December 26, 2024

Odia Express

Leading Odia News Portal of Odisha

କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ – ଏହା ଦ୍ଵାରା ଯେଉଁ ଲାଭ ମିଳିବ ତାହା ଏକ କୋଟି ଟଙ୍କା ଖର୍ଚ୍ଚ କଲେ ମଧ୍ୟ ମିଳିବ ନାହିଁ

ନମସ୍କାର ବନ୍ଧୁଗଣ,ରୋଗୀ ଶରୀର ପାଇଁ ଶକ୍ତିର ଭଣ୍ଡାର ଅଟେ ଏହି ହଳଦୀ କ୍ଷୀର।ଯେବେବି ହଳଦୀ କ୍ଷୀରର କଥା ଆସିଥାଏ ତେବେ ସବୁବେଳେ ଆମର ମନରେ ଆମ ଜେଜେ ଓ ମାଙ୍କ କଥା ମନେପଡେ କାରଣ ଆମକୁ କ୍ଷତ ଲାଗିଲେ।,ଶରୀର କିମ୍ବା ତ୍ୱଚା ଉପରେ କିଛି ଅସୁବିଧା ହେଲେ ଆମକୁ ସେମାନେ ହଳଦୀ କ୍ଷୀରର ସେବନ କରିବାକୁ କୁହନ୍ତି।ଏହାକୁ ପିଇବା ଦ୍ଵାରା ଶରୀରରେ ବହୁତ ପରିବର୍ତ୍ତନ ଆସିଥାଏ।ହଳଦୀ ଖୀରର ଫାଇଦା ସମସ୍ତଙ୍କୁ ହୋଇଥାଏ।କିନ୍ତୁ ଯଦି ଆପଣ ଶିଶୁ କିମ୍ବା ଯୁବକ ଅଟନ୍ତି ତେବେ ଆପଣଙ୍କୁ ଏହି ହଳଦୀ କ୍ଷୀରର ସେବନ ନିଶ୍ଚିତ ଭାବରେ କରିବା ଦରକାର।ତେବେ ଚାଲନ୍ତୁ ଜାଣିବା କି ଶରୀରର ରୋଗକୁ ଶେଷ କରିବା ପାଇଁ ହଳଦୀ କ୍ଷୀରର ସେବନ ଆପଣଙ୍କୁ କିପରି ସେବନ କରିବାକୁ ହେବ।

ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରାୟ କଞ୍ଚା ହଳଦୀର ବ୍ୟବହାର କରନ୍ତି କିମ୍ବା ଏତେ ହଳଦୀ ନେଇ ଯାଆନ୍ତି ଏହି ପରି ଭୁଲ ସେମାନେ କରନ୍ତି।ଏହା କାରଣ ଅଟେ କି କିଛି ଲୋକଙ୍କୁ ହଳଦୀ କ୍ଷୀର ହଜମ ହୁଏ ନାହିଁ।ହଳଦୀ କମ କିମ୍ବା ଅଧିକ ନେବା ଦ୍ଵାରା ଆମ ଶରୀର ପାଇଁ ଏହା କ୍ଷତିକାରକ ହୋଇପାରେ।ତେଣୁ ଯେବେ ବି ଆପଣ ହଳଦୀ କ୍ଷୀର ପ୍ରସ୍ତୁତ କରିବେ ଆପଣ ଏକ ଗିଲାସ କ୍ଷୀରରେ ଚୁଟକିରେ ହଳଦୀ ପକାନ୍ତୁ।ଏବଂ ଆଜି ଆମେ ଏହି ଏକ ଗିଲାସ କ୍ଷୀରରେ ଚାରିଟି ଚୁଟକି ହଳଦୀ ପକାଇବା।ଏବଂ ଏହାକୁ ପ୍ରସ୍ତୁତ କରିବା।ସଂକ୍ରମଣ ଓ ରୋଗ କବଳରୁ ରକ୍ଷା କରିବା ପାଇଁ ହଳଦୀରେ କର୍କ୍ୟୁମିନ ନାମକ ରସାୟନିକ ପଦାର୍ଥ ମିଳିଥାଏ।କିନ୍ତୁ ଆମ ଶରୀର ପାଇଁ ଏହାକୁ ଅବଶୋଷଣ କରିବା କଷ୍ଟକର ହୋଇଥାଏ।ସେଥିପାଇଁ ହଳଦୀକୁ କେବେବି ଖାଲି ନିଆଯାଇ ପାରିବ ନାହିଁ।ତେଣୁ ଏହାକୁ କୌଣସି ଖାଦ୍ୟପଦାର୍ଥରେ ମିଶାଇବାକୁ ପଡିବ ତେଣୁ ଆମେ ଏହାକୁ କ୍ଷୀରରେ ମିଶାଇବା।

ଏହି ହଳଦୀ କ୍ଷୀର ଆମ ଶରୀରର ହାଡ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ।ଗଣ୍ଠିରେ ଦରଜ ଓ ଫୁଲା ଏବଂ ହାଡରେ ଦରଜ ପାଇଁ ମଧ୍ୟ ହଳଦୀ ଥିବା କ୍ଷୀର ବ୍ୟବହାର କରିପାରିବେ।ପିଲାମାନଙ୍କୁ ୠତୁ ବଦଳିବା ସହ ତାଙ୍କ ଦେହ ଖରାପ ହୋଇଯାଏ।ଏମିତିରେ ସେମାନଙ୍କୁ ହଳଦୀ କ୍ଷୀର ଦେବା ବହୁତ ଉପକାରୀ ଅଟେ।ଏବଂ ସ୍ମରଣ ଶକ୍ତି କମିଯିବା ଭଳି ରୋଗ ମଧ୍ୟ ଭଲ ହୋଇଯାଏ।ପିଲା ଓ ବଡ ଦୁହିଁଙ୍କୁ ହଳଦୀ ଖୀରର ସେବନ କରିବା ଉଚିତ।କାରଣ ଏହା ଦ୍ଵାରା ଭଲ ନିଦ ହୁଏ ଓ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।କ୍ଷତ ଲାଗିବା ଦ୍ଵାରା ଓ ଯକୃତରେ ରୋଗ ପାଇଁ ଆପଣ ହଳଦୀ କ୍ଷୀର ପିଇ ପାରିବେ।ଆପଣ ଯେବେ ଏହାକୁ ପ୍ରସ୍ତୁତ କରିବେ ତେବେ ଧ୍ୟାନ ରଖନ୍ତୁ କି ଆପଣ ହଳଦୀକୁ କଞ୍ଚା ଛାଡ଼ନ୍ତୁ ନାହିଁ।

ଏଥିପାଇଁ ଆପଣ କ୍ଷୀରକୁ ଭଲ ଭାବରେ ଗରମ କରି ଦିଅନ୍ତୁ।ହଳଦୀ ପକାଇବା ପରେ ଏହି କ୍ଷୀରକୁ ଭଲ ଭାବରେ ଫୁଟାନ୍ତୁ।ଏବଂ ଯେତେବେଳେ କ୍ଷୀର ଭଲ ଭାବରେ ଗରମ ହୋଇଯିବ ଆପଣ ଏହାକୁ ଏକ କାଚ ପାତ୍ରରେ କାଢି ଦିଅନ୍ତୁ।ଏହାକୁ ଅଲଗା କରି ରଖନ୍ତୁ।ରୋଗ ଥିବା ଶରୀର ପାଇଁ ହଳଦୀ କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଆହାର କୁହାଯାଏ।ଆପଣ ଏହାର ସେବନ କିପରି କରିବେ ତାହା ଜାଣିବା।ଏଥିରେ ମିଠା ପାଇଁ ଚିନି ବଦଳରେ ଆପଣ ମିଶ୍ରିକୁ ବ୍ୟବହାର କରିପାରିବେ।ଶିଶୁମାନଙ୍କୁ ଏହା ଦେଲେ ସକାଳୁ ଏହାକୁ ସେବନ ପାଇଁ ଦିଅନ୍ତୁ।ଏବଂ ରାତିରେ ଶୋଇବାର ଏକ ଘଣ୍ଟା ପୂର୍ବରୁ ଏହାର ସେବନ କରନ୍ତୁ।ଧନ୍ୟବାଦ

Leave a Reply

Your email address will not be published. Required fields are marked *