October 22, 2024

Odia Express

Leading Odia News Portal of Odisha

କଞ୍ଚା ସବୁଜ ଲଙ୍କା ଖାଇବା ଦ୍ଵାର କଣ ହେବ? ଜାଣିଲେ ଆପଣ ସବୁଦିନ କଞ୍ଚା ଲଙ୍କା ଖାଇବା ପାଇଁ କହିବେ..

ସାଙ୍ଗମାନେ କଞ୍ଚା ଲଙ୍କାର ପ୍ରୟୋଗ ଖାଦ୍ୟରେ କରିବା ଦ୍ୱାରା ତାର ସ୍ଵାଦ ବଢିଯାଏ।ଆପଣ ସେଥିରେ କେତେ ବି ମସଲା ପକାନ୍ତୁ ନା ନାହିଁକି ଖାଇବା ମଜାଦାର ହେବ ନାହିଁ।ଏହା ଅନେକ ରୋଗକୁ ଆପଣଙ୍କ ଶରୀରରୁ ବାହାର କରି ଦେଇଥାଏ।ବହୁତ ଲୋକ ଏହା ବି ମାନନ୍ତି କି ଲଙ୍କା ଖାଇବା ଦ୍ଵାରା ପେଟରେ ଗ୍ୟାସ, ଜ୍ୱଳନ ଆଦି ହୋଇଥାଏ।ଯଦି ଆପଣ କୌଣସି ଜିନିଷକୁ ସୀମିତ ପରିମାଣରେ ବ୍ୟବହାର କରିବେ ତ ତାହା ଆପଣଙ୍କୁ ଫାଇଦା ଦେବ।କିନ୍ତୁ ଯଦି ଆପଣ ତାକୁ ଅତ୍ୟଧିକ ପରିମାଣରେ ଖାଇବେ ତ ଅସୁବିଧା ତ ହେବ ହିଁ। ଆଜି ମୁଁ ଆପଣ ମାନଙ୍କୁ କହିବି ଯେ କଞ୍ଚା ଲଙ୍କା ଖାଇବା ଦ୍ଵାରା କଣ ଫାଇଦା ହେବ।

ସାଙ୍ଗମାନେ କଞ୍ଚା ଲଙ୍କରେ ଭିଟାମିନ ଏ,ଆଇରନ, ପୋଟାସିଅମ, ଭିଟାମିନ ସି, ପ୍ରୋଟିନ, କପର ଆଦି ତତ୍ତ୍ଵ ମିଳିଥାଏ।ଯେଉଁ ମାନଙ୍କ ଶରୀରରେ ଆଇରନର ଅଭାବ ଦେଖାଯାଏ ସେମାନେ କଞ୍ଚା ଲଙ୍କା ନିଶ୍ଚୟ ବ୍ୟବହାର କରିବା ଉଚିତ।କାରଣ କଞ୍ଚା ଲଙ୍କ ଆଇରନର ଏକ ମୁଖ୍ୟ ସ୍ରୋତ ଅଟେ।କଞ୍ଚା ଲଙ୍କା ଦ୍ଵାରା ଶରୀରରୁ ବ୍ୟାକ୍ଟେରିଆ ମାନଙ୍କୁ ମଧ୍ୟ ବାହାର କରା ଯାଇପାରିବ କାରଣ ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥାଏ।ଏଥିରେ ଥିବା ଭିଟାମିନ ସି ଦ୍ଵାରା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ।

ସବୁଜ ଲଙ୍କାରେ ଭିଟାମିନ ଏ ଭଲ ପରିମାଣରେ ମିଳିଥାଏ।ଯଦି କଞ୍ଚା ଲଙ୍କା ଆପଣଙ୍କ ଆଖିରେ ପଡ଼ିଯାଏ ତ ଆପଣଙ୍କୁ ବହୁତ କଷ୍ଟ ହୋଇଥାଏ।କିନ୍ତୁ ଯଦି ଆପଣ ଏହାକୁ ଖାଉଛନ୍ତି ତ ଏହା ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ବଢାଇ ଦେଇଥାଏ।ଯଦି ଆପଣଙ୍କ ଘରେ କିଏ ଚଷମା ପିନ୍ଧିଚି ତ ଏହି ସବୁଜ ଲଙ୍କା ତା ପାଇଁ ବହୁତ ଫାଇଦା ଦେବ।ଆପଣ ସକାଳ ଜଳଖିଆରେ ଦୁଇଟି କଞ୍ଚା ଲଙ୍କା ଖାଇବେ।ଯଦି ଏହା ଆପଣଙ୍କୁ ଅତ୍ୟଧିକ ରାଗ ଲାଗିଲା ତ ଆପଣ ମିଶ୍ରିର ବି ସେବନ କରିପାରିବେ।ଆପଣ ପିଲା ମାନଙ୍କୁ ଗୋଟିଏ ଲେଖାଏଁ କଞ୍ଚା ଲଙ୍କା ଦେଇ ପାରିବେ।ଯେଉଁ ଲୋକମାନେ ପ୍ରତିଦିନ କଞ୍ଚା ଲଙ୍କା ଖାନ୍ତି ସେମାନଙ୍କ ଆଖିରେ କେବେବି ଚଷମା ଲାଗେ ନାହିଁ।

ସବୁଜ ଲଙ୍କା ଖାଇବା ଦ୍ଵାରା ଆପଣଙ୍କ ଭିତରେ ସକାରାତ୍ମକ ପ୍ରଭାବ ପଡିଥାଏ।ଏହା ମସ୍ତିଷ୍କରେ ଏଣ୍ଡରଫିନର ସଂଚାର କରିଥାଏ ଯାହା କାରଣରୁ ଆପଣ ଖୁସି ରହିଥାନ୍ତି।କଞ୍ଚା ଲଙ୍କା ଆମ ହୃଦୟର ସ୍ବାସ୍ଥ୍ୟକୁ ସଠିକ ରଖିଥାଏ।ଯଦି ଆପଣ ନିଜ କେଶ ଓ ଚେହେରା ଚମକଦାର କରିବାକୁ ଚାହୁଁଛନ୍ତି ତ ନିଜ ଖାଦ୍ୟରେ କଞ୍ଚା ଲଙ୍କାର ପ୍ରୟୋଗ କରନ୍ତୁ।କଞ୍ଚା ଲଙ୍କା ଆମକୁ ବିଭିନ୍ନ ପ୍ରକାର କ୍ୟାନ୍ସର ଠାରୁ ମଧ୍ୟ ବଞ୍ଚାଇଥାଏ।କଞ୍ଚା ଲଙ୍କା ଆପଣଙ୍କର ଲୋ ବିପି କୁ ମଧ୍ୟ ଠିକ କରିଥାଏ।

Leave a Reply

Your email address will not be published. Required fields are marked *