ଏହି ନାଁର ଲୋକ ହୋଇଥାନ୍ତି ସବୁଠାରୁ ଅଧିକା ମତଲବି, ନିଜ କାମ ବାହାର କରିବାକୁ କିଛି ବି କରିପାରନ୍ତି..
ଭାରତୀୟ ଜ୍ୟୋତିଷ୍ୟବିଦ୍ୟାକୁ ବଡ ମହତ୍ତ୍ୱ ଦିଆଯାଇଛି, ଏମିତି କୁହାଯାଏ କି ଏହି ଜ୍ୟୋତିଷ୍ୟଶାସ୍ତ୍ରର ସହାୟତାରେ କେଉଁ ବ୍ୟକ୍ତିର ଭୁତ,ଭବିଷ୍ୟତ ଓ ବର୍ତ୍ତମାନ ବିଷୟରେ ଜାଣିହେବ , ଏତିକି ନୁହେଁ ଏହା ଦ୍ୱାରା ଆପଣ କେଉଁ ବି ବ୍ୟକ୍ତିର ସ୍ୱଭାବ ବିଷୟରେ ଜାଣିପାରିବେ , ଜ୍ୟୋତିଷ୍ୟଶାସ୍ତ୍ରରେ ସମୁଦାୟ ୧୨ ଟି ରାଶି ହୋଇଥାଏ । ଏହି ସବୁ ରାଶିଗୁଡିକ ଆକାଶଗଙ୍ଗାରେ ମହଜୁଦ୍ କେଉଁ ନା କେଉଁ ଗ୍ରହର ସହ ହୋଇଥାଏ , ଏମିତିରେ ଯେବେ ଏହା ନିଜ ଜାଗା ପରିବର୍ତ୍ତନ କରନ୍ତି , ତେବେ ଏହାର ପ୍ରଭାବ ଆପଣଙ୍କ ରାଶି ଉପରେ ପଡିଥାଏ । ଆଜି ଏହି ଆର୍ଟିକିଲ୍ ରେ ଆମେ ଆପଣଙ୍କୁ କିଛି ବିଶେଷ ରାଶିଗୁଡିକ ବିଷୟରେ କହିବାକୁ ଯାଉଛୁ, ଯାହାର ଜାତକର ଲୋକ ସ୍ୱଭାବରୁ ବହୁତ ମତଲବି ହୋଇଥାନ୍ତି ।
୧) V ନାମକ ଲୋକ- ଏହି ଲୋକ ସବୁବେଳେ ନିଜ କାମରେ ମତଲବ ରଖନ୍ତି । ଯଦି କେଉଁ ଜାଗାରେ ଏମାନଙ୍କୁ କିଛି ଫାଇଦା ମିଳେ ନାହିଁ ତେବେ ସେ ସେଠାକୁ ଯାଆନ୍ତି ନାହିଁ । ଏହା ସହ ଲୋକଙ୍କ ସହ ମିଳାମିଶା ଏମାନଙ୍କୁ ଭଲ ଲାଗେ ନାହିଁ ଏମାନେ କେବଳ ସେହି ଲୋକଙ୍କୁ ବନ୍ଧୁ ବନାନ୍ତି ଯାହାଙ୍କ ସହ ମିଶିଲେ ତାଙ୍କର ଫାଇଦା ହୋଇପାରିବ , ଯଦି କେଉଁ ବ୍ୟକ୍ତି ବିଲକୁଲ୍ କାମକୁ ହୋଇନଥାଏ ତେବେ ସେ ସେମାନଙ୍କ ସହ ସଂମ୍ପର୍କ ରଖିବାକୁ ପସନ୍ଦ କରନ୍ତି ନାହିଁ , ଏଥିପାଇଁ ପୁରା ଦୁନିଆଁ ଏମାନଙ୍କ ସହ ଥାଏ, ଏମାନେ ନିଜ ପାଇଁ ପ୍ରଥମ ଭାବନ୍ତି
୨) O ନାମକ ଲୋକ- ଏହି ଲୋକ ଚାଲାକ ପ୍ରବୃତିର ହୋଇଥାନ୍ତି , ଏମାନେ ନିଜ ଫାଇଦା ପାଇଁ ଅନ୍ୟଙ୍କ ସହ ନାନା ପ୍ରକାରର ଖେଳ ଖେଳିଥାନ୍ତି , ଏହି ଲୋକ ଇମୋସନାଲି ସମସ୍ତଙ୍କୁ ନିଜ ଜାଲରେ ପକାନ୍ତି , ଯଦି ତାଙ୍କର କାମ ବାହାରିଯାଏ ତେବେ ଠିକ୍ ନହେଲେ ସେହି ବ୍ୟକ୍ତିକୁ ବହୁତ ହଇରାଣ କରିଦିଅନ୍ତି , ସେ ଏହି ମତଲବି ନେଚର୍ ସକାଶେ ବହୁତ ଲୋକ ଏମାନଙ୍କ ସହ କଥାବାର୍ତ୍ତା କରିବା ବନ୍ଦ କରିଦିଅନ୍ତି , ଏମାନେ ନିଜର ଲାଇଫ୍ କୁ ଅଧିକା ଗୁରୁତ୍ୱ ଦିଅନ୍ତି , ତାପରେ ଏହି ଚକ୍କରରେ ଅନ୍ୟ ବ୍ୟକ୍ତି କେତେ ବି ଦୁଃଖୀ ହୋଇଯାଉନା କାହିଁକି ଏମାନଙ୍କୁ କିଛି ଫରକ ପଡେନି ।କିନ୍ତୁ ଏମାନେ ହୃଦୟରୁ ବହୁତ ଭଲ ହେଇଥାନ୍ତି
୩)E ନାମକ ଲୋକ- ଏହି ନାଁର ଲୋକେ ସବୁବେଳେ ନିଜର ଦେଖନ୍ତି , ଏମାନେ ଅନ୍ୟର ଇମୋଶନ୍ କୁ ଭୁକ୍ଷେପ କରନ୍ତି ନାହିଁ , ଏମାନଙ୍କ ହରକତ ଅନ୍ୟଙ୍କ ଉପରେ କଣ ପ୍ରଭାବ ପକାଇବ , ଏମାନଙ୍କୁ କିଛି ଯାଏ ଆସେ ନାହିଁ , ଏମାନେ ସବୁବେଳେ ଫାଇଦା ଖୋଜନ୍ତି , ଏମାନଙ୍କ ମତଲବି ନେଚର୍ ଯୋଗୁଁ ଲୋକେ ଏମାନଙ୍କ ଉପରେ ନାରାଜ୍ ରୁହନ୍ତି ।କିନ୍ତୁ ନିଜ ଲୋକ ପାଇଁ ଏମାନେ ଖୁବ ଭଲ
ଏହି ସବୁ କଥା ଏହି ନାଁ ବାଲା ଲୋକଙ୍କ ୭୫ ପ୍ରତିଶତ ଲୋକଙ୍କ ଉପରେ ଲାଗୁ ହୋଇଥାଏ , ହୋଇପାରେ କି ଏହି ନାଁର ଲୋକ ବାକି ୨୫ ପ୍ରତିଶତ ଲୋକ ମତଲବି ହୋଇନଥିବେ ।