ରାତି ଏବଂ ଦିନରେ ଜନ୍ମିଥିବା ଲୋକ କିପରି ହୋଇଥାନ୍ତି ଜାଣନ୍ତୁ – ଆପଣଙ୍କ ଜନ୍ମ ସମୟ ହିସାବରେ ଏବେ ଜାଣିରଖନ୍ତୁ ଏହି କଥା..
ଆମେ ଆଜି ଆପଣଙ୍କ ପାଇଁ ଏକ ନୂଆ ବିଷୟ ନେଇକି ଆସିଛୁ।ଯାହାଦ୍ୱାରା ଆପଣ କିଛି ନୂଆ ଜିନିଷ ଜାଣିବାରେ ସମର୍ଥ ହେବେ।ନୂଆ ତଥ୍ୟ ତଥା ନୂଆ କଥାକୁ ନେଇ ଆମେ ଏହି ବିଷୟ ଆଣିଛୁ।ତେବେ ଅଧିକ ସମୟ ବିଳମ୍ବ ନ କରି ଚାଲନ୍ତୁ ଆରମ୍ଭ କରିବା ଆମର ବିଷୟବସ୍ତୁ ଏବଂ ଜାଣିବା କିଛି ନୂଆ ନୂଆ ତଥ୍ୟ ବିଷୟରେ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାତିରେ ଜନ୍ମ ନେଉଥିବା ଏବଂ ଦିନରେ ଜନ୍ମ ନେଉଥିବା ଲୋକଙ୍କ ଭିତରେ ବହୁତ ଅନ୍ତର ରହିଥାଏ।ରାତିରେ ଜନ୍ମିଥିବା ଲୋକ ଅଧିକ ରିସ୍କ ନିଅନ୍ତି ଏବଂ ଦିନରେ ଜନ୍ମିଥିବ ଲୋକ ନିଜ କାମ ପ୍ରତି ସଚ୍ଚୋଟ ହୋଇଥାନ୍ତି।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାଣନ୍ତୁ କି ରାତିରେ ଜନ୍ମିଥିବ ଏବଂ ଦିନରେ ଜନ୍ମିଥିବ ଲୋକଙ୍କ ସ୍ଵଭାଵ କିପରି ହୋଇଥାଏ।ଆର୍ଟିକିଲକୁ ଶେଷ ଯାଏ ପଢନ୍ତୁ ଏବଂ ଜାଣନ୍ତୁ ଏହା ବିଷୟରେ କିଛି ନୂଆ ନୂଆ ତଥ୍ୟ ବିଶେଷ।
ସବୁଠୁ ପ୍ରଥମେ ଜାଣିବା ଦିନରେ ଜନ୍ମିଥିବ ଲୋକଙ୍କ ସ୍ଵଭାଵ।ଯେଉଁଲୋକଙ୍କର ଜନ୍ମ ଦିନରେ ହୋଇଥାଏ ସେ ରାତିରେ ଜନ୍ମ ହୋଇଥିବା ଲୋକଙ୍କ ଅପେକ୍ଷା କମ ସାହସୀ ହୋଇଥାନ୍ତି।ଏମାନେ ବିପଦଜନକ କାମଠୁ ବଞ୍ଚନ୍ତି।ସ୍ୱାସ୍ଥ୍ୟ କ୍ଷେତ୍ରରେ ଦିନରେ ଜନ୍ମିଥିବା ଲୋକ ଭାଗ୍ୟସାଳି ହୋଇଥାନ୍ତି।ଏମାନଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।ଦିନରେ ଜନ୍ମିଥିବ ଲୋକ କୌଣସି କାମରେ ଆଳସୀ ହୁଅନ୍ତି ନାହିଁ।ସବୁ କାମ ସଚ୍ଚୋଟରେ କରିବା ପସନ୍ଦ କରନ୍ତି।ଏମାନେ ଭାବୁକ ହୋଇଥାନ୍ତି।ଅନ୍ୟର ସମସ୍ୟା ଦେଖିପାରନ୍ତି ନାହିଁ ଏବଂ ସାହାଯ୍ୟ ପାଇଁ ସବୁବେଳେ ଉପସ୍ଥିତ ଥାନ୍ତି।ରାତିରେ ଜନ୍ମିଥିବ ଲୋକଙ୍କ ଅପେକ୍ଷା ଏମାନଙ୍କ ଠାରେ ରାଗ ଟିକେ କମ ରହିଥାଏ।
ଏମାନଙ୍କ ରାଗ ଜଲଦି ଶାନ୍ତ ମଧ୍ୟ ହୋଇଯାଇଥାଏ।ଘରପରିବାର ଏବଂ ସମାଜରେ ଏମାନଙ୍କୁ ସମ୍ମାନ ମଧ୍ୟ ମିଳିଥାଏ।ନିଜ କର୍ମ ସହିତ ବେଳେ ବେଳେ ଭାଗ୍ୟ ଉପରେ ମଧ୍ୟ ଏମାନେ ଭରସା କରିନିଅନ୍ତି।ଜୀବନସାଥୀଙ୍କ ପ୍ରତି ଏମାନେ ଇମାନଦାର ଥାନ୍ତି ଏବଂ ସମସ୍ତଙ୍କର ଯତ୍ନ ମଧ୍ୟ ନେଇଥାନ୍ତି।
ଏବେ ଅସାନ୍ତୁ ଜାଣିବା ରାତିରେ ଜନ୍ମିଥିବା ଲୋକଙ୍କ ସ୍ଵଭାଵ।ରାତିରେ ଜନ୍ମିଥିବ ଲୋକଙ୍କ କୁଣ୍ଡଳୀରେ ବୃହସ୍ପତି ଏବଂ ରାହୁ ସବଳ ହୋଇଥାଏ।ଯେଉଁ କାରଣରୁ ଏମାନଙ୍କ ପାଖରେ ଧନର କମି ହୋଇନଥାଏ।ଏମାନଙ୍କ ସ୍ଵଭାଵ ଆଲୋଚକ ହୋଇଥାଏ ଏବଂ ଏଥିପାଇଁ ଏମାନେ କାହାର ବି ଆଲୋଚନା କରିବାକୁ ପଛାନ୍ତି ନାହିଁ।
ଏମାନଙ୍କ ସ୍ଵଭାଵ ଦୋସ୍ତାନା ହୋଇଥାଏ ଏଥିପାଇଁ ଏମାନେ ସାଙ୍ଗରେ ବନେଇବାରେ ମାହିର ହୋଇଥାନ୍ତି।ଏମାନଙ୍କଠାରେ ଅଧିକ ଆତ୍ମବିଶ୍ବାସ ରହିଥାଏ ସେହି କାରଣରୁ ଏମାନେ ସର୍ବଜନିକ ସ୍ଥାନରେ ନିଜ କଥା ଖୋଲିକରି କହିଥାନ୍ତି।ଏମାନେ ଅଧିକ କଳ୍ପନାଶୀଳ, ରଚନାତ୍ମକ ଏବଂ ସାହସୀ ହୋଇଥାନ୍ତି।ଏମାନେ ସମସ୍ୟାକୁ ଜଲଦି ଜାଣିନିଆନ୍ତି ଏବଂ ଶୀଘ୍ର ତାକୁ ନଷ୍ଟ କରିବାକୁ ଲାଗିଯାଆନ୍ତି।
ତ ସାନଅନେ ଏହାଥିଲା ଦିନରେ ଜନ୍ମିଥିବା ଏବଂ ରାତିରେ ଜନ୍ମିଥିବା ଲୋକଙ୍କ ସ୍ଵଭାଵ।କେମିତି ଲାଗିଲା ଆମକୁ ଜଣେଇବାକୁ ଭୁଲନ୍ତୁ ନାହିଁ। ଏହା ନିଜ ବନ୍ଧୁ ଏବଂ ପରିବାର ମଧ୍ୟରେ ନିଶ୍ଚୟ ସେୟାର କରନ୍ତୁ।