December 21, 2024

Odia Express

Leading Odia News Portal of Odisha

ଆଜିର ନୂଆ ମଜାଦାର ପ୍ରଶ୍ନ ଉତ୍ତର – ହଜାର ଟଙ୍କା କୁ ଏପରି ରେଜା କରନ୍ତୁ ଯେଉଁଥିରେ ୧୦୦ ଟଙ୍କିଆ ନୋଟ ରହିବ ନାହିଁ ,ଓ ନୋଟ ସଂଖ୍ୟା ମାତ୍ର ୧୦ ରହିବ? ବୁଦ୍ଧିମାନ ଲୋକ ଉତ୍ତର ଦିୟନ୍ତୁ…

ଆମେ ଅଧ୍ୟୟନ କରୁଥିବା ବିଭିନ୍ନ ବିଷୟ ମଧ୍ୟରୁ ଗଣିତ ହେଉଛି ଅନ୍ୟତମ।ଗାଣିତିକ ହିସାବ ଆମ ଦୈନନ୍ଦିନ ଜୀବନରେ ସବୁବେଳେ ବ୍ୟବହାରରେ ଆସିଥାଏ ଓ ଗୁରୁତ୍ୱପୂର୍ଣ୍ଣ ଅଟେ।ଗାଣିତିକ ହିସାବ ଦ୍ୱାରା ଆମେ ସମସ୍ତ ତଥ୍ୟର ସଠିକ ସମାଧାନ ପାଇଥାଉ।ଏହା ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅଟେ।ଗାଣିତିକ ସୂତ୍ର ମନୁଷ୍ୟକୁ ବିଭିନ୍ନ କ୍ଷେତ୍ରରେ ସହାୟ ହୋଇଆସିଛି।ଏହି ଗାଣିତିକ ପ୍ରଶ୍ନ ବହୁତ ସୁନ୍ଦର ପ୍ରଶ୍ନ ଅଟେ।ଏହା ଆମକୁ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ବହୁତ ସାହାଯ୍ୟ କରିବ।ଓ ଆମ ଗାଣିତିକ ଚିନ୍ତାଧାରାର ଯଥେଷ୍ଟ ବିକାଶ କରିବାରେ ସହାୟକ ହେବ।ଏପରି ଚତୁର ଗାଣିତିକ ପ୍ରଶ୍ନ ଆମ ସାଧାରଣ ଜୀବନରେ ବହୁତ କାମରେ ଆସିଥାଏ।ଓ ଆମ ବୁଦ୍ଧି ଓ ଜ୍ଞାନର ସଠିକ ପରିଚୟ ଦେଇଥାଏ।ଆପଣମାନେ ମଧ୍ୟ ଏହି ପ୍ରଶ୍ନରୁ ବହୁତ ଜ୍ଞାନ ଅର୍ଜନ କରିବା ସହିତ ସାଧାରଣ ଜୀବନରେ ପ୍ରୟୋଗ କରିପାରିବେ ଓ ଅନ୍ୟମାନଙ୍କୁ ବୁଝାଇପାରିବେ।

୧- ଏମିତି କେଉଁ ଜିନିଷ ଅଛି ଯାହାର ଛାଇ ନଥାଏ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ରାସ୍ତା।

୨- ଏମିତି କେଉଁ ଜୀବ ଅଛି ଯିଏ କେବେ ବେମାରି ହୁଏ ନାହିଁ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଶାର୍କ ମାଛ।

୩- ଏମିତି କେଉଁ ପାଣି ଅଛି ଯିଏ ୧୨ବର୍ଷ ଯାଏ ମିଠା ଓ ୧୨ବର୍ଷ ଯାଏ କ୍ଷରିଆ ରୁହେ?

ଉତ୍ତର- ଖର୍ତ୍ତସୀ ନଦୀ ପାଣି ହେଉଛି ଏହାର ସଠିକ ଉତ୍ତର।

୪- ବିଜୁଳିର ଆବିଷ୍କାର କେଉଁ ଦେଶରେ ହୋଇଥିଲା?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଜର୍ମାନୀ।

୫- google କେଉଁ ମସିହାରେ ହୋଇଥିଲା?

ଉତ୍ତର- ଏହାର ସଠିକ

୬- ଦୁନିଆରେ ସବୁଠୁ କମ ଗାଈ କେଉଁ ଦେଶରେ ଅଛନ୍ତି?

ଉତ୍ତର- ପାକିସ୍ତାନରେ

୮- ମନୁଷ୍ୟର ହତ୍ୟା କେତେଦିନ ଯାଏ ସାଇତି ରଖାଯାଏ?

ଉତ୍ତର- ୨୧ଦିନ ଯାଏ।

୯- ରେଳରେ ପଟରୀ ବିଛାଇବାକୁ କେତେ ଖର୍ଚ୍ଚ ହୁଏ?

ଉତ୍ତର- ୩୫କୋଟି ପ୍ରତି କିଲୋମିଟରକୁ।

୧୧- ବାବରଙ୍କ ପୁଅ ନାମ କଣ ଅଟେ?

ଉତ୍ତର- ଏହି ପ୍ରଶ୍ନଟି ଆପଣଙ୍କ ପାଇଁ।

୧୨- ଏମିତି କେଉଁ ଜିନିଷ ଯାହା ଆପଣଙ୍କର କିନ୍ତୁ ଅନ୍ୟ ଲୋକ ବହୁତ ବ୍ୟବହାର କରନ୍ତି?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଆପଣଙ୍କ ନାମ।

୧୩- କେଉଁ ଜିନିଷ ଆପଣଙ୍କ ଘରେ ଅଛି ଓ ପର ଝଡ଼ିବା ପରି ହୁଏ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଝାଡୁ।

୧୪- ଏମିତି କେଉଁ ପତି ଯାହାକି ଜଙ୍ଗଲରେ ରୁହେ ଓ ସହରରେ ମଧ୍ୟ ରୁହେ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ବନସ୍ପତି।

୧୫- ମୁଁ କଳା କିନ୍ତୁ ମୋ ଛୁଆ ଗୋରା ଓ ଲୋକ ମାନେ ମତେ ଖାଆନ୍ତି। ମୁ କିଏ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ସିଙ୍ଗଡ଼ା।

୧୬- ଏମିତି କେଉଁ ଜିନିଷ ଯାହା ଅନ୍ୟ ମାନଙ୍କର ଦେଖାଯାଏ କିନ୍ତୁ ନିଜର ଦେଖା ଯାଏନି?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଭୁଲ।

୧୭- ଏମିତି କେଉଁ ଜିନିଷ ଅଛି ଯାହା ସମସ୍ତଙ୍କୁ ମିଳିଲେ ଭଲଲାଗେ?

ଉତ୍ତର- ଖୁସି

୧୮- ନା ମୁଁ ଦେଖାଯାଏ। ନା ମୁଁ ପଡ଼ିଯାଏ। ତେବେ କୁହ ମୁଁ କିଏ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ପବନ।

୧୯- ଏମିତି କେଉଁ ଜିନିଷ ତାକୁ ଭାରତର ଯୋଉଠିକି ନେଲେ ମଧ୍ୟ ତାହା ବଦଳେ ନାହିଁ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଭାରତୀୟ ମୁଦ୍ରା।

୨୦- ମତେ କୁହନ୍ତି ଅନ୍ଧାରର ରାଣୀ।କିନ୍ତୁ ମୁଁ ଯେବେ ଚାଲେ ବହେ ପାଣି।ତେବେ ମୁଁ କିଏ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ମହମ ବତୀ।

୨୧- ସବୁ ଜାଗାରେ ଆମେ ଜିତିବା ଆଶା କରୁ।କିନ୍ତୁ କେଉଁଟି ହରିବାକୁ ଇଚ୍ଛା କରୁ?

ଉତ୍ତର- ଦୋକାନରେ।

୨୨- ଏମିତି କେଉଁ ଜିନିଷ ଯାହାକୁ ଆମେ ବହୁତ ମାରୁ କିନ୍ତୁ ସେ କିଛି କୁହେନାହିଁ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଫୁଟବଲ।

୨୩- ଏମିତି କେଉଁ ଜିନିଷ ଯାହା ସବୁବେଳେ ଚାଲେ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଘଣ୍ଟା।

୨୪- କେଉଁ ଦେଶରେ ଲୋକ ବହୁତ ପୂଜା କରନ୍ତି?

ଉତ୍ତର – ଭାରତରେ।

୨୫- ଏମିତି କେଉଁ ପ୍ରାଣୀ ଯାହାର ହାଡ ସବୁଠୁ ମଝବୁତ ଅଟେ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ବାଘ।

ପ୍ରଶ୍ନ ୨୬ – ହଜାର ଟଙ୍କା କୁ ଏପରି ରେଜା କରନ୍ତୁ ଯେଉଁଥିରେ ୧୦୦ ଟଙ୍କିଆ ନୋଟ ରହିବ ନାହିଁ ,ଓ ନୋଟ ସଂଖ୍ୟା ମାତ୍ର ୧୦ ରହିବ

ସଠିକ ଉତ୍ତର – ଏହାର ସଠିକ ଉତ୍ତର – ୨୦୦ ଟଙ୍କିଆ ୪ ଖଣ୍ଡ = ୮୦୦ ,୫୦ ଖଣ୍ଡିଆ ୩ ଖଣ୍ଡ =୧୫୦ ଟଙ୍କା ,୨୦ ଟଙ୍କିଆ ୨ ଖଣ୍ଡ =୨୦ ଓ ୧୦ ଟଙ୍କିଆ ୧ ଖଣ୍ଡ = ୧୦

Leave a Reply

Your email address will not be published. Required fields are marked *