December 23, 2024

Odia Express

Leading Odia News Portal of Odisha

ଶୁକ୍ରବାରଦିନ ନିଜ ପତ୍ନୀଙ୍କୁ ଦିଅନ୍ତୁ ଏହି ୪ ଜିନିଷ ମଧ୍ୟରୁ ଏକ ଜିନିଷ – ମହାଲକ୍ଷ୍ମୀ ପ୍ରସନ୍ନ ହୋଇ ଦେଇଥାନ୍ତି ବରଦାନ

ନମସ୍କାର ସାଙ୍ଗମାନେ।ଆଜି ଆମେ ଏହି ଆର୍ଟିକିଲରେ ଆପଣଙ୍କୁ କିଛି ବିଶେଷ ତଥ୍ୟ ସମ୍ବନ୍ଧରେ ଜଣାଇବୁ।ବନ୍ଧୁଗଣ ହିନ୍ଦୁଧର୍ମ ଅନୁସାରେ ଶୁକ୍ରବାର ଦିନ ବିବାହିତ ମହିଳା ମାନେ ମାତା ଲକ୍ଷ୍ମୀଙ୍କ ପୂଜା କରିଥାନ୍ତି।ଏହା କରିବାଦ୍ୱାରା ଘରେ ଟଙ୍କାର ସମସ୍ୟା ସମାପ୍ତ ହୋଇଥାଏ।ଏବଂ ସୁଖ ଶାନ୍ତିର ବିସ୍ତାର ହୋଇଥାଏ।ଧାର୍ମିକ ଶାସ୍ତ୍ର ଅନୁସାରେ ଦେବୀ ଲକ୍ଷ୍ମୀଙ୍କ ବୋହୁତ ରୂପ ମଧ୍ୟରୁ ଏକ ରୂପ ହେଉଛି ଗୃହ ଲକ୍ଷ୍ମୀଙ୍କର।ଏହି ରୂପରେ ଦେବୀ ପ୍ରତ୍ୟକ ଘରେ ନିବାସ କରିଥାନ୍ତି।ଏବଂ ଘରକୁ ଆସିଥିବା ବୋହୁ କିମ୍ବା ପତ୍ନୀଙ୍କୁ ହିନ୍ଦୁ ଧର୍ମରେ ଗୃହ ଲକ୍ଷ୍ମୀ ମନାଯାଇଥାଏ।ଏହା କୁହାଯାଇଛିଯେ ଯେଉଁ ଘରେ ଗ୍ରୁଜ ଲଷ୍ମୀ ସର୍ବଦା ପ୍ରସନ ଏବଂ ସୁଖରେ ରହିଥାନ୍ତି ସେହି ଘରେ ଦେବୀ ଲକ୍ଷ୍ମୀଙ୍କ କୃପା ସଦୟିବ ରହିଥାଏ।ଦେବୀ ଲକ୍ଷ୍ମୀଙ୍କୁ ଖୁସି କରିବାପାଇଁ ଆପଣଙ୍କୁ ବେଶି କିଛି କରିବାର ଆବଶ୍ୟକତା ନଥାଏ।

ନିଜ ପତ୍ନୀଙ୍କୁ ସମୟ ସୟରେ ଚାରି ଗ୍ରହର ଭଲ ଉପହାର ଦେବାଦ୍ୱାରା ଦେବୀ ଲକ୍ଷ୍ମୀ ଖୁସି ହୋଇଥାଆନ୍ତି।ଏବଂ ଘର ଉପରେ ନିଜର କୃପା ବନାଇ ରଖିଥାନ୍ତି।ତେବେ ଆସନ୍ତୁ ଏହି ଉପହାର ବିଷୟରେ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ସମ୍ପୂର୍ଣ୍ଣ ପଢନ୍ତୁ

ପ୍ରଥମ:- କପଡା ଭେଟ କରନ୍ତୁ।ଶାସ୍ତ୍ର ଏବଂ ପୁରାଣରେ କୁହାଯାଇଛି ଯେଉଁ ଘରେ ଗୃହ ଲକ୍ଷ୍ମୀ ପ୍ରସନ ରହିଥାନ୍ତି।ସେହି ଘରେ ଦେବୀ ଲକ୍ଷ୍ମୀ ସର୍ବଦା ନିଜ କୃପା ଦୃଷ୍ଟି ରଖିଥାନ୍ତି।ଏବଂ ଧନ ଲାଭରେ କୌଣସି ଅସୁବିଧା ହୋଇନଥାଏ।କିନ୍ତୁ ଯେଉଁ ଘରେ ଗୃହ ଲକ୍ଷ୍ମୀ ଖୁସି ରାହୀନଥାନ୍ତି।ସେଠାରେ ଧନ ଲାଭର ଅସବୁବିଧା ଏବଂ କଠିନତା ଆସିଥାଏ।ଏଥିପାଇଁ ଗ୍ରୁହ ଲଷ୍ମୀ ଏବଂ ପତ୍ନୀଙ୍କୁ ସମୟ ସମୟରେ ବସ୍ତ୍ର ଭେଟ କରିବା ଉଚିତ।ଗୃହ ଲକ୍ଷ୍ମୀଙ୍କ ସହିତ ଭଉଣୀ, ମାତା କିମ୍ବା ଅନ୍ୟ ସଦସ୍ୟଙ୍କୁ ମଧ୍ୟ ବସ୍ତ୍ର ଦେବା ଶୁଭ ମନାଯାଇଥାଏ।

ଦ୍ୱିତୀୟ:- ଜ୍ଵଏଲରି ଉପହାରରେ ଦିଅନ୍ତୁ।ସାଙ୍ଗମାନେ ଅଭୁଷଣ ବିନା ଦେବୀଙ୍କ ପୂଜା ସମ୍ପର୍ଣ୍ଣ ହୋଇନଥାଏ ଏଥିପାଇଁ ଦେବୀଙ୍କ ପୂଜାରେ ଆଭୂଷଣ ନିଶ୍ଚିତ ଚଢା ଯାଇଥାଏ।ଏହି ଅଭୂଷଣ ଗୃହ ଲକ୍ଷ୍ମୀଙ୍କୁ ମଧ୍ୟ ବହୁତ ଖୁସି କରାଇଥାଏ।ତେବେ ସମୟ ସମୟରେ ଛୋଟ ମୋଟ ହେଲେ ମଧ୍ୟ ଅଭୂଷଣ ଉପହାରରେ ଦେବା ଉଚିତ।ଅଭୂଷଣରେ ସଜ୍ଜିତ ଗୃହଲକ୍ଷ୍ମୀ ଗୃହର ସମ୍ପୂର୍ଣ୍ଣତାକୁ ଦର୍ଶାଇଥାଏ।ଏଥିପାଇଁ ଶାସ୍ତ୍ରରେ କୁହାଯାଇଛି ଗୃହ ଲକ୍ଷ୍ମୀଙ୍କୁ ଅଭୂଷଣ ଏବଂ ସୁନ୍ଦର ବସ୍ତ୍ରରେ ପୂର୍ଣ୍ଣ ହେବା ଉଚିତ।

ତୃତୀୟ:- ସୁହାଗର ସାମଗ୍ରୀ।ସାଙ୍ଗମାନେ ସୁହାଗର ଜିନିଷ ଯେପରିକି ସିନ୍ଦୁର, ବିନ୍ଦି, ଚୁଡି ଏସବୁ ଉପହାର ସ୍ୱରୂପ ଦେବାଦ୍ୱାରା ଶୋଭାଗ୍ୟ ବଢ଼ିଥାଏ।ଏହାଦ୍ୱାରା ଦେବୀ ଅତି ପ୍ରସନ ହୋଇଥାନ୍ତି।ଏଥିପାଇଁ ସମୟ ସମୟରେ ଏହାକୁ ମଧ୍ୟ ଉପହାର ସ୍ୱରୂପ ଦେବା ଆବଶ୍ୟକ।

ଚତୁର୍ଥ:- ସ୍ନମାନ ଏବଂ ମିଠାକଥା।ଗୃହଲକ୍ଷ୍ମୀଙ୍କ ପ୍ରସନତା ପାଇଁ ଏହିସବୁ ଉପହାର ବ୍ୟତୀତ ଅନ୍ୟ ଏକ ମହତ୍ୱପୂର୍ଣ ଉପହାର ଅଛି।ଯେଉଁଥିରେ କୌଣସି ଟଙ୍କା ଖର୍ଚ୍ଚକରିବାର ଆବଶ୍ୟକତା ନଥାଏ।ଏହି ଉପହାର ହେଉଛି ସ୍ନମାନ ଏବଂ ମିଠା କଥା।ଯଦି ଆପଣ ଏହି ଉପହାର ଦେଇଥାନ୍ତି ତେବେ ଆପଣଙ୍କ ଘରେ ପ୍ରେମ ଏବଂ ସୁଖ ସଦୟିବ ରହିଥାଏ ।ଏହି ସବୁ ଉପହାର ଗୃହଲକ୍ଷ୍ମୀଙ୍କୁ ଦେବାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ ହୋଇଥାଆନ୍ତି।ଘରେ ହୋଇଥାଏ ସୁଖ, ଶାନ୍ତିର ବାସ।

Leave a Reply

Your email address will not be published. Required fields are marked *