October 22, 2024

Odia Express

Leading Odia News Portal of Odisha

କେବେ ବି ଗିଲାସରେ ପାଣି ପିଅନ୍ତୁ ନାହିଁ ଜାଣନ୍ତୁ ଲୋଟା ଓ ଗିଲାସରେ ପାଣିର ଅନ୍ତର ଜାଣିଲେ ଆପଣ ସବୁବେଳେ ଏଥିରେ ତମ୍ବା ପତ୍ର ରେ ପାଣି ପିଇବେ

ଭାରତରେ ହଜାର ବର୍ଷର ପାଣି ପିଇବାରେ ଯାହା ସଭ୍ୟତା ଅଛି ତାହା ଗିଲାସରେ ନାହିଁ , ଏହି ଗିଲାସ ଯାହା ବିଦେଶୀ ଅଟେ, ଗିଲାସ ଭାରତର ନୁହେଁ , ଗିଲାସ ୟୁରୋପରୁ ଆସିଲା , ଓ ୟୁରୋପରେ ପୁର୍ତ୍ତୁଗାଲ ଆଣିଥିଲେ ଏହି ପୁର୍ତୁଗାଲି ଯେବେ ଭାରତ ଦେଶରେ ପଶିଥିଲେ ,ତେବେ ଆମେ ଗିଲାସରେ ଫସିଯାଇଛେ, ଗିଲାସ ଆମର ନୁହେଁ ଆମର ଢାଳ ଅଟେ, ତେବେ ବାଗଭଟ୍ଟଜୀ କହନ୍ତି କି ଯେଉଁ ବାସନ ଏକରେଖୀୟ ହୋଇଥିବ ତାକୁ ତ୍ୟାଗ୍ କରନ୍ତୁ, ସେ କାମରେ ନୁହେଁ । ଏଥିପାଇଁ ଗିଲାସରେ ପାଣି ପିଇବା ମନା କରାଯାଇଛି, ଫରକ ସିଧା ଏହା କି ଆପଣଙ୍କୁ ଜଣାଥିବ କି ପାଣି ଯେଉଁଠି ଧାରଣ କରାଯାଏ ତାହା ମଧ୍ୟରେ ଔଷଧୀୟ ଗୁଣ ହୋଇଥାଏ, ପାଣିରେ କିଛି ଗୁଣ ନଥାଏ, ଯେଉଁଥିରେ ପକାଇଲେ ସେଥିରେ ଗୁଣ ଆସିଯାଏ , ଦହି ମିଶାଇଲେ ତାହା ଛେନା ହୋଇଯାଏ , ସେମିତି ଦହିର ଗୁଣ ନେଇନେବ, କ୍ଷୀରରେ ମିଶାଇଲେ ଦହିର ଗୁଣ ।

ଗିଲାସ ପାଣିରେ ଓ ଲୋଟାର ପାଣିରେ ଆକାଶ ପାତାଲ ଫରକ ଅଛି, ଏହି ପରି କୁଅ ର ପାଣି , କୁଅ ଗୋଲ୍ ହୋଇଥାଏ ଏଥିପାଇଁ ଭଲ ହୋଇଥାଏ, ଆପଣ ଟିକିଏ ସମୟ ପୁର୍ବରୁ ଦେଖିଥିବେ କି ସବୁ ସାଧୁ ସନ୍ଥ କୁଅର ପାଣି ପିଅନ୍ତି, ନ ମିଳିଲେ ଶୋଷିଲା ରହିଯାଆନ୍ତି, ଯେଉଁଠି ମିଳିଲା ପିଇଲେ, ଆପଣ ଏକ ପରୀକ୍ଷା କରନ୍ତୁ ଟିକିଏ କ୍ଷୀର ନିଅନ୍ତୁ ଓ ଚେହେରାରେ ଲଗାନ୍ତୁ, ୫ ମିନିଟ୍ ପରେ କନାରେ ପୋଛନ୍ତୁ, ଦେଖିବେ କନା ମଇଳା ହେଇଯିବ, ସ୍କିନ୍ ଭିତରେ ଥିବା କଚରା ଓ ମଇଳା ବାହାରିଆସିବ , କହିଦେବୁ କି ଏହାକୁ କ୍ଷୀର ବାହାରକୁ ନେଇକରି ଆସିଲା ଏବେ ଆପଣ ପଚାରିବେ କ୍ଷୀର କିପରି ବାହାରକୁ ଆଣିଲା ତେବେ କହିଦେବୁ କି କ୍ଷୀରର ସରଫେସ୍ ଟେନସନ୍ ସବୁ ବସ୍ତୁର କମ୍ ଅଟେ, ତେବେ ଯେପରି କ୍ଷୀର ଚେହେରାରେ ଲଗାଇଲେ ତେବେ କ୍ଷୀର ସରଫେସ୍ ଟେନସନ୍ କୁ କମ୍ କରିଦେଲା ,କାରଣ ଯେବେ କେଉଁ ବସ୍ତୁ କୁ ଦ୍ୱିତୀୟ ବସ୍ତୁ ସଂମ୍ପର୍କରେ ଆସେ ତେବେ ସେ ବସ୍ତୁ ଗୁଣ ନେଇଥାଏ ।

ଏଥିପାଇଁ କମ୍ ସରଫେସ୍ ବାଲା ପାଣି ପିଇବା ଉଚିତ୍ , ଏଥିପାଇଁ ଲୋଟାର ପାଣି ପିଇବାଭଲ ମାନାଯାଇଛି, ଗୋଲ କୁଅର ପାଣି ଭଲ ଅଟେ, ଗୋଲ ପୋଖରୀର ପାଣି, ନଦୀର ପାଣି କୁଅର ପାଣିରୁ ଭଲ ଅଟେ, କାରଣ ନଦୀରେ ଗୋଲ କିଛି ନଥାଏ, କେବଳ ଲମ୍ବା ହୋଇଥାଏ, ସେଥିରେ ଅଧିକା ଫ୍ଲୋ ହୋଇଥାଏ , ନଦୀର ପାଣିରେ ଅଧିକା ହାଇ ସରଫେସ୍ ଟେନ୍ସନ୍ ବାଲା ହୋଇଥାଏ,  ଓ ନଦୀରେ ଅଧିକା ଖରାପ ପାଣି ସମୁଦ୍ରରେ ହୋଇଥାଏ, ତାହାର ସରଫେସ୍ ଟେନସନ୍ ଅଧିକା ହୋଇଥାଏ , ଯଦି ପ୍ରକୃତିର ଦେଖିବା ତେବେ ବର୍ଷାର ପାଣି ଗୋଲ୍ ହୋଇକରି ପୃଥିବୀରେ ଆସେ, ମତଲବ ସବୁ ବୁନ୍ଦା ଗୋଲ୍ ହୋଇଥାଏ, ତାହାର ସରଫେସ୍ ଟେନ୍ସନ୍ ବହୁତ କମ୍ ହୋଇଥାଏ ,ତେବେ ଗିଲାସ ପାଣି ପରିବର୍ତ୍ତେ ଲୋଟାର ପାଣି ପିଅନ୍ତୁ, ଗିଲାସର ପାଣି ପିଇବା ବନ୍ଦ କରନ୍ତୁ

Leave a Reply

Your email address will not be published. Required fields are marked *