ଏହିପରି ଦୂର କରନ୍ତୁ ନିଜର ସବୁ ଦୁଃଖକୁ – ଘର ସଂସାର ବାସ୍ତୁଶାସ୍ତ୍ର – ଏହି ଉପାୟ କଲେ ଜୀନବନରେ ଦୁଃଖ ଶେଷ ହେଇଯିବ..
ଆମ ଏହି ଦୁନିଆରେ ବହୁତ ପ୍ରଜାତିର ଜୀବଜନ୍ତୁ ବାସ କରନ୍ତି ସେଥିମଧ୍ୟରୁ ମଣିଷ ଅନ୍ୟତମ ଜାତି ଅଟେ।ଆମ ଜୀବନରେ ସବୁବେଳେ ସୁଖ ଥିବ ସେଇଟା ଭାବିବ ସବୁଠୁ ବଡ ଭୁଲ ଆମ ଜୀବନ ଯେ ଗୋଟିଏ ଧାରାରେ ଚାଲିଥିବ ସେଇଟା ବି ଭାବିବ ଗୋଟେ ବଡ଼ ଭୁଲ।ଏହି ଦୁନିଆରେ ୨ଟି ଜିନିଷ ସତ୍ୟ ସବୁବେଳେ ହୋଇଥାଏ।ଗୋଟିଏ ହେଉଛି ମୃତ୍ୟୁ ଓ ଅନ୍ୟ ଟି ହେଉଛି ଜନ୍ମ।ଗୋଟେ ମଣିଷ ଜନ୍ମ ନେବା ପରେ ତାର କାର୍ଯ୍ୟ ସାରି ମରିଯାଇଥାଏ।ସେହିପରି ଭାବରେ ସେ ପୁନର୍ବାର ମରିବା ପରେ ପୁଣି ଥରେ ଜନ୍ମ ହୋଇଥାଏ।ଜନ୍ମ ମରଣ ଏହି ୨ଟି ଏକାନ୍ତ ସତ୍ୟ ଅଟେ।ଆଜି ଆମେ ଆଲୋଚନା କରିବାକୁ ଯାଉଛନ୍ତି ଯେ କିପରି ଭାବରେ ଆପଣ ଆପଣଙ୍କ ଦୁଃଖକୁ ଚିରଦିନ ପାଇଁ ଖତମ କରିପାରିବେ।ଏହା ସହ ଆପଣ କିଛି ମାତ୍ରାରେ ନିଜର ଯନ୍ତ୍ରଣାକୁ କିଛି ପରିମାଣରେ ଲାଘବ କରିପାରିବେ।
ଜ୍ଞାନ ଓ ଦୃଷ୍ଟି:-ଆଜିକା ଯୁଗରେ ଆମେ ସୂଚନା ପ୍ରସାରଣକୁ ଅଧିକ ଉପଯୋଗୀ ବୋଲି ଭାବୁଛନ୍ତି କିନ୍ତୁ କେତେକ କ୍ଷେତ୍ରରେ ଏହା ଆମ ଉପରେ ଭାରି ପଡିଯାଇପରେ।ଜୀବନରେ ଆମକୁ ବହୁତ ପ୍ରକାର ବାଧା ଆସିଥାଏ।ଏଥିରୁ ବର୍ତ୍ତିବା ପାଇଁ ଆମକୁ ବହୁତ କିଛି ଉପାୟ ଭାବିବାକୁ ପଡିଥାଏ।ଯଦି ଆପଣ ଏହିସବୁ ବିଷୟରେ ଜାଣିଥାନ୍ତି ଓ ଏହା ଉପରେ ଆପଣଙ୍କ ଜ୍ଞାନ ରହିଥାଏ ତାହେଲେ ଏଥିରୁ ବର୍ତ୍ତି ଆଗକୁ ବଢିବ ଆପଣଙ୍କ ପାଇଁ ବହୁତ ସହଜ ହୋଇଯାଏ।
ନିଜ ଜୀବନକୁ ବଦଳାନ୍ତୁ:-ଯଦି ଆପଣ କିଛି ଜୀବନରେ ଭଲ କରିବାକୁ ଯାଉଛନ୍ତି ତାହେଲେ ଆପଣଙ୍କ ଆଗରେ ବହୁତ ସମସ୍ୟା ଓ ବାଧା ଆସିଥାଏ।ଉଦାହରଣ ଭାବେ ଯଦି ଆପଣ କେବେ ଜିମଖାନା ଯାଉଛନ୍ତି ତାହେଲେ ଆପଣଙ୍କୁ ପ୍ରଥମେ ଏହା ବହୁତ କଷ୍ଟ ଲାଗିପାରେ କିନ୍ତୁ ଏହା ଆପଣଙ୍କ ଶରୀର ପାଇଁ ବହୁତ ଭଲ ହୋଇଥାଏ।ଆପଣ ଧରନ୍ତୁ ଯଦି ମଦ ପିଉଛନ୍ତି ନଚେତ ସିଗାରେଟ ପିଉଛନ୍ତି ଏହାକୁ ଛାଡି ନାଚିବା ଓ ଗୀତ ଶିଖିବା ଆପଣଙ୍କ ପକ୍ଷରେ ବହୁତ କଷ୍ଟକର ହୋଇଥାଏ କିନ୍ତୁ ଏହା ନିଜ ଶରୀର ପାଇଁ ବହୁତ ଭଲ ଓ ଉପଯୋଗୀ ହୋଇଥାଏ।
ଉପଭୋଗ କରିବା:-ଯଦି ଆପଣ କିଛି ଉପଭୋଗ କରୁଛନ୍ତି ତାହେଲେ ଆପଣ ଏହାକୁ ଦୁଇ ପ୍ରକାରରେ ଉପଭୋଗ କରୁଥିବେ ଏହା ହେଉଛି ଅଧିକ ଉପଭୋଗ ନଚେତ କମ ଉପଭୋଗ।ଯଦି ଆପଣ ଖାଇବା ଖାଉଛନ୍ତି ହୁଏ ତ ଆପଣ ଅଧିକ ଖାଇପାରିବେ ନଚେତ ଆପଣ କାମ ମଧ୍ୟ ଖାଇପାରିବେ।ତେଣୁ ଏଥିରୁ ଗୋଟେ ଜିନିଷ ଆପଣଙ୍କୁ କରିବାକୁ ହେବ କି ଯେତିକି ଦରକାର ସେତିକି ଉପଭୋଗ କଲେ ଆମକୁ ନିଜର ଭବିଷ୍ୟତରେ ଏତେ ସମସ୍ୟା ଦେଖାଯିବ ନାହିଁ।
ଧର୍ଯ୍ୟ ଓ ଦୃଢତା:-ଯଦି ଅପଣଙ୍କ ଜୀବନରେ ଧର୍ଯ୍ୟ ନାହିଁ ତାହେଲେ ଆପଣ କିଛି ବି ହାସଲ କରିପାରିବେ ନାହିଁ।ଧରନ୍ତୁ ଯଦି ଆପଣଙ୍କ ପାଖରେ ଏପରି ଶକ୍ତି ଥାନ୍ତା ନଚେତ ଏହିପରି ହୁଅନ୍ତା କି ଯାହା ଅପଣଙ୍କ ମୁଣ୍ଡକୁ ଆସିବ ଆପଣ ତାହା କରିପାରିବେ ଏହିପରି ହେଲେ ଜୀବନର କିଛି ଉଦେଶ୍ୟ ରୁହନ୍ତା ନାହିଁ।
ନିଷ୍କାସନ:-ଧରନ୍ତୁ ଆପଣଙ୍କ ଜୀବନରେ ଏହିପରି କିଛି ସମସ୍ୟା ଆସୁଛି ଯାହାକୁ ଆପଣଙ୍କୁ ଛାଡିବାକୁ ହି ପଡିବ ଏହି ସମୟରେ ଆପଣଙ୍କୁ କିଛି କଠିନ ନିଷ୍ପତ୍ତି ନବାକୁ ପଡିପାରେ କିନ୍ତୁ ମନେରଖନ୍ତୁ ଏହି କଠିନ ନିଷ୍ପତ୍ତି ଆପଣଙ୍କ ଜୀବନରେ ବହୁତ ବଡ ପ୍ରଭାବ ପକାଇଥାଏ।