October 22, 2024

Odia Express

Leading Odia News Portal of Odisha

ପଇସା କମାଇବାକୁ ଚାହୁଁଥିଲେ ଆଜି ଠାରୁ ବନ୍ଦ କରନ୍ତୁ ଏହି ଗୋଟେ କାମ – ଏବେ ପଢନ୍ତୁ ନହେଲେ ପରେ କହିବେ ଡେରି ହେଇଗଲା

ବନ୍ଧୁଗଣ, ସମସ୍ତେ ବହୁତ ସାରା ପଇସା କମାଇକରି ଧନୀ ହେବାକୁ ଇଚ୍ଛା କରିଥାଏ, କିନ୍ତୁ କିଛି ଲୋକ ହିଁ ତାହା ହାସିଲ୍ କରିପାରନ୍ତି, କୋଟିପତି ହେବା ସମସ୍ତଙ୍କ ପକ୍ଷରେ ସଂମ୍ଭବପର ନୁହେଁ, ଧନୀ ସିଏ ହୋଇଥାଏ ଯିଏ ନିଜ ଉପରେ ବିଶ୍ୱାସ ରଖି ଆଗକୁ ବଢେ, ଓ ସବୁ ଅସୁବିଧାରେ କିମ୍ବା ବିପଦ ସମୟରେ ସମାଧାନର ରାସ୍ତା ବାହାର କରେ , ଯଦି ଆପଣ ପଇସା କମାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଗୋଟେ କାମ ବନ୍ଦ କରିବାକୁ ହେବ, ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ଏମିତି କାମ ଅଛି ଯାହା ଆପଣଙ୍କୁ ଛାଡିବାକୁ ହେବ, ଯାହାଦ୍ୱାରା ଆପଣ ଅଧିକା ଆୟ ବା ପଇସା କମାଇପାରିବେ ।

ଆମର ଜୀବନରେ ଏମିତି ବହୁତ କଥା ହୋଇଥାଏ ଯାହା ଆମେ ସମସ୍ତଙ୍କୁ କହିଥାନ୍ତି, ଓ କିଛି ଏମିତି କଥା ହୋଇଥାଏ ଯାହା ଆମେ କେବଳ ନିଜ ଖାସ୍ ଲୋକଙ୍କୁ କହିଥାନ୍ତି, କିନ୍ତୁ କିଛି ଏମିତି କଥା ଅଛି ଯାହା ଆମକୁ କେବେ କାହାକୁ କହିବା ଉଚିତ୍ ନୁହେଁ, କାରଣଏମିତି କରିଲେ ଆପଣଙ୍କ କ୍ଷତି ହିଁ ହୋଇଥାଏ,  ସବୁଠାରୁ ପ୍ରଥମେ କହିଦେବୁ କି କେବେ କେଉଁ ବ୍ୟକ୍ତିକୁ ଏହା କୁହନ୍ତୁ ନାହିଁ କି ଆପଣ ତାଙ୍କ ବିଷୟରେ କିମ୍ବା କେଉଁ ଅନ୍ୟ ବ୍ୟକ୍ତି ବିଷୟରେ କଣ ଭାବୁଛନ୍ତି, କାରଣ ଯଦି ଆପଣ ତାଙ୍କୁ ଏହି ବିଷୟରେ କହିଦିଅନ୍ତି ତେବେ ହୋଇପାରେ କି ତାହାପରେ ସାମ୍ନା ବାଲା ବ୍ୟକ୍ତି ଆପଣଙ୍କ ପ୍ରତି ନଜରିଆ ବଦଳିପାରେ , ଯାହାଦ୍ୱାରା ସଂମ୍ପର୍କ ବିଚ୍ଛିନ୍ନ ହୋଇପାରେ

ଏହି ପରି କାହାର ଆପଣ ଅମଙ୍ଗଳ୍ କରୁଛନ୍ତି ତେବେ ଦ୍ୱିତୀୟ ବ୍ୟକ୍ତି ସାମ୍ନାରେ କଲେ ଭବିଷ୍ୟରେ ଯଦି ଆପଣଙ୍କ ସହତାଙ୍କର ଝଗଡା ହୋଇଯାଏ , ତେବେ ଆପଣଙ୍କୁ କ୍ଷତି ପହଞ୍ଚିବାର ସଂମ୍ଭାବନା ଅଛି । କାରଣ ସେ ଲୋକ ସାମ୍ନା ବାଲା ଲୋକକୁ ଆପଣଙ୍କ ବିଷୟରେ ମିଛ ସତ କହି ଚୁଗୁଲି କରିପାରେ, ଏହି ପ୍ରକାର କେଉଁ ବି  ପରିବାର କଥା ଅନ୍ୟଙ୍କୁ କହିବା ଉଚିତ୍ ନୁହେଁ, ଏମିତି କରିଲେ ସେ ବ୍ୟକ୍ତି ଆଗକୁ ଯାଇକରି ଆପଣଙ୍କୁ କେଉଁ ବି ପ୍ରକାରର କ୍ଷତି ପହଞ୍ଚାଇପାରେ, ପୁରା ସୁଚନା ପାଇଁ ତଳେ ଭିଡିଓକୁ ଦେଖନ୍ତୁ ।

Leave a Reply

Your email address will not be published. Required fields are marked *