December 22, 2024

Odia Express

Leading Odia News Portal of Odisha

କେବଳ ସାତ ଦିନ ପର୍ଯ୍ୟନ୍ତ ପିଅନ୍ତୁ ଏହି ଉପଚାରର ୧ଟି ଗିଲାସ ଏବଂ ୯୯% ହୃଦୟ ରୁଦ୍ଧ ମଧ୍ୟ ଖୋଲି ୦%ହୋଇଯିବ।ସମସ୍ତ ରୁଦ୍ଧ ନାଡୀର ଚିକିତ୍ସା କରିବ ଏହି ଉପଚାର।

ନମସ୍କାର ବନ୍ଧୁଗଣ,କେବଳ ସାତ ଦିନ ପର୍ଯ୍ୟନ୍ତ ପିଅନ୍ତୁ ଏହି ଉପଚାରର ୧ଟି ଗିଲାସ ଓ ଦେଖିବେ ଗୋଡ଼ରୁ ଆରମ୍ଭ କରି ମୁଣ୍ଡ ପର୍ଯ୍ୟନ୍ତ ଶରୀରର ସମସ୍ତ ରୁଦ୍ଧ ହୋଇଥିବା ଶିରକୁ ଖୋଲିଦେବ ଏହି ଉପଚାର।ଆଜି ଆମେ ଏହି ଉପଚାର ବିଷୟରେ ଆପଣଙ୍କୁ କହିବୁ।ଏହା ଆପଣଙ୍କ ଶରୀରର ୯୯% ହୃଦୟ ରୁଦ୍ଧକୁ ବି ୦% କରିଦେବ।ଏବଂ ଆପଣଙ୍କ ଶରୀରକୁ ସମ୍ପୂର୍ଣ୍ଣ ନିରୋଗୀ କରିବାର କାର୍ଯ୍ୟ କରିବ।ହୃଦୟ ସହ ଜଡିତ ସମସ୍ତ ରୋଗର ଚିକିତ୍ସା କରିବ।ଶରୀରର ସମ୍ପୂର୍ଣ୍ଣ ଅଶୁଦ୍ଧତାକୁ ସଫା କରିବାର କାର୍ଯ୍ୟ କରିବ।ଆଜି ଆମେ ଯେଉଁ ଉପଚାର ବିଷୟରେ ଜଣାଇବୁ ତାହା ଆପଣଙ୍କ ପାଇଁ ବହୁତ କାର୍ଯ୍ୟକାରୀ ଅଟେ।ଏବଂ ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଅତିକମରେ ଆପଣଙ୍କୁ ଏକ ମିନିଟ ଲାଗିବ।ଅର୍ଥାତ ଏକ ମିନିଟର ଉପଚାର ଆପଣଙ୍କର ୯୯%ହୃଦୟ ରୁଦ୍ଧତାକୁ ଭଲ କରି ୦% କରିଦେବ।

ଆଜିର ସମୟରେ ଯାହା ଆମର ଖାଦ୍ୟପେୟ ଅଟେ ସେହି ଖାଦ୍ୟରେ ଆମ ଶରୀରରେ ବହୁତ ରୋଗ ଆରମ୍ଭ ହୋଇଯାଏ।ଆମକୁ ସେହିସବୁର ସାମ୍ନା କରିବାକୁ ପଡିଥାଏ।ଆମ ଶରୀରର ରକ୍ତ ଅଶୁଦ୍ଧ ହୋଇଯାଏ।ଯାହା ଦ୍ଵାରା ଆମକୁ କୋଲେଷ୍ଟ୍ରଲର ସମସ୍ୟା ହୋଇଯାଏ।ଏବଂ ହୃଦୟ ରୁଦ୍ଧ ହୋଇଯାଏ।ଚିକିତ୍ସା କରିବା ପରେ ମଧ୍ୟ ଏହା ଭଲ ହୁଏ ନାହିଁ।ଏହି ଉପଚାର ଏସବୁର ସମାଧାନ କରିବା ସହିତ ଆମ ଶରୀରର ସମ୍ପୂର୍ଣ୍ଣ ଅଶୁଦ୍ଧତା ସଫା କରିଥାଏ।ଯଦି ଆପଣଙ୍କର ହୃଦୟରେ କିଛି ବ୍ଲୋକେଜ ରହିବ ନାହିଁ ତେବେ ଆପଣଙ୍କର ହୃଦୟ ଜନିତ କିଛି ରୋଗ ମଧ୍ୟ ରହିବ ନାହିଁ।ଆପଣଙ୍କ ଚେହେରାର ଚମକ ବଢାଇଦେବ।ଏହା ଦ୍ଵାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିଯିବ।ଏହା ତ ଜାଣିଥିବବେକି ଏହି ଶକ୍ତି ବଢିଲେ ଏହା ସମସ୍ତ ରୋଗ କବଳରୁ ଆମ ଶରୀରକୁ ରକ୍ଷା କରିଥାଏ।ଯଦି ଆପଣଙ୍କୁ କୋଲେଷ୍ଟ୍ରଲର ସମସ୍ୟା ନଥିବ ତେବେ ହୃଦୟ ରୁଦ୍ଧତା, କୋଲେଷ୍ଟ୍ରଲ,ହୃଦଘାତ ମଧ୍ୟ ହେବ ନାହିଁ।

ପ୍ରଥମେ ଏକ ଗିଲାସ ନଖଉସୁମ ପାଣି ନିଅନ୍ତୁ। ସେହି ଗରମ ପାଣିକୁ ନେଇ ସେଥିରେ ଦୁଇ ଚାମଚ ଆପଲ ସାଏଡର ଭିନେଗାର ମିଶାନ୍ତୁ।ଏହା ମିଶାଇବା ପରେ ଏବେ ସେଥିରେ ଏକ ଚାମଚ ସମ୍ପୂର୍ଣ୍ଣ ଶୁଦ୍ଧ ମହୁ ମିଶାଇବାକୁ ହେବ।ଏହାକୁ ଭଲ ଭାବରେ ମିଶାଇଦିଅନ୍ତୁ ଏବେ ଆପଣଙ୍କର ଉପଚାର ପ୍ରସ୍ତୁତ ହୋଇଗଲା।

ଏବେ ଆପଣ ଏହାର ସେବନ ସକାଳେ ଖାଲି ପେଟରେ କରନ୍ତୁ।ଯଦି ଆପଣ ଏହିପରି ଭାବରେ କରିବେ ତେବେ ଆପଣଙ୍କୁ ଏହି ଉପଚାରର ଚମତ୍କାରୀ ଫଳ ଦେଖାଯିବ।ଯଦି ଆପଣ ଏହାକୁ ନିୟମିତ ଭାବରେ ସାତରୁ ଆଠ ଦିନ ଏହି ଉପଚାରର ପ୍ରୟୋଗ କରିବେ ତେବେ ଆପଣଙ୍କୁ ଏହାର ଭଲ ପ୍ରଭାବ ଜଣା ପଡିବ।ଏହା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଦେବ।ଯାହା ଫଳରେ ଆପଣ ସମସ୍ତ ରୋଗ ସହ ଲଢ଼ିବାକୁ ପ୍ରସ୍ତୁତ ହୋଇଯିବେ।

ଏହା ଆପଣଙ୍କ ଶରୀରର ହୃଦ ରୁଦ୍ଧତା କୁ ୯୯%ରୁ ୦% ପର୍ଯ୍ୟନ୍ତ କମାଇବାରେ ସାହାର୍ଯ୍ୟ କରିବ।ଅର୍ଥାତ ମୁଣ୍ଡରୁ ଆରମ୍ଭ କରି ଗୋଡ ପର୍ଯ୍ୟନ୍ତ ସମସ୍ତ ଶିରର ରୁଦ୍ଧତାକୁ କମାଇ ଦେବ ଓ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବେ ନିରୋଗୀ କରାଇବ।ତେବେ ଡେରି ନକରି ଆଜି ହିଁ ଏହି ଉପଚାରକୁ ପ୍ରସ୍ତୁତ କରନ୍ତୁ ଓ ଏହାକୁ ଠିକ ସମୟ ଅନୁସାରେ ସେବନ କରନ୍ତୁ।ଏବଂ ଆପଣଙ୍କ ପରିବାର ସଦସ୍ୟ ଓ ପ୍ରିୟଜନମାନଙ୍କୁ ମଧ୍ୟ ସେବନ କରିବାକୁ କୁହନ୍ତୁ।ଏହାଦ୍ଵାରା ଆପଣଙ୍କ ସହ ସେମାନଙ୍କର ମଧ୍ୟ ଏହି ପରି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ।ସେମାନେ ମଧ୍ୟ ନିରୋଗୀ ରହିବେ।

Leave a Reply

Your email address will not be published. Required fields are marked *