October 20, 2024

Odia Express

Leading Odia News Portal of Odisha

କୋଟିଏ ଆରବ ସଂମ୍ପତ୍ତିର ମାଲିକ ଅଟନ୍ତି ଶ୍ୱେତା ବଚ୍ଚନଙ୍କ ସ୍ୱାମୀ ନିଖିଲ୍ ନନ୍ଦା, କିନ୍ତୁ ସ୍ୱାମୀ ଠାରୁ ଦୁରେଇ ଏହି କାରଣରୁ ନିଜ ବାପଘରେ ରହୁଛନ୍ତି ଅମିତାଭଙ୍କ ଝିଅ

ସଦିର ମହାନାୟକ କୁହାଯାଉଥିବା ବଲିଉଡ୍ ର ସବୁଠାରୁ ସୁପରଷ୍ଟାର୍ ଅମିତାଭ ବଚ୍ଚନ ଆସିବା ଦିନରୁ ଚର୍ଚ୍ଚାରେ ରୁହନ୍ତି, ଓ ସେମିତି ଅମିତାଭ ବଚ୍ଚନଙ୍କ ସହ ତାଙ୍କ୍ ପୁରା ପରିବାର ବହୁତଥର ଖବରରେ ରହିଥାନ୍ତି, ଏମାନଙ୍କ ପରିବାରର ଅଧିକାଂଶ ସଦସ୍ୟଙ୍କ ବଲିଉଡ୍ ଇଣ୍ତଷ୍ଟ୍ରି ସହ ସଂମ୍ପର୍କ ଅଛି ଓ ଯେଉଁଠି ତାଙ୍କ ସ୍ତ୍ରୀ ଜୟା ବଚ୍ଚନ ବଲିଉଡ୍ ର ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ତେବେ ତାଙ୍କ ପୁଅ ଓ ବୋହୁ ବଲିଉଡ୍ ଇଣ୍ତଷ୍ଟ୍ରି ସହ ଯୋଡିହୋଇଛନ୍ତି ।ସେମିତି ଅମିତାଭ ବଚ୍ଚନଙ୍କ ପରିବାରରେ ଏମିତି ଜଣେ ସଦସ୍ୟ ଅଛନ୍ତି ଯାହାଙ୍କ ଅଭିନୟ ଦୁନିଆଁ ସହ କିଛି ବି ସଂମ୍ପର୍କ ନାହିଁ ଏହି ସଦସ୍ୟ ଆଉ କେହି ନୁହେଁ ବରଂ ଅମିତାଭ ଓ ଜୟା ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ଅଟନ୍ତି ଶ୍ୱେତା ବଲିଉଡ୍ ର ଏତେ ବଡ ଷ୍ଟାର୍ ପରିଆର ସହ ସଂମ୍ପର୍କ ରଖନ୍ତି ଏହାପରେ ବି ଶ୍ୱେତା ବଚ୍ଚନ ଙ୍କୁ ଫିଲ୍ମ ଦୁନିଆଁ ସହ କିଛି ଲେଣଦେଣ ନାହିଁ ।

କହିଦେବୁ କି ଶ୍ୱେତା ବଚ୍ଚନଙ୍କୁ ଅଭିନୟ ଦୁନିଆଁ ସହ କିଛି ସଂମ୍ପର୍କ ନାହିଁ କିନ୍ତୁ ଏହା ସତ୍ତ୍ୱେ ବି ଶ୍ୱେତା ବଚ୍ଚନ ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି, ସେମିତି ଶ୍ୱେତା ବଚ୍ଚନ ଗତ କିଛି ବର୍ଷ ହେଲା ନିଜ ଶଶୁରଘରେ ନୁହେଁ ନିଜ ବାପଘରେ ଆସି ରହୁଛନ୍ତି,ତେଣୁ ଏବେ ଲୋକଙ୍କରମନରେ ପ୍ରଶ୍ନ ଆସୁଛି କି କଣପାଇଁ ଶ୍ୱେତା ନିଜ ଶଶୁରଘର ଛାଡିକରି ମୁମ୍ବାଇରେ ନିଜ ମା ବାପାଙ୍କ ପାଖରେ ରହୁଛନ୍ତି, କଣ ଏମାନଙ୍କ ମଧ୍ୟରେ କିଛି ମତାନ୍ତର୍ କିମ୍ବା ସଂମ୍ପର୍କରେ କିଛି ଅସୁବିଧା ହୋଇଛି

ଏହି ପରି ନାନାଦି ପ୍ରଶ୍ନକୁ ନେଇକରି ପବ୍ଲିକ୍ ଙ୍କ ମନରେ ପ୍ରଶ୍ନବାଚୀ ହୋଇଛି, ଜଣାଥିବ କି ଶ୍ୱେତା ବଚ୍ଚନଙ୍କ ବିବାହ ୧୯୯୭ ରେ ଜଣାଶୁଣା ବିଜନେସ୍ ମ୍ୟାନ୍ ନିଖିଲ୍ ନନ୍ଦାଙ୍କ ସହ ବହୁତ କମ୍ ବୟସରେ ହୋଇଯାଇଥିଲା, ଆଜି ଶ୍ୱେତା ବଚ୍ଚନ ୨ ଟି ଛୁଆଙ୍କ ମା ହୋଇସାରିଛନ୍ତି, ଯେଉଁଥିରେ ତାଙ୍କ ଝିଅଙ୍କର ନାଁ ନବ୍ୟା ନବେଲି ନନ୍ଦା ଅଟେ, ଓ ତାଙ୍କ ପୁଅଙ୍କ ନାଁ ଅଗସ୍ତ ନନ୍ଦା ଅଟେ, ସେମିତି ଏତେ କମ୍ ବୟସରେ ବିବାହ ହେବା ପରେ ବି ଶ୍ୱେତା ବଚ୍ଚନ ନିଜ ପରିବାରକୁ ବହୁତ ବର୍ଷ ପର୍ଯ୍ୟନ୍ତ ଭଲରେ ସଂମ୍ଭାଳିଛନ୍ତି, ଓ ଏହା ଛଡା ବାହାଘର ପରେ ଶ୍ୱେତା ବଚ୍ଚନ କ୍ୟାରିୟର ବି ବନାଇଛନ୍ତି ।

ଏହି ମଧ୍ୟରେ ଖବର ଆସୁଛି କି ଶ୍ୱେତା ବଚ୍ଚନ ନିଜ ସ୍ୱାମୀ ଓ ଶଶୁରଘର ଲୋକଙ୍କ ଠାରୁ ବହୁତ ଦିନରୁ ଦୁରେଇକରି ଅଛନ୍ତି, ଓ ସେ ଗତ୍ କିଛି ବର୍ଷରୁ ନିଜ ବାପଘରେ ରହୁଛନ୍ତି, ଓ ଶ୍ୱେତା ବଚ୍ଚନଙ୍କୁ ଅଧିକାଂଶ ବଚ୍ଚନ ପରିବାର ସହ ଦେଖାଯାଏ, ଓ ଶ୍ୱେତା ନିଜ ସ୍ୱାମୀ ନିଖିଲ୍ ନନ୍ଦାଙ୍କ ସହ ବହୁତ କମ୍ ନଜର ଆସନ୍ତି, ଏହି ଦୁହେଁଙ୍କ ମଧ୍ୟରେ ଏତେ ଦୁରତା ଦେଖିକରି ଏମିତି ଲାଗୁଛି କି ଦୁହେଁଙ୍କ ମଧ୍ୟରେ ସଂମ୍ପର୍କ ଠିକ୍ ଚାଲୁନି । ସେମିତି ଏବେ ପର୍ଯ୍ୟନ୍ତ ଶ୍ୱେତା ବଚ୍ଚନ ନିଖିଲ୍ ନନ୍ଦାଙ୍କୁ ଛାଡପତ୍ର ଦେଇନାହାନ୍ତି, ସେମିତି ଖବର ମୁତାବିକ ଶ୍ୱେତା ବଚ୍ଚନଙ୍କ ନିଖିଲ ନନ୍ଦାଙ୍କ ଛାଡପତ୍ର ନ ନେବାର କାରଣ ଏହା କୁହାଯାଊଛି କି ଶ୍ୱେତା ବଚ୍ଚନ ଚାହୁଁନାହାନ୍ତି କି ତାଙ୍କ ଏହି ପଦକ୍ଷେପରେ ତାଙ୍କ ବାପାଙ୍କ ପ୍ରତିଷ୍ଠାରେ କିଛି ବି ଆଞ୍ଚ ଆସୁ, ଏହି କାରଣରୁ ଶ୍ୱେତା ବିନା ଛାଡପତ୍ରରେ ନିଜ ସ୍ୱାମୀଙ୍କ ଠାରୁ ଦୁରେଇଯାଇ ନିଜ ବାପା ମାଙ୍କ ପାଖରେ ରହୁଛନ୍ତି ।

କଥା ହେବା ଶ୍ୱେତା ବଚ୍ଚନ ଓ ସ୍ୱାମୀ ନିଖିଲ୍ ନନ୍ଦାଙ୍କର ତେବେ ନିଖିଲ୍ ନନ୍ଦା ଏସ୍କୋର୍ଟ ଗ୍ରୁପର ଚିଫ୍ ଅପରେଟିଙ୍ଗ୍ ଅଫିସର୍ ଅଟନ୍ତି , ଓ ଏହାଛଡା ନିଖିଲ ନନ୍ଦା ନିଜ କନଷ୍ଟ୍ରକ୍ସନ୍ ପୁରା ବିଜନେସ୍ ସଂମ୍ଭାଳନ୍ତି, ଓ ସେମିତି ୨୦୧୮ ରେ ନିଖିଲ ନନ୍ଦାଙ୍କ କମ୍ପାନୀକୁ ବହୁତ ଲାଭ ବି ହେଇଛି, ଓ ମହଜୁଦା ସମୟରେ ନିଖିଲ ନନ୍ଦା କୋଟିଏ ଓ ଆରବ ସଂମ୍ପତ୍ତିର ମାଲିକ ହୋଇସାରିଛନ୍ତି, କିନ୍ତୁ ଶ୍ୱେତା ବଚ୍ଚନ ନିଜ ସ୍ୱାମୀଙ୍କ ଇନକମ୍ ଉପରେ ବିଲକୁଲ୍ ନିର୍ଭରଶୀଳ ନାହାନ୍ତି । ଆଜି ଶ୍ୱେତା ନିଜେ ସିଏନ୍ ଏନ୍ ଆଇବିଏନ୍ ରେ ସିଟିଜେନ୍ ଜର୍ଣ୍ଣାଲିଷ୍ଟ ପଦରେ କାର୍ଯ୍ୟରତ ଅଛନ୍ତି, ଏହା ଛଡା ଶ୍ୱେତା ବଚ୍ଚନ ରାଇଟିଙ୍ଗ୍ ଓ ଫ୍ୟାସନ୍ ଡିଜାଇନିଙ୍ଗ୍ ରେ ବି ନିଜ କ୍ୟାରିୟର ବନାଇଛନ୍ତି, ଆଜିର ସମୟରେ ଶ୍ୱେତା ବଚ୍ଚନ ଏକ ସକ୍ସସେସ୍ ଫୁଲ୍ ବିଜନେସ୍ ୱୁମେନ୍ ହୋଇସାରିଛନ୍ତି, ଓ ନିଜ ଛୁଆଙ୍କ ସହ ଶ୍ୱେତା ବଚ୍ଚନ ନିଜ ଜୀବନକୁ ଖୁସିରେ ବିତାଉଛନ୍ତି ।

Leave a Reply

Your email address will not be published. Required fields are marked *