ଯଦି ପୂଜା କରୁଥିବା ସମୟରେ ଏହି ଚାରିଟି ସଂକେତ ମିଳିଥାଏ ତାହେଲେ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି..
ଆପଣ ଯେତେବେଳେ ପୂଜା କରିଥାନ୍ତି ସେତେବେଳେ କୌଣସି ସଂକେତ ଦେଖିବାକୁ ମିଳିଥାଏ । ଯଦି ଆପଣଙ୍କୁ ଏହି ସଂକେତ ମିଥାଏ ତାହେଲେ ଠାକୁର ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଆପଣଙ୍କ ପୂଜାରେ ଭଗବାନ ଖୁସି ହେଇ ଯାଇ ଛନ୍ତି । କିଛି ସଂକେତ ଥାଏ ଯାହା ସିଧା ଭଗବାନ ଦେଇଥାନ୍ତି । ଏହି ସଂକେତ କେବଳ ସେଇ ମାନଙ୍କୁ ମିଳି ଥାଏ ଯେଉଁ ମାନେ ଈଶ୍ୱରଙ୍କର ବହୁତ ପ୍ରିୟ ହୋଇ ଥାନ୍ତି । ଯେଉଁ ମାନଙ୍କ ଉପରେ ଭଗବାନଙ୍କ କୃପା ହୋଇ ଥାଏ । ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ ଯାହାର ବର୍ଣନା ଆମ ଶାସ୍ତ୍ରରେ କର ଯାଇଛି ।
ଯେତେବେଳେ ଆମେ ଈଶ୍ୱରଙ୍କ ପୂଜା କରି ଥାଉ ସେତେବେଳେ ଆମ ଚାରି ପାଖରେ ଏକ ସକରାତ୍ମକ ଉର୍ୟ୍ଯ ଘୁରି ବୁଲୁଥାଏ । ଏକ ଅଲୌକିକ ଚକ୍ର ତିଆରି ହୋଇ ଥାଏ ଯେତେ ବେଳେ ଆମ ସ୍ୱଚ୍ଛ ମନରେ ଈଶ୍ୱରଙ୍କ ପୂଜା କରି ଥାଉ । ଏହି ଉର୍ୟ୍ଯ ଆମକୁ ଆଉ ଈଶ୍ୱରଙ୍କୁ ଯୋଡିବାର ଗୋଟିଏ ମାର୍ଗ ଅଟେ । ଯଦି ଏହି ଉର୍ୟ୍ଯ ସତରେ ଏବଂ ସ୍ୱଚ୍ଛ ମନରୁ ବାହାରି ଥାଏ ତାହେଲେ ଏହା ଈଶ୍ୱରୀ ଉର୍ୟ୍ଯ ସହିତ ଯୋଡି ହେଇ ଯାଇ ଥାଏ । ମନେ କର ଆପଣ ପୂଜା କରୁ ଥିବା ସମୟରେ କୌଣସି ସାଧୁ କିମ୍ବା ଭିକାରୀ ଆପଣଙ୍କ ଦ୍ୱାରରେ ଭିକ୍ଷା ମାଗିବାକୁ ଆସି ଯାଏ ଏବଂ ଜୋରେ ଜୋରେ ଈଶ୍ୱର ନାମ ନେଇ ଡାକେ ତାହେଲେ ବୁଝି ଯାଆନ୍ତୁ ଦ୍ୱାରରେ ଈଶ୍ୱର ଆସିଛନ୍ତି । ଦ୍ୱାର ଓଆଖକୁ ଆସୁ ଥିବା ବ୍ୟକ୍ତିକୁ ଭିକାରୀ ଭାବି ତାହାକୁ ବିଫ କରନ୍ତୁ ନାହିଁ । ତାକୁ ହାତ ଯୋଡ଼ି ପ୍ରଣାମ କରନ୍ତୁ ।
ଉଚିତ ଦାନ ଦକ୍ଷିଣା ଦେଇକି ତାକୁ ବିଦା କରନ୍ତୁ କାରଣ ସେହି ସମୟରେ କର ଯାଇ ଥିବା ଦାନ ପୁଣ୍ୟ ବୋଲି ମାନି ନିଆ ଯାଏ ଏହା ଦ୍ୱାରା ଠାକୁର ବହୁତ ପ୍ରସନ୍ନ ହୋଇ ଥାନ୍ତି । ଦ୍ୱିତୀୟ ସଂକେତ ହେଉଛି ଯଦି ଆପଣ ଦୀପ ଜଳୁଛନ୍ତି ଏବଂ ହାତଟା କରି ଦୀପ ଶିଖା ଜୋରେ ଜାଳି ଉଠେ ଏହା ସାକ୍ଷାତ ଭଗବାନଙ୍କର ସଂକେତ ଅଟେ ସେ ଆପଣଙ୍କ ସାମ୍ନାରେ ପ୍ରକଟ ହୋଇ ଯାଇ ଛନ୍ତି । ଏହା ହେବ ବହୁତ ଶୁଭ ବୋଲି ମାନି ନିଆ ଯାଇଛି ଯଦି ଆପଣଙ୍କ ସାଙ୍ଗରେ ଏହା ହେଉଛି ତାହେଲେ ବୁଝି ଯାଆନ୍ତୁ ଆପଣଙ୍କର ସବୁ ଅସୁବିଧା ଠୀକ ହୋଇ ଯିବ ।
ଯଦି ଆପଣ ଧୁପରେ ପୂଜା କରୁଛନ୍ତି ଏବଂ ଧୂପର ଧୂଆଁ ଯଦି ଗୋଟେ ଆକୃତି ବନାଏ ଏବଂ ଈଶ୍ୱରଙ୍କ ଆଡକୁ ଯାଉ ଥାଏ ତଜେଲେ ବୁଝି ଯାଆନ୍ତୁ ଈଶ୍ୱର ଆପଣଙ୍କ ଉପରେ ପ୍ରସନ୍ନ ଅଟନ୍ତି । କେବେ କେବେ ଏହି ଆକୃତି ଓଁ କିମ୍ବା ସ୍ୱସ୍ତିକ ହୋଇ ଥିବାର ଦେଖା ଯାଏ । ଏହାର ଅର୍ଥ ଆପଣ ଙ୍କ ଜୀବନର ସବୁ ସମସ୍ୟା ଦୂର ହେଇ ଯିବ । ଯଦି ଠାକୁରଙ୍କ ମୁଣ୍ଡରୁ ଫୁଲ ଗଲିପଡ଼େ ତଳେ ତାହେଲେ ଏହା ସଂକେତ ଦିଏ କି ଆପଣଙ୍କର ସବୁ ମନ ଇଛା ପୁରାଣ ହେବ । ଭଗବାନ ଙ୍କ କୃପା ଆପଣଙ୍କ ଉପରେ ଅଛି ଏବଂ ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଏହା ହେବ ବହୁତ ଶୁଭ ବୋଲି ମାନି ନିଆ ଯାଇଛି ଯଦି ଆପଣଙ୍କ ସାଙ୍ଗରେ ଏହା ହେଉଛି ତାହେଲେ ବୁଝି ଯାଆନ୍ତୁ ଆପଣଙ୍କର ସବୁ ଅସୁବିଧା ଠୀକ ହୋଇ ଯିବ । ଏହି ସଂକେତ କେବଳ ସେଇ ମାନଙ୍କୁ ମିଳି ଥାଏ ଯେଉଁ ମାନେ ଈଶ୍ୱରଙ୍କର ବହୁତ ପ୍ରିୟ ହୋଇ ଥାନ୍ତି ।