December 23, 2024

Odia Express

Leading Odia News Portal of Odisha

ଚେକ୍ ପଛରେ ହସ୍ତାକ୍ଷର କଣ ପାଇଁ କରନ୍ତି Bank କର୍ମଚାରୀ ? ଜାଣନ୍ତୁ କଣ ହୋଇଥାଏ ଏହାର ପଛରେ ଅସଲି କାରଣ

ସେମିତି ଆଜିକା ସମୟରେ ଅଧିକାଂଶ ଲୋକ ବ୍ୟାଙ୍କରୁ ପଇସା ବାହାର କରିବାପାଇଁ କ୍ରେଡିଟ୍ କାର୍ଡ କିମ୍ବା ଡେବିଟ୍ କାର୍ଡର ବ୍ୟବହାର କରନ୍ତି , କିଛି ଲୋକେ ତ ଏମିତି ଡିଜିଟାଲ୍ ପେମେଣ୍ଟ ଦ୍ୱାରା ସବୁ ଜିନିଷ କିଣିପାରନ୍ତି, ଏମିତିରେ ବ୍ୟାଙ୍କ୍ ଯାଈକରି ପଇସା ବାହାର କରିବା ପ୍ରଥା ବହୁତ କମ୍ ହୋଇଯାଇଛି, କିନ୍ତୁ ଯେଉଁ ଲୋକ ବ୍ୟାଙ୍କ୍ ଯାଇକରି ପଇସା ବାହାର କରନ୍ତି ତାଙ୍କୁ ଗୋଟେ କଥା ଧ୍ୟାନ ଦେବାର ଅଛି କି ପଇସା ଦେବା ପୁର୍ବରୁ ପ୍ରଥମେ ବ୍ୟାଙ୍କ୍ କର୍ମଚାରୀ ଚେକ୍ ପଛରେ ଆପଣଙ୍କ ସାଇନ୍ କରନ୍ତି, ତେବେ କଣ ଆପଣ ଜାଣିଛନ୍ତି କି ଏହାପାଇଁ କଣ କାରଣ ଥାଇପାରେ ଯଦି ଜାଣିନାହାନ୍ତି ତେବେ ଆଜି ଆମେ ଏହାର ବିଷୟରେ କହିବୁ , ଆସନ୍ତୁ ଜାଣିବା ବିସ୍ତାରରେ ।

ବ୍ୟାଙ୍କ୍ ଯିବାପରେ ଯେଉଁଠି ହେଲେ ବି ଆମର୍ ସାଇନ୍ ଦରକାରପଡେ, ସେଠାରେ ସିଗ୍ନେଚର୍ ମାର୍କ ପ୍ରିଣ୍ଟ୍ ହୋଇଥାଏ, ଯେବେ ଚେକ୍ ପଛରେ ଆମର ସାଇନ୍ କରାଯାଏ , ତେବେ ସେଠାରେ ହସ୍ତାକ୍ଷର କରିବାର କୌଣସି କାରଣ ନଥାଏ, ତାପରେ ବି ସାଇନ୍ ନିଆଯାଏ , ଏହାର ପଛରେ କାରଣ ଏହା କି ବ୍ୟାଙ୍କ୍ କର୍ମଚାରୀ ଚେକ୍ ଏମାଉଣ୍ଟକୁ ପାଇବାକୁ ଥିବା ଲୋକର ସନ୍ତୁଷ୍ଠି ପାଇଁ କିମ୍ବା ଏମିତି କହିପାରିବେ କି ରିସିପ୍ଟ ପାଇବାପାଇଁ ଏମିତି କରନ୍ତି, ହଁ ଆଜ୍ଞା ଏହାର୍ ମତଲବ ଏମାଉଣ୍ଟ୍ ବାହାର କରିବାବାଲା ବ୍ୟକ୍ତି ତାହାର ଏମାଉଣ୍ଟ୍ ପାଇସାରିଛି, ଓ ଏହି କାରଣରୁ ତାର ପଛରେ ସାଇନ୍ ନିଆଯାଏ ।

ଏମିତି ଚାହିଁଲେ ଆପଣ ସାଇନ୍ ପାଇଁ ମନା ବି କରିପାରିବେ , କିନ୍ତୁ ଏମିତି ସ୍ଥିତିରେ ଆପଣଙ୍କ ପୁରା ଜାନକାରୀ ସହ ବ୍ୟାଙ୍କ୍ ପଇସା ସେବାକୁ ରିସିପ୍ଟ ଦେବାକୁ ପଡିବ, ଓ ନିୟମନୁସାରେ ରସିଦ୍ ଟିକେଟ୍ ବି ଲଗାଇବାକୁ ପଡିବ, ଏବେ ସେମିତି ବ୍ୟାଙ୍କ୍ ଯିବାପରେ ଏତେ ଅଳିଆରେ ନ ପଡିବାକୁ ବ୍ୟକ୍ତିର ଚେକ୍ ର ପଛରେ ସାଇନ୍ ନିଆଯାଏ , କଥା ଏଠି ଧ୍ୟାନ ଦେବାର ଅଛି କି ଯେଉଁ ଲୋକ ଚେକ୍ ଦ୍ୱାରା ପଇସା ବ୍ୟାଙ୍କ୍ ରୁ ବାହାର୍ କରିବାକୁ ଯାଆନ୍ତି, ସେ ପଇସା ନେବାପୁର୍ବରୁ ଓ ସାଇନ୍ କରିବାପ୍ ଉର୍ବରୁ ଚେକ୍ ଉପରେ ଏମାଉଣ୍ଟ ଲେଖାହୋଇଥିବା ଦରକାର ଯାହା ସେ ବାହାର୍ କରିବାକୁ ଯାଉଛନ୍ତି ।

ଏହା ସହ ନୋଟ୍ ବିଷୟରେ ସୁଚନା ଦେବା ଉଚିତ୍ , ଓ ତାହାପରେ ସାଇନ୍ କରିବା ଉଚିତ୍ , ଯେବେ ଅଧିକାଂଶ ଲୋକ ଏହି କଥାର ସୁଚନା ନଥାଏ, ସେ ବ୍ୟାଙ୍କ୍ କର୍ମଚାରୀଙ୍କ ନିଜ ସମୟ ବଞ୍ଚାଇବା ପୁର୍ବରୁ ନିଜ ସମୟ ନିଅନ୍ତି, ଓ ତାହାପରେ ବ୍ୟକ୍ତିର ଚେକ୍ ରେ ଏମାଉଣ୍ଟର ପଇସା ପୈଠ କରିଦିଅନ୍ତି, ଆମେ ଆଶା କରୁଛୁ କି ଆପଣଙ୍କୁ ଜଣାପଡିଯାଇଥିବ କି ଆପଣଙ୍କ ଚେକ୍ ପଛରେ ହସ୍ତାକ୍ଷର କଣପାଇଁ କରାଯାଏ , ଲୋକେ ବ୍ୟାଙ୍କ୍ ରେ ଧକ୍କା ଖାଇବା ବହୁତ ମୁସକିଲ୍ କାମ ଲାଗିଥାଏ, କିନ୍ତୁ ଯଦି ବ୍ୟାଙ୍କ୍ ଟିକିଏ ସୁଚନା ଦେବ ତେବେ ଆପଣଙ୍କୁ ବ୍ୟାଙ୍କ୍ ରୁ ଆପଣ ପଇସା ବାହାର କରିବା ସହଜ ହୋଇଯିବ ।

Leave a Reply

Your email address will not be published. Required fields are marked *