October 17, 2024

Odia Express

Leading Odia News Portal of Odisha

ଥଣ୍ତାରୁ ରକ୍ଷା କରିବ ଅଦା, ଏହି ପରି କରନ୍ତୁ ଉପଯୋଗ – ସବୁ ପ୍ରକାର ଥଣ୍ଡା ଓ କାଶ ରୁ ସଂଗେ ସଂଗେ ମୁକ୍ତି ପାଇବେ

ବନ୍ଧୁଗଣ, ଅଦାର ବ୍ୟବହାର ସବୁ ଘରେ ହୋଇଥାଏ ।  ବିଶେଷ ହିସାବରେ ଲୋକେ ଅଦା ବାଲା ଚାହା ପିଇବା ବହୁତ ପସନ୍ଦ ହୋଇଥାଏ , ଅଦା ମାଟି ତଳରୁ ବାହାରିଥାଏ, ମାନେ ଅଦାର ସେବନ ଆମେ ଥଣ୍ତାରେ କର୍ଲେ ଏହା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ପ୍ରମାଣିତ ହୋଇପାରେ , କାରଣ ଏଥିରେ ବହୁତ ଔଷଧୀୟ ଗୁଣ ହୋଇଥାଏ ,ତେବେ ଆସନ୍ତୁ ଜାଣିବା ଥଣ୍ତାର ଦିନରେ ଅଦାର ଉପଯୋଗ କିପରି କରିବା ।

୧) ଥଣ୍ତାଜ୍ୱରରୁ ରକ୍ଷା- ଅଦାର ପ୍ରକୃତି ଗରମ ଅଟେ , ଏହା ସହ ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ମିଳିଥାଏ, ଏହା ଥଣ୍ତାର ମୌସୁମରେ ଥଣ୍ତାଜ୍ୱରରୁ ରକ୍ଷା କରେ, ଯେଉଁ ଲୋକଙ୍କର ବଦଳୁଥିବା ମୌସୁମରେ ଥଣ୍ତା ହୋଇଥାଏ, ତାଙ୍କୁ ସବୁ ଦିନ ଅଦାର ଚାହା ସେବନ କରିବା ଉଚିତ୍ ।

୨) ପୀଡାରୁ ଦେଇଥାଏ ମୁକ୍ତି- ଅଦା ପୀଡାକୁ ମୁକ୍ତି କରିଥାଏ, ଏହା ଏକ ପେନ୍ କିଲର୍ ପରି କାମ କରିଥାଏ, ଏହାର ସେବନ କରିଲେ ଶରୀରରୁ ଥକାପଣ ଦୁର୍ ହୋଇଯାଏ ,ଏହାପାଇଁ ଆପଣଙ୍କୁ କ୍ଷୀର କିମ୍ବା ଚାହାରେ ଅଦା ମିଶାଇ ପିଇବାର ଅଛି, ଏଥିରେ ଏନାଲ୍ଜୋସିକ୍ ଗୁଣ ମିଳିଥାଏ, ଯାହା ଶରୀରର ପିଡା,ମୂଣ୍ତ ବିନ୍ଧା, ଆଦି ପୀଡାରୁ ମୁକ୍ତି ଦେଇଥାଏ ।

୩) କୋରନା ସଂକ୍ରମଣ ଅଟକାଇବା ପାଇଁ ପ୍ରଭାବକାରୀ – କୋରନା ଏବଂ ଭାଇରାଲ୍ ମୌସୁମ ରୋଗରୁ ରକ୍ଷା ପାଇବାପାଇଁ ଅଦାର ସେବନ ଲାଭକାରୀ ହୋଇଥାଏ, ଏଥିରେ ରୋଗପ୍ରତିରୋଧକ କ୍ଷମତା ବଢାଇବାରେ ଶକ୍ତି ହୋଇଥାଏ, ଏହାର ପରାମର୍ଶଅ ଆୟୁଶ ମନ୍ତ୍ରାଳୟ ଦେଇସାରିଛନ୍ତି, ଯଦି ଅଦାର ସଠିକ୍ ସେବନ କରାଯାଏ ତେବେ କୋରନା ପରି ସଂକ୍ରମଣରୁ ରକ୍ଷା ପାଇପାରିବେ ।

୪) ଏମିତି କରନ୍ତୁ ଉପଯୋଗ- ଅଦାର ସେବନ ଆପଣଙ୍କୁ କେଉଁ ବି ରୁପରେ କରିପାରିବେ, ଏହାର ସେବନ ଚାହା କିମ୍ବା କ୍ଷୀରରେ ମିଶାଇକରି କରିପାରିବେ ,ଏଥିରେ ଆପଣ ପରିବା, ଚଟଣି ପରି ଜିନିଷ ମିଶାଇକରି ଉପଯୋଗ କରିପାରିବେ, ଆପଣ ଅଦାକୁ ସୁଖାଇକରି ଏହାକୁ ଷ୍ଟୋର୍ କରିପାରିବେ, ସୁଖିଲା ଅଦାକୁ ସୁଣ୍ଠି ବି କୁହାଯାଏ ,ଆପଣ ଏହାକୁ ରଖିପାରିବେ ଓ କେଉଁ ବି ମୌସୁମରେ ସିମିତ ମାତ୍ରାରେ ପ୍ରୟୋଗ କରିପାରିବେ ।

Leave a Reply

Your email address will not be published. Required fields are marked *