ସ୍ୱୟଂ ମହାଦେବ କହିଥିଲେ ଏହି ଗୁପ୍ତ ହନୁମାନ ମନ୍ତ୍ର – କେବଳ ଥରେ ଜପ କଲେ ହିଁ ୩୦ ସେକେଣ୍ଡରେ ହିଁ ଏହା ନିଜର ପ୍ରଭାବ ଦେଖାଇବ
ନମସ୍କାର ବନ୍ଧୁଗଣ,ଆଜି ଆମେ ଜାଣିବା ସେହି ଗୁପ୍ତ ହନୁମାନ ମନ୍ତ୍ର ଯାହାକୁ ସ୍ୱୟଂ ମହାଦେବ ରଚନା କରିଥିଲେ।ଯାହା ଏତେ ଶକ୍ତିଶାଳୀ ଅଟେ କି ଯିଏବି ଏହାକୁ ଥରେ ଜପ କରିବ ଏହା ପ୍ରଭାବରେ ହନୁମାନ ସ୍ୱୟଂ ତୁରନ୍ତ ତାହା କଥା ଶୁଣନ୍ତି।ଏହି ଗୁପ୍ତ ହନୁମାନ ମନ୍ତ୍ର ଶାବର ମନ୍ତ୍ର ବୋଲି ମଧ୍ୟ କୁହାଯାଏ।ଏହା ଏତେ ଶକ୍ତିଶାଳୀ ଓ ପ୍ରଭାବଶାଳୀ ମନ୍ତ୍ର ଅଟେ କି ଏହାର ପ୍ରୟୋଗ ଆପଣଙ୍କୁ ବହୁତ ହିଁ ସାବଧାନତା ସହ କରିବାକୁ ହେବ।ଏବଂ ନିଜ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଏହାକୁ ବ୍ୟବହାର କରନ୍ତୁ ଅନ୍ୟ କାହାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏହାର ପ୍ରୟୋଗ କରନ୍ତୁ ନାହିଁ।ନଚେତ ଏହାର କୁପରିଣତି ଆପଣଙ୍କୁ ଭୋଗ କରିବାକୁ ପଡିବ। ଏହି ମନ୍ତ୍ର ସାଧାରଣ ଭାଷାରେ ଲେଖା ହୋଇଥିବା ଏପରି ଶକ୍ତିଶାଳୀ ମନ୍ତ୍ର ଅଟେ ଯାହାର ଜପ କରିବା ଦ୍ଵାରା ହିଁ ସବୁ କାର୍ଯ୍ୟ ପୂର୍ଣ୍ଣ ହୋଇଯାଏ। ଏପରି କୁହାଯାଏ କି ଏହି ମନ୍ତ୍ର ପୂର୍ବରୁ ହିଁ ଦିବ୍ୟ ଶକ୍ତି ଦ୍ଵାରା ସିଦ୍ଧ ହୋଇଥାଏ।ଏହି ମନ୍ତ୍ରର ସବୁଠାରୁ ବଡ ବିଶେଷତ୍ୱ ଏହା ଅଟେ କି ଏହାର ପ୍ରଭାବ ସ୍ଥାୟୀ ହୋଇଥାଏ।ଏହି ମନ୍ତ୍ରର ଉଚ୍ଚାରଣ ସ୍ତ୍ରୀ, ପୁରୁଷ,ଶିଶୁ, ବୃଦ୍ଧ ସବୁ ବୟସର ଲୋକ କରିପାରିବେ।ଏହି ମନ୍ତ୍ର ସବୁ ବୟସର ବ୍ୟକ୍ତିଙ୍କ ପାଇଁ ଉପଯୋଗୀ ଅଟେ।ଏହି ମନ୍ତ୍ରର ପ୍ରୟୋଗ ବ୍ୟକ୍ତି ସ୍ୱୟଂ କରିପାରିବେ।ଅର୍ଥାତ ଏହି ମନ୍ତ୍ର ଦ୍ଵାରା ଈଶ୍ୱରଙ୍କ ସାଧନା କରିବା ପାଇଁ ସାଧକଙ୍କୁ କୌଣସି ବିଦ୍ୱାନର ତଥା ଗୁରୁଙ୍କର ସହାୟତା ନେବାର ଆବଶ୍ୟକତା ନାହିଁ।
ଶାବର ମନ୍ତ୍ରର ନିର୍ମାଣ: ଯେବେ ଅର୍ଜୁନ ଭଗବାନ ଶିବଙ୍କ ଠାରୁ ଶକ୍ତିଶାଳୀ ଅସ୍ତ୍ର ହାସଲ କରିବା ପାଇଁ ତପସ୍ୟା କରିବାକୁ ଲାଗିଲେ ସେତେବେଳେ ଭଗବାନ ଶିବ ତାଙ୍କ ପରୀକ୍ଷା ନେବା ପାଇଁ ଏକ ଶିକାରୀ ରୂପରେ ତାଙ୍କ ପାଖକୁ ଆସିଲେ।ଯେବେ ଅର୍ଜୁନ ସୁଆରକୁ ମାରିବାକୁ ତୀର ମାରିଲେ ଭଗବାନ ମଧ୍ୟ ସେହି ସମୟରେ ନିଜ ତୀର ସୁଆର ଉପରେ ପ୍ରୟୋଗ କଲେ।ଶିବ ଅର୍ଜୁନଙ୍କୁ କହିଲେ ଯୁଧ୍ୟ କରିବା ଓ ଯିଏ ଜିତିବ ସେ ସୁଆର ସିଏ ନେବ।ଯୁଧ୍ୟ ହେଲା ଓ ଦେଖିବା ପାଇଁ ପାର୍ବତୀ ଅନ୍ୟ ରୂପରେ ଆସିଲେ।ଏବଂ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ ଯାହାର ପୂଜା କରୁଛ ତାଙ୍କରି ସହ ଯୁଧ୍ୟ କରୁଛ।ଅର୍ଜୁନ ସେହି ସମୟରେ ଭଗବାନଙ୍କ ଶରଣରେ ପଡି ପାର୍ଥନା କଲେ।ପାଶୁପଦ ଅସ୍ତ୍ର ପାଇଁ ସେ ବିନତି କଲେ।ଶିବ ଅର୍ଜୁନଙ୍କୁ ସେହି ବର ଦେଲେ।ପାର୍ବତୀ ଯୁଧ୍ୟ ଦେଖିବା ସମୟରେ ଅନ୍ୟ ଶିକାରୀ ତାଙ୍କୁ ମାଂସ ପ୍ରଦାନ କଲେ ଓ ପାର୍ବତୀ ମଧ୍ୟ ପ୍ରସନ୍ନ ହୋଇ କହିଲେ ହେ ଶିକାରୀ ମାଗ କଣ ତୁମର ଇଚ୍ଛା।ଶିକାରୀ କହିଲେ ମା ଆମେ ଭାଷା ଜାଣିନାହୁଁ କିନ୍ତୁ ଆମ ମନରେ ମଧ୍ୟ ଭକ୍ତି କରିବାର ଇଚ୍ଛା ଅଛି।ତେଣୁ ଯଦି ଆପଣ ପ୍ରସନ୍ନ ଅଛନ୍ତି ତେବେ ଭଗବାନ ଶିବଙ୍କଠାରୁ ଏପରି ଏକ ମନ୍ତ୍ର ଦିଅନ୍ତୁ ଯାହା ଆମେ ସରଳତା ସହ ଉଚ୍ଚାରଣ କରିପାରିବୁ।
ମନ୍ତ୍ର ହେଉଛି, ଓଁ ହନୁମାନ ପହଲବାନ
ବର୍ଷ ବାରହା କା ଜବାନ।
ହାଥ ମେ ଲଡୁ ମୁଖ ମେ ପାନ।
ଆଓ ଆଓ ବାବା ହନୁମାନ।
ନ ଆଓ ତୋ ଦୁହାଇ ମହାଦେବ ଗୌରା।
ପାର୍ବତୀ କି।
ଶବ୍ଦ ସାଂଚା।
ପିଣ୍ଡ କାଞ୍ଚା।
ଫୁରୋ ମନ୍ତ୍ର ଇଶ୍ୱରୋ ବାଚା।
ଏହି ମନ୍ତ୍ରକୁ ସକାଳ ୪-୬ ଟା ମଧ୍ୟରେ ସ୍ନାନ ସାରି କରିବାକୁ ହେବ।ଏହା ବ୍ରହ୍ମ ମୁହୂର୍ତ୍ତ ହୋଇଥାଏ ।ମନେ ରଖନ୍ତୁ ଏହାକୁ ୨୧ଥର ଜପ କରିବାର ଅଛି।