ୱିଙ୍କିଲ୍ ଙ୍କୁ ଶିଳ୍ପା ଓ ଅକ୍ଷୟଙ୍କ ଆଫେୟାର୍ ବିଷୟରେ ଜଣାପଡିସାରିଥିଲା ଏଥିପାଇଁ ଶିଳ୍ପା ନିଜ ଭଲ ବାନ୍ଧବୀ ଟିଙ୍କିଲ୍ ଖାନ୍ନାଙ୍କୁ ସଉତୁଣି କରିବାକୁ ଚାହୁଁନଥିଲେ, ଏହି କାରଣରୁ ସେ ଅକ୍ଷୟଙ୍କୁ ବ୍ରେକ୍ ଅପ୍ କରିଦେଲେ ।ବ୍ରେକ୍ ଅଫ୍ ହେବାପରେ ଶିଳ୍ପା ଓ ଅକ୍ଷୟଙ୍କ ସହ ସେ ଫିଲ୍ମ କଲେ, ଶିଳ୍ପା ନିଜ ବେଷ୍ଟ ଫ୍ରେଣ୍ତ ପାଇଁ ଅକ୍ଷୟକୁମାରଙ୍କୁ ଭୁଲିଗଲେ, କିନ୍ତୁ ତାଙ୍କ ଦ୍ୱାରା ଦିଆଯାଇଥିବା ଧୋକାକୁ କେବେ ଭୁଲିପାରିନଥିଲେ, ଶିଳ୍ପା ନିଜେ ଏହି କଥାର ବିଷୟରେ ଏକ ଇଣ୍ଟରଭ୍ୟୁରେ ଦେଇଥିଲେ ।

ଶିଳ୍ପା ସେଟ୍ଟି ଅକ୍ଷୟ ଙ୍କ ପ୍ରତି ନିଜ କ୍ରୋଧ ବାହାର୍ କରିବାପାଇଁ କହିଥିଲେ କି ଅକ୍ଷୟ ମୋର ବ୍ୟବହାର କରିଛନ୍ତି,  ଅକ୍ଷୟଙ୍କୁ ଯେବେ କିଏ ମିଳିଲା ମୋତେ ଛାଡିଦେଲେ, ମୁଁ ଏହା ଭାବିପାରୁନାହିଁ କି ସେ କେଉଁ ଆଉ କାହାକୁ ଡେଟ୍ କରୁଛନ୍ତି, ଶିଳ୍ପାଙ୍କ ସହ ଏହାବି କହିଲେ କି ସେ ଏହି ଧୋକାରେ ବହୁତ ଦୁଃଖୀ ହୋଇଯାଇଛନ୍ତି । ଏହାର କାରଣରୁ ତାଙ୍କର ମାନସିକ ସନ୍ତୁଳନ ବିଗଡିଗଲା , ଏହି ସମୟରେ ତାଙ୍କ ମା ବାପା ତାଙ୍କୁ ସଂମ୍ଭାଳିଲେ । ଶିଳ୍ପା ସେଟ୍ଟି ଅକ୍ଷୟ କୁମାରଙ୍କ ସହ କେବଳ ୨୨ ବର୍ଷ ବୟସରେ ନିଜ ଭର୍ଜିନିଟି ହରାଇଥିଲେ

ଏହି ସମୟରେ ଯେବେ ସେ ଏକେଲା ଥିଲେ ତେବେ ତାଙ୍କ ଜୀବନରେ ରାଜକୁନ୍ଦ୍ରା ଏଣ୍ଟ୍ରି କରିଥିଲେ । ଏହି ସମୟରେ ରାଜ ବି ନିଜ ପ୍ରଥମ ସ୍ତ୍ରୀ କବିତା କୁନ୍ଦ୍ରାଙ୍କ ଠାରୁ ମିଳିଥିବା ଧୋକାରେ ବହୁତ୍ ଦୁଃଖୀ ଓ ଏକେଲା ଥିଲେ, ଏମିତିରେ ଶିଳ୍ପା ଓ ରାଜଙ୍କ ମଧ୍ୟରେ ପରସ୍ପର ବନ୍ଧୁତା ହୋଇଗଳା, ରାଜ ଶିଳ୍ପାଙ୍କୁ ବିଦେଶରେ ମହଙ୍ଗା ଗିଫ୍ଟ କିଣିକରି ଦେଉଥିଲେ, ଧୀରେ ଧୀରେ ଏହି ବନ୍ଧୁତା ପ୍ରେମରେ ପରିବର୍ତ୍ତିତ ହୋଇଗଲା, ପରେ ଦୁହେଁ ବିବାହ କରିନେଲେ, ଏବେ ଆଜି ରାଜ କୁନ୍ଦ୍ରାଙ୍କ ଉପରେ ଲାଗିଥିବା ଆରୋପ ମଧ୍ୟରେ ଶିଳ୍ପା ସେଟ୍ଟି ଏବେ ବହୁତ ଭାଙ୍ଗିପଡିଛନ୍ତି ।

Leave a Reply

Your email address will not be published. Required fields are marked *