October 16, 2024

Odia Express

Leading Odia News Portal of Odisha

IAS Questions : ମଣିଷ ଶରୀରର କେଉଁ ସେହି ଅଙ୍ଗ ଅଛି ଯାହା ଅନ୍ଧାର ହେଲେ ବଡ ହୋଇଯାଏ ?ଉତ୍ତର ଅତି ଚମତ୍କାର ଅଟେ

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ

୧) କେଉଁ ଗ୍ୟାସ୍ ର ଉପଯୋଗ ପ୍ରଥମ ବିଶ୍ୱଯୁଦ୍ଧରେ ରସାୟନିକ ହତିଆର ରୁପରେ ହୋଇଥିଲା? ଉତ୍ତର- ମଷ୍ଟର୍ଡ ଗ୍ୟାସ୍ ।

୨) ପ୍ରତ୍ୟାବର୍ତ୍ତୀ ଧାରା( ଅଲଟରନେଟ୍ କରେଣ୍ଟ) କୁ ଦିଷ୍ଟ ଧାରା( ଡାଇରେକ୍ଟ କରେଣ୍ଟ) ରେ ବଦଳିବା ହେତୁ କାହାର ଉପଯୋଗ କରାଯାଏ ? ଉତ୍ତର- ରେକ୍ଟିଫାୟାର୍

୩) ଭାରତ ଛଡା କେଉଁ ଦେଶରେ ରାଷ୍ଟ୍ରିୟ ଫୁଲ ପଦ୍ମ ଅଟେ ? ଉତ୍ତର-ଭିଏତନାମ୍

୪)ଆପଣ ଗାଡି ଚଲାନ୍ତି । କୁହନ୍ତୁ ପେଟ୍ରୋଲ୍ କୁ ହିନ୍ଦୀରେ କଣ କୁହାଯାଏ ? ଉତ୍ତର- ଏହାକୁ ଶିଳାତେଲ କିମ୍ବା ସ୍ୱର୍ଣ୍ଣ ଧ୍ରୁବ କହନ୍ତି

୫) ଭାରତରେ ଉର୍ଦ୍ଧୁ କିପରି ଆସିଲା ? ୧୨ ତମ ଶତାଦ୍ଧୀରେ ଦିଲ୍ଲୀର ଆଖପାଖରେ ବାହାର ଲୋକ ଏହି ପରି ଭାଷାର ପ୍ରୟୋଗକରୁଥିଲେ, କିନ୍ତୁ ତେବେ ଏହାକୁ ଅଲଗା ଅଲଗା ନାଁରେ ଜଣାଯାଉଥିଲା, କିନ୍ତୁ ୧୯ ତମ ସଦୀରେ ଏହି ଭାଷାକୁ ଉର୍ଦ୍ଧୁ ନାଁରେ ଦିଆଗଲା ।

୬) ବୁଲନ୍ଧ ଦରବାଜା କଣ ପାଇଁ ତିଆରି ହୋଇଥିଲା ? ଉତ୍ତର- ଗୁଜୁରାଟ ବିଜୟର ଚିହ୍ନ ସ୍ୱରୁପ ଏହାର ନିର୍ମାଣ ହୋଇଥିଲା ।

୭) କୁମ୍ଭ ଓ ମହାକୁମ୍ଭରେ କଣ ଅନ୍ତର ଅଛି ? ଉତ୍ତର- କୁମ୍ଭ ସବୁ ୧୨ ବର୍ଷରେ ହରିଦ୍ୱାର, ପ୍ରୟାଗରାଜ, ଉଜ୍ଜେନ, ଓ ନାସିକରେ ହୋଇଥାଏ, ମହାକୁମ୍ଭ ୧୪୪ ବର୍ଷରେ ଗ୍ରହର ଚାଲିଚଳଣ ହିସାବରେ ହୋଇଥାଏ ।

୮) ଟ୍ରେନ୍ ଡବାରେ ଛକି ଚିହ୍ନ କଣ ପାଇଁ ହୋଇଥାଏ ? ଉତ୍ତର- ଏହି ଚିହ୍ନ ଏଥିପାଇଁ ଥାଏ ଯାହାଦ୍ୱାରା ଲୋକଙ୍କୁ ଜଣାପଡିପାରିବ କି ଏହି ଟ୍ରେନର ଶେଷ ଡବା ବୋଲି ।

୯) ଏମିତି କେଉଁ ଫଳ ଅଛି ଯାହା ବଜାରରେ ମିଳେନାହିଁ ? ଉତ୍ତର- ପରିଶ୍ରମର ଫଳ ବଜାରରେ ମିଳେନାହିଁ ।

୧୦)QR Code ର ଫୁଲଫର୍ମ କଣ ଅଟେ ? ଉତ୍ତର- Quick response Code .

୧୧)ଆସାମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ କିଏ ବଡ ଅଟେ ? ଉତ୍ତର- ଜନସଂଖ୍ୟା ହିସାବରେ ଆସାମ କ୍ଷେତ୍ରଫଳର ହିସାବରେ ଅରୁଣାଚଳ ପ୍ରଦେଶ ,

୧୨) ବିହାରର ସବୁଠାରୁ ବଡ ଜିଲ୍ଲା କେଉଁଟା ଅଟେ ? ଉତ୍ତର- ଜନସଂଖ୍ୟା ହିସାବରେ ମଧୁବନୀ ଜିଲ୍ଲା ସବୁଠାରୁ ବଡ ଅଟେ ।

୧୩) ଗଙ୍ଗା ଆମନ୍ତ୍ରଣ ଅଭିଯାନ କେଉଁ ମନ୍ତ୍ରାଳୟ ଦ୍ୱାରା ଆରମ୍ଭ ହୋଇଥିଲା ? ଉତ୍ତର- ଜଳ ଶକ୍ତି ମନ୍ତ୍ରାଳୟ ଦ୍ୱାରା

୧୪) ବିଶ୍ୱ ବ୍ୟାଙ୍କ୍ ସମୁହ ବର୍ତ୍ତମାନ ପ୍ରମୁଖ କିଏ ଅଛନ୍ତି ? ଉତ୍ତର- ଡେଭିଡ୍ ମାଲପାସ ବିଶ୍ୱବ୍ୟାଙ୍କର ପ୍ରମୁଖ ଅଧ୍ୟକ୍ଷ୍ୟ ଅଛନ୍ତି ।

୧୫) ବର୍ତ୍ତମାନରେ ଭାରତରେ ସାର୍ବଜନିକ କ୍ଷେତ୍ରରେ କେତୋଟି ବ୍ୟାଙ୍କ୍ ଅଛି ? ଉତ୍ତର- ଭାରତରେ ସାର୍ବଜନିକ କ୍ଷେତ୍ରର ବ୍ୟାଙ୍କ୍ ସଂଖ୍ୟା କମିଯାଇ ୧୨ ହୋଇଯାଇଛି ଯାହା ପୁର୍ବରୁ ୨୭ ଥିଲା ।

୧୬) ଆମର ଶରୀରରେ ଅନୈଚ୍ଛିକ କାର୍ଯ୍ୟ କୁ କାହାଦ୍ୱାରା ନିୟନ୍ତ୍ରିତ କରାଯାଏ ? ଉତ୍ତର- Medulla in Hindbrain  ଆମ ଶରୀରରେ ଅନୈଚ୍ଛିକ କାର୍ଯ୍ୟକୁ ନିୟନ୍ତ୍ରଣ କରେ ।

୧୭) ମାନବ ଶରୀରରେ କେଉଁ ଏମିତି ଅଙ୍ଗ ଅଛି ଯାହା ଅନ୍ଧାର ହେଲେ ବଡ ହୋଇଯାଏ ? ଉତ୍ତର- ମାନବ ଶରୀରରେ ଆଖିର ରେଟିନ୍ ଯାହା ଅନ୍ଧାର ହେଲେ ବଡ ହୋଇଯାଏ , କାରଣ ଆଖିର ରେଟିନା ଯାହା ଦିନରେ ଛୋଟ ହୋଇଥାଏ, ଓ ରାତି ହେଲେ ଯେବେ ଆଲୁଅ କମ୍ ହୋଇଯାଏ ତେବେ ଏହା ଫୋକସ୍ କରିବାପାଇଁ ବଡ ହୋଇଯାଏ ।

Leave a Reply

Your email address will not be published. Required fields are marked *