October 22, 2024

Odia Express

Leading Odia News Portal of Odisha

ଆଜିଠାରୁ ବଦଳିଯିବ ମିଥୁନ ରାଶିର ଭାଗ୍ୟ – ଆଗାମୀ ଦିନରେ ଆସିବ ଖୁସି ପରେ ଖୁସି ଖବର..

ଆଜିର ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ମିଥୁନ ରାଶିର ରାଶିଫଳ ବିଷୟରେ ଜଣାଇବୁ।ଆଜି ଆପଣଙ୍କୁ ନିଜ ମାଲିକ ଏବଂ କୌଣସି ବଡ଼ ଅଧିକାରୀଙ୍କ ସହିତ ବଡ଼ ଯାତ୍ରା କରିବାର ସୁଯୋଗ ଅଛି।ଏହି ଯାତ୍ରା ଆପଣଙ୍କ ପାଇଁ ଭଲ ଭାଗ୍ୟର ପ୍ରତୀକ ଅଟେ।ଏବଂ ଆପଣଙ୍କ ନକ୍ଷେତ୍ର ଅନୁସାରେ ବହୁତ ଜଲଦି କୌଣସି ବଡ଼ ସଫାଳତା ଆପଣଙ୍କ ନିକଟକୁ ଆସିବାକୁ ଯାଉଛି। ଆପଣ ନିଜ ମୂଲ୍ୟବାନ ଜିନିଷର ଧ୍ୟାନ ରଖନ୍ତୁ।ହାନି ହେବାର ସମ୍ଭାବନା ଅଛି।ଆପଣ ନିଜର ବ୍ୟକ୍ତିତ୍ୱ ଏବଂ ଉତ୍ସାହ ସହିତ ନିଜ ଆଖ ପାଖ ବ୍ୟକ୍ତିଙ୍କ ହୃଦୟ ଜିତିପାରିବେ।କୌଣସି ସାମାଜିକ ସଭା କିମ୍ବା ସମାରୋହ ଆଜି ଆପଣଙ୍କ ନକ୍ଷେତ୍ରରେ ଅଛି।ଆପଣଙ୍କ ନିଜ ଜୀବନ ସାଥି ସହିତ ପ୍ରେମ ସମ୍ପର୍କ ବହୁତ ଭଲ ରହିବ।ଆପଣ ଏହା ମନେରଖନ୍ତୁ।କଷ୍ଟ ସଫଳତାର ସିଡ଼ି ଅଟେ।ଏଥିପାଇଁ କଷ୍ଟକୁ ଭୟ ନକରି ଆପଣ ଆଗକୁ ବଢ଼ନ୍ତୁ।

ନୂଆ ସମ୍ବନ୍ଧ ବନିବାର ମଧ୍ୟ ଯୋଗ ଅଛି କାରଣ କୌଣସି ବ୍ୟକକ୍ତି ଆପଣଙ୍କ ନିକଟତର ହେବାକୁ ଯାଉଛି।ଏକ ଗୋଲାପଫୁଲ କିମ୍ବା ଚକଲେଟ ଆପଣଙ୍କ ପ୍ରେମର ମିଠାପଣ ଆହୁରି ଅଧିକ କରିଦେବ।ଆପଣ ନିଜ ସାଙ୍ଗମାନଙ୍କୁ ସାହାଯ୍ୟ ମଧ୍ୟ କରିବେ।

ଆପଣ ଛୋଟ ଛୋଟ କଥାରେ କ୍ରୋଧିତ ହୋଇପାରନ୍ତି।ଏବଂ ଆପଣଙ୍କ ମୁଡ଼ ଖରପ ରହିପାରେ।ଆପଣ ନିଜ କାମର ଗତିବିଧି ଚାକିରୀ ଏବଂ କାର୍ୟ୍ଯକଳାପ ଉପରେ ନଜର ରଖନ୍ତୁ।ଆପଣଙ୍କ ପାରିବାରିକ ବ୍ୟବସ୍ଥା ଏବଂ ତାଳମେଳ ଉଚିତ ରହିବ।ଭାଇ ଏବଂ ଭଉଣୀ ସହିତ ମଧ୍ୟ ସମ୍ପର୍କରେ ମଧୁରତା ଆସିବ।ପରିବାର ବ୍ୟକ୍ତିଙ୍କ ପାଇଁ ଉପହାର ଆଣିବା ସେମାନଙ୍କୁ ଖୁସି ପ୍ରଦାନ କରିବ।

ଆପଣଙ୍କ ସ୍ୱାସ୍ଥ୍ୟ ନରମ ରହିବ।ଏହା ଆପଣଙ୍କ ଖାମଖିଆଲି ପାଇଁ ହେବ ଆପଣ କିଛି ସମୟ ଏକାନ୍ତ କିମ୍ବା କୌଣସି ଆଧ୍ୟାତ୍ମିକ ସ୍ଥାନରେ କିଛି ସମୟ ନିଶ୍ଚିତ ବିତାନ୍ତୁ।ଆଜି ପାଇଁ ଆପଣଙ୍କର ଭାଗ୍ୟଶାଳୀ ରଙ୍ଗ ରହିବ ସବୁଜ।ଆଜିପାଇଁ ଆପଣଙ୍କର ଭାଗ୍ୟଶାଳୀ ଅଙ୍କ ହେଉଛି ୮।

ଏବେ ଆସନ୍ତୁ ଜାଣିବା ଏହି ସପ୍ତାହ ଆପଣଙ୍କ ପାଇଁ କିପରି ରହିବ।ଏହି ସପ୍ତାହ ଆପଣଙ୍କ ପାଇଁ ନିଜ ଉପରେ ବିରୁଦ୍ଧାତ୍ମକ ଚିନ୍ତା ଆଣିପାରେ।ଏହାପାଇଁ ଆପଣଙ୍କ ଆତ୍ମସ୍ନମାନ ଏବଂ ଛବି ଉପରେ ନକରାତ୍ମକ ପ୍ରଭାବ ପଡିପାରେ।ଏଥିପାଇଁ ଆପଣଙ୍କ ସମ୍ପର୍କ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ।ଆପଣ ନିଜ କୌଶଳର ଉପଯୋଗ ନିଜ ଦାଇତ୍ୱ ପୂରଣ କରିବା ପାଇଁ କରିପାରିବେ।

ସପ୍ତାହର ପ୍ରଥମ ଭାଗରେ ଆପଣଙ୍କ ମାନସିକ ସ୍ଥିତି ପ୍ରସନତା ଏବଂ ଘରୋଇ ମାମଲା ପାଇଁ ଅନୁକୂଳ ହେବନାହିଁ।ଆପଣଙ୍କୁ ନିଜ ଘରର ଚିନ୍ତା ରହିବ।ଆପଣ ନିଜ କାମରେ ଧ୍ୟାନ କେନ୍ଦ୍ରିତ କରିପାରିବେ ନାହିଁ।ଅଧିକ ଖର୍ଚ୍ଚ ମଧ୍ୟ ଆପଣଙ୍କ ଚିନ୍ତା ବଢାଇବ।ଏବଂ ପିଲାଙ୍କ ଚିନ୍ତା ମଧ୍ୟ ଆପଣଙ୍କ ପାଖରେ ରହିବ।

ଏହାପରେ ସପ୍ତାହର ପରବର୍ତ୍ତୀ ଭାଗରେ ଆପଣଙ୍କୁ ସନ୍ତାନଙ୍କ ଚିନ୍ତାରୁ ଉପଶମ ମିଳିବ।ଆପଣ ଏହି ସମୟରେ ବଡ଼ ଯୋଜନାରେ କାମ ଆରମ୍ଭ କରନ୍ତୁ।ଆପଣଙ୍କ ନିବେଶ ଏହି ସମୟରେ ସ୍ଥଗିତ କରନ୍ତୁ।ଅଧିକ ଖର୍ଚ୍ଚ କାରଣରୁ ଚିନ୍ତା ହୋଇପାରେ।କିନ୍ତୁ ଆପଣ ସବୁ ସମସ୍ୟାର ସମାଧାନ କରିବାରେ ସଫଳ ରହିବେ।କୌଣସି ମନପସନ୍ଦ ସ୍ଥାନର ଯାତ୍ରାରେ ଆପଣଙ୍କ ମନ ଖୁସି ରହିବ।କାମର ଅତିରିକ୍ତ ବ୍ୟସ୍ତ ରହିବା ଆପଣଙ୍କ ପ୍ରିୟଜନଙ୍କୁ ଆପଣଙ୍କ ଦୁଧଠରୁ ଦୂରରେ ରଖିପାରେ।

Leave a Reply

Your email address will not be published. Required fields are marked *