October 22, 2024

Odia Express

Leading Odia News Portal of Odisha

ନୂଆ ଓଡ଼ିଆ ମଜାଦାର ପଜଲ – ଆପଣଙ୍କ ସାମ୍ନାରେ ଏକ ଫ୍ୟାନର ଚିତ୍ର ଦିଆ ଯାଇଛି ଆଉ ତା ସହ ଯୁକ୍ତ କରି ଆପଣଙ୍କ ସାମ୍ନାରେ ଅକ୍ଷର ‘ଟା’ ଲେଖା ଯାଇଛି।ଆପଣଙ୍କୁ ତାହା ଦେଖି ଏକ କୋଲଡ ଡ୍ରିଙ୍କର ନାମ କହିବାର ଅଛି – ବୁଦ୍ଧିମାନ ଲୋକ ଉତ୍ତର ଦିୟନ୍ତୁ

ଆଜି ଆମେ ଆପଣ ମାନଙ୍କ ପାଖରେ କିଛି ଇଣ୍ଟରେଷ୍ଟିଙ୍ଗ ପଯଲ ଆଣିଛୁ ଯାହାକୁ ଦେଖି ସାରିବା ପରେ ଆପଣ ମାନଙ୍କୁ ଏହାର ଜବାବ ମାତ୍ର ୧୦ ସେକେଣ୍ଡ ଭିତରେ ଦେବାର ଅଛି।ଯଦି ଆପଣ ଏହା କରିବାରେ ସଫଳ ହେଇ ଯାଉଛି ତାହେଲେ ଆପଣ ବହୁତ ବୁଦ୍ଧିମାନ ଅଟନ୍ତି।ଆପଣଙ୍କୁ ଏହା ବୁଦ୍ଧିମାନ କରିଥାଏ ତ ଚାଲନ୍ତୁ ଆମେ ଆମ ପଜଲ ଆରମ୍ଭ କରିବା।

୧:-ଆପଣଙ୍କ ସାମ୍ନାରେ ଏକ ପଜଲ ଦିଆ ଯାଇଛି ଯାହା ଭିତରେ ଆପଣଙ୍କର ଏକ ବେଲର ଚିତ୍ର ଅଛି ଆଉ ତାହା ସହ ଯୁକ୍ତ କରି ଏକ ଅଠା ଦବାର ଚିତ୍ର ଅଛି।ଆପଣଙ୍କୁ ଏହା ଦେଖି ଏକ ସହରର ନାମ କହିବାର ଅଛି।

ଉ:-ବେଲଗମ, ବେଲ ସହିତ ଅଠା ଯାହାକୁ ଇଂରାଜୀରେ ଗମ କୁହନ୍ତି। ତେଣୁ ଉତ୍ତର ବେଲଗମ।

୨:-ଏହି ପଜଲରେ ଆପଣଙ୍କ ସାମ୍ନାରେ ଏକ ହାତର ଚିତ୍ର ଦିଆ ଯାଇଛି ଯାହା ଆପଣଙ୍କୁ ପାଞ୍ଚଟି ଆଙ୍ଗୁଳିର ଇଶାରା କରୁଛି ଆଉ ତାହା ସହ ଯୁକ୍ତ କରି ଏକ ତାରାର ଚିତ୍ର ଦିଆ ଯାଇଛି।ଆପଣଙ୍କୁ ଏହା ଦେଖି ଏକ ଚକଲେଟର ନାମ କହିବାର ଅଛି।

ଉ:-ଫାଇବ ଷ୍ଟାର, ପାଞ୍ଚ କୁ ଇଂରାଜୀରେ ଫାଇଭ ଆଉ ତାରାକୁ ଇଂରାଜୀରେ ଷ୍ଟାର କୁହନ୍ତି ତ ଉତ୍ତର ଫାଇଭ ଷ୍ଟାର।

୩:-ତୃତୀୟ ପଜଲରେ ଆପଣଙ୍କ ସାମ୍ନାରେ ଏକ ଫ୍ୟାନର ଚିତ୍ର ଦିଆ ଯାଇଛି ଆଉ ତା ସହ ଯୁକ୍ତ କରି ଆପଣଙ୍କ ସାମ୍ନାରେ ଅକ୍ଷର ‘ଟା’ ଲେଖା ଯାଇଛି।ଆପଣଙ୍କୁ ତାହା ଦେଖି ଏକ କୋଲଡ ଡ୍ରିଙ୍କର ନାମ କହିବାର ଅଛି।ତ ଆପଣ କୁହନ୍ତୁ।

ଉ:-ଏହାର ଉତ୍ତର ହେଉଛି ଫ୍ୟାଣ୍ଟା

୪:ଚତୁର୍ଥ ପଜଲରେ ଆପଣଙ୍କ ସାମ୍ନାରେ ଏକ ସୂର୍ଯ୍ୟର ଚିତ୍ର ଦିଆ ଯାଇଛି ଆଉ ତାହା ସହ ଯୁକ୍ତ କରି ଆପଣଙ୍କୁ ଏକ ଦୀପର ଚିତ୍ର ଦିଆ ଯାଇଛି।ଆପଣଙ୍କୁ ଏହା ଦେଖି ଏକ ପିଲାର ନାମ କହିବାର ଅଛି।ତ ଆପଣଙ୍କ ସମୟ ଆରମ୍ଭ ହେଉଛି ଏବେଠୁ।

ଉ:ଆପଣଙ୍କ ଉତ୍ତର ହେଉଛି ସନ୍ଦୀପ, ସୂର୍ଯ୍ୟ କୁ ଇଂରାଜି ରେ ସନ କୁହନ୍ତି ଆଉ ତାହା ସହ ଯୁକ୍ତ ଦୀପ, ତ ଉତ୍ତର ହେଲା ସନ୍ଦୀପ।

୫:ପଞ୍ଚମ ଚିତ୍ରରେ ଆପଣଙ୍କୁ ଏକ ହସୁଥିବା ଅର୍ଥାତ ଖୁସି ଥିବା ଇମୋଜି ଦିଆଯାଇଛି ଆଉ ତାହା ସହ ଯୁକ୍ତ କରି ଏକ ଜନ୍ମଦିନ କେକ ଦିଆ ଯାଇଛି।ଆପଣଙ୍କୁ ଏକ ଗୀତର ନାମ କହିବାର ଅଛି।

ଉ:ଆପଣଙ୍କ ଉତ୍ତର ହେଉଛି ହ୍ୟାପି ବାର୍ଥଡେ ଟୁ ୟୁ। ହସୁଥିବା ଇମୋଜି ଅର୍ଥାତ ହ୍ୟାପି ଥିବା ଇମୋଜି ଆଉ ତା ସହ ବାର୍ଥଡେ କେକ ଅର୍ଥାତ ବାର୍ଥ ଡେ।

୬:- ଏହି ପଜଲରେ ଆପଣଙ୍କ ପାଖରେ ପାଦର ଚିତ୍ର ଦିଆଯାଇଛି ଆଉ ତାହା ସହ ଯୁକ୍ତ କରି ଦୁଇଟି ବଲର ଚିତ୍ର ଦିଆଯାଇଛି।ଆପଣଙ୍କୁ ଏକ ଶବ୍ଦର ନାମ କହିବାର ଅଛି।

ଉ:-ଆପଣଙ୍କ ଉତ୍ତର ହେଉଛି ଫୁଟବଲ

୭:-ଏହି ପଜଲରେ ଆପଣଙ୍କ ସାମ୍ନାରେ ଏକ ଚାବିର ଚିତ୍ର ଦିଆଯାଇଛି ଆଉ ତାହା ସହ ଜଣେ ଦୌଡୁଥିବା ଲୋକର ଚିତ୍ର ଦିଆଯାଇଛି।ଆପଣଙ୍କୁ ଜଣେ ଝିଅର ନାମ କହିବାର ଅଛି।

ଉ:- ଉତ୍ତର ହେଉଛି କିରନ

Leave a Reply

Your email address will not be published. Required fields are marked *