ଏହି ସ୍ଵାକ୍ଷର କେଉଁ ରଙ୍ଗର ଅଟେ କୁହନ୍ତୁ ଏବଂ ଜାଣନ୍ତୁ କେତେ ପ୍ରାକ୍ଟିକାଲ ଏବଂ କଳ୍ପନାଶୀଳ ଅଟନ୍ତି ଆପଣ..
ଆଜି ଆମେ ଆପଣଙ୍କ ପାଇଁ ଏକ ମଜାଦାର ଟେଷ୍ଟ ଆଣିଅଛୁ।ଚାଲନ୍ତୁ ଜାଣିବା ଏହା ବିଷୟରେ।ସାଙ୍ଗମାନେ ଅପ୍ଟିକାଲ ଇଲ୍ୟୁଜନ ଟେଷ୍ଟ ଆପଣଙ୍କ ପାଇଁ ମଜାଦାର ତ ସାବ୍ୟସ୍ତ ହୋଇଥାଏ ଏବଂ ଏହା ସହିତ ବହୁତ ଥର ଆପଣଙ୍କୁ ନିଜ ବିଷୟରେ ସେହି କଥା ସବୁ ଜଣା ପଡ଼ିଥାଏ ଯାହା ଠାରୁ ଆପଣ ଅଜଣା ଥିଲେ।
ଆପଣଙ୍କ ସାମ୍ନାରେ ଦିଆଯାଇଥିବା ଚିତ୍ର ମଧ୍ୟ କିଛି ଏହିପରି ମଜାଦାର ଜିନିଷ ଦେବାକୁ ଯାଉଛି ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ତ ନିଶ୍ଚୟ ହେବେ।ଏହି ଚିତ୍ର ବହୁତ ସରଳ ତ ନିଶ୍ଚୟ ଦେଖାଯାଉଥିବ କିନ୍ତୁ ଆପଣ ବିଶ୍ୱାସ କରିବେନି କି ଏହାର ଟେଷ୍ଟରେ ବି ବହୁତ ଲୋକ ବିଫଳ ହୋଇଥାନ୍ତି।ଆପଣଙ୍କୁ କିଛି କରିବାର ନାହିଁ କେବେଳ ଏହି ଚିତ୍ରରେ ଉପସ୍ଥିତ ବକ୍ସର ବାସ୍ତବିକ ରଙ୍ଗ କହିବାର ଅଛି।ଏହା ସମ୍ଭବ କି ପ୍ରଥମ ନଜରରେ ଏଆହ ଆପଣଙ୍କୁ ବହୁତ ସହଜ ଲାଗିପାରେ କିନ୍ତୁ ଯେବେ ଆପଣ ଏହା ଉପରେ ଦ୍ୱିତୀୟ ନଜର ପକେଇବେ ତେବେ ଏହି ବକ୍ସ ନିଜର ରଙ୍ଗ ବଦଳାଇ ଦେଇଥାଏ।ଏହି ଟେଷ୍ଟ ବହୁତ ସମୟରୁ ଇଣ୍ଟରନେଟରେ ଟ୍ରେଣ୍ଡ କରି ଆସୁଅଛି ଏବଂ ଏହାସହିତ ଲୋକମାନଙ୍କୁ କନଫ୍ୟୁଜ ମଧ୍ୟ।ତ ଏବେ ଆପଣ ମଧ୍ୟ କୁହନ୍ତୁ କି ଆପଣଙ୍କ ଅନୁସାରେ ଏହି ବକ୍ସର ରଙ୍ଗ କଣ ଏବଂ ଆମେ ଆପଣଙ୍କୁ କହିବୁ ଆପଣଙ୍କ ଦୃଷ୍ଟିକୋଣ ବିଷୟରେ ଏକ ଖାସ କଥା।
ପ୍ରଥମ ବିକଳ୍ପ:-ଯଦି ଆପଣ ଅପ୍ସନ A କୁ ବାଛିଛନ୍ତି ତାହେଲେ ଆପଣଙ୍କ ଭିତରେ ଏକ ପରଫେକ୍ସନିଷ୍ଟ ଲୁଚି ରହିଅଛି।ଆପଣଙ୍କ ନଜର ବହୁତ ତୀକ୍ଷ୍ଣ ଏବଂ ଲମ୍ବା ଅଟେ ଯାହା ପ୍ରତ୍ୟେକ ବସ୍ତୁର ଗଭୀରକୁ ଯାଇଥାଏ।ଆପଣ ହାରିବା ନାମକୁ ବହୁତ ଘୃଣା କରିଥାନ୍ତି।ଏଥିପାଇଁ ନିଜ ଉଦ୍ଦେଶ୍ୟକୁ ପ୍ରାପ୍ତ କରିବା ପାଇଁ କିଛି ବି କରିପାରନ୍ତି।ଆପଣ ନିଜ ଭୁଲ କାରଣରୁ ହାରିବା ପସନ୍ଦ କରନ୍ତି ନାହିଁ।
ଦ୍ୱିତୀୟ ବିକଳ୍ପ:-ଯଦି ଆପଣଙ୍କ ଉତ୍ତର ଅପ୍ସନ B ଅଟେ ତହେଲେ ଏହା ଦର୍ଶାଇଥାଏ କି ଆପଣ ଦୁନିଆକୁ ବହୁତ ବ୍ୟବହାରିକ ରୂପରେ ଦେଖିଥାନ୍ତି।ଆପଣ ଚିତ୍ରକୁ କେବେଳ ଚିତ୍ର ରୂପରେ ହି ଦେଖିଥାନ୍ତି ନାକି ସେଥିରେ କିଛି ଲୁଚି ରହିଛି ସେଥିପାଇଁ।ଆପଣ ନିଜ ଉପରେ କେବେବି ଭାବନାକୁ ହାବି ହେବାକୁ ଦିଅନ୍ତି ନାହିଁ।
ତୃତୀୟ ବିକଳ୍ପ:-ଯଦି ଆପଣ ଅପ୍ସନ C ବାଛିଛନ୍ତି ତାହେଲେ ଏହା ଏହି କଥାକୁ ଦର୍ଶାଇଥାଏ କି ଆପଣଙ୍କ କଳ୍ପନା ଶକ୍ତି ବହୁତ ଭଲ ହୋଇଥାଏ।
ଆପଣ ପ୍ରତ୍ୟେକ ଜିନିଷର ମୂଳ ପର୍ଯ୍ୟନ୍ତ ଯାଇଥାନ୍ତି ଯାହାକୁ ବହୁତଥର ଲୋକ ଦେଖିବାକୁ ବି ପସନ୍ଦ କରନ୍ତି ନାହିଁ।କିଛି ଭଲ କରିବା ପାଇଁ ଆପଣ ଠିକ କିମ୍ବା ଭୁଲର କଥା କିଛି ଶୁଣନ୍ତି ନାହିଁ।