December 20, 2024

Odia Express

Leading Odia News Portal of Odisha

କଦଳୀର ଏହି ଫାଇଦା ଆଜି ପର୍ଯ୍ୟନ୍ତ କେହି କହିନଥିବେ,ଦେଖନ୍ତୁ ଏହି ସୂଚନା ଆଗକୁ ରୋଗରେ ପଡିଲେ କାମରେ ଆସିବ

ନମସ୍କାର ବନ୍ଧୁଗଣ, ଆପଣମାନେ ତ କଦଳୀ ଫୁଲର ଗୁଣ ବିଷୟରେ ଜାଣିଥିବେ।ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରକ ହୋଇଥାଏ।ଯେବେବି ଓଜନ ବଢାଇବାର କଥା ଆସିଥାଏ ତ ସମସ୍ତେ କଦଳୀ ଖାଇଥାନ୍ତି।ଡାକ୍ତର ଓ ଅନ୍ୟମାନେ ମଧ୍ୟ ଏହି ଉପଦେଶ ଦେଇଥାନ୍ତି।କିନ୍ତୁ ଆମେ ଆପଣଙ୍କୁ ଏହା ଜଣାଉଛୁ ଯେ କଦଳୀଠାରୁ ଅଧିକ ହିତକାରୀ ଗୁଣ କଦଳୀର ଭଣ୍ଡାରେ ଥାଏ।କଦଳୀର ଫୁଲ ବା ଭଣ୍ଡା ସମସ୍ତ ଦୁର୍ବଳତାକୁ ଶେଷ କରିବାରେ ସାହାର୍ଯ୍ୟ କରେ।ଏହା ଏକ ସରଳ ଔଷଧୀୟ ଜିନିଷ ଅଟେ।ଯଦି ଏହାର ରସ ନିୟମିତ ଭାବରେ ସେବନ କରାଯାଏ ମିଶ୍ରି ସହ ମିଳାଇ କରି।ଅଥବା ଏହାର ଏହାର ଫୁଲକୁ ଶୁଖାଇ ଗୁଣ୍ଡ କରି ଏହାପରେ କ୍ଷୀର ସହିତ ଏହାର ଏକ ଚାମଚ ଗୁଣ୍ଡକୁ ପକାଇ ଦିଅନ୍ତୁ।ଏବଂ ପରେ ଏଥିରେ ମିଶ୍ରି ପକାଇ ପିଇବେ ତେବେ ଗର୍ଭପାତ ହୁଏ ନାହିଁ।

ଦ୍ଵିତୀୟରେ ହେଉଛି, ଏହା ଆମ ଶରୀରରେ ରକ୍ତର ମାତ୍ରା ବୃଦ୍ଧି କରାଏ।ଏହା ବହୁତ ଭଲ ଔଷଧ ଅଟେ।ଆପଣ ଯେଉଁ ଶାଗ ତରକାରୀ ଖାଆନ୍ତି ତେବେ ଶାଗଠାରୁ ମଧ୍ୟ ଅଧିକ ହଜାର ଗୁଣ ଅଧିକ ରକ୍ତର ମାତ୍ରା ବଢାଇବାର ଗୁଣ ଏହାର ଅଛି।ଯେଉଁମାନେ ପ୍ରାକୃତିକ ଉପାୟରେ ରକ୍ତର ମାତ୍ରା ବଢାଇବାକୁ ଚାହୁଁଛନ୍ତି ସେମାନେ ଏବଂ ଖାସକରି ମହିଳାମାନଙ୍କ ପାଇଁ ବହୁତ ଭଲ ହୋଇଥାଏ।ମହିଳା ମାନଙ୍କର ବୟସ ବଢ଼ିବା ସଙ୍ଗେ ସଙ୍ଗେ ଋତୁସ୍ରାବ ସମୟରେ ଅଧିକ ରକ୍ତ ପ୍ରବାହ ହୋଇଥାଏ।ସେମାନଙ୍କୁ ଜଣାଇବାକୁ ଚାହୁଁଛୁ କି ଯଦି ଏହାର ବରାକୁ ଖାଇଲେ ଅର୍ଥାତ ଏହାର ଫୁଲକୁ ଶୁଖାଇ ଗୁଣ୍ଡ କରି ପାଣି କିମ୍ବା କ୍ଷୀରରେ ମିଶାଇ ଖାଇଲେ ତେବେ ଏହା ଆପଣଙ୍କ ଶରୀରରେ ରକ୍ତର ମାତ୍ରା ଅତିଶୀଘ୍ର ବଢାଇବାର କାମ କରିଥାଏ।ଯଦି ଋତୁସ୍ରାବ ସମୟରେ କୌଣସି ପ୍ରକାରର କିଛି ବି କଷ୍ଟ ହେଉଛି କିମ୍ବା ରକ୍ତପ୍ରବାହ ଅଧିକ ହେଉଛି ତାହାକୁ ମଧ୍ୟ ଏହା ଅଟକାଇବାର କାମ କରିଥାଏ।

ଏହାର ଆଉ ଏକ ଗଜବ ଫାଇଦା ଅଛି ଯାହା ହେଉଛି,ବହୁତ ମହିଳା ମାନଙ୍କ ମଧ୍ୟରେ ଋତୁସ୍ରାବ ବନ୍ଦ ହୋଇ ଯାଇଥାଏ ଯାହା କାରଣରୁ ଶିଶୁ ଜନ୍ମ ହୁଏ ନାହିଁ।ଏହା ଯେତେ ବି ପୁରୁଣା ଋତୁସ୍ରାବ ବନ୍ଦ ହେଇଥାଉ ନା କାହିଁକି ଏହା ସେସବୁ ସମସ୍ୟାର ସମାଧାନ କରିବାର କାମ କରିଥାଏ।ଗୁଡ ସହିତ ଯଦି ଏହାର ପ୍ରୟୋଗ କରାଯାଏ ଅର୍ଥାତ ଗୁଡ ସହ ଏହାକୁ ଖାଇଲେ ତେବେ ଏସବୁ ସମସ୍ୟା ବନ୍ଦ ହୋଇଯାଏ।ଏହାର ସେବନ ଦ୍ଵାରା ମୁଣ୍ଡବିନ୍ଧା ମଧ୍ୟ କମିଯାଏ।ଏହାକୁ ଗୁଣ୍ଡ କରି ଯଦି ପୁରୁଷମାନେ ଖାଇବେ ତେବେ ଏହା ସେମାନଙ୍କର ଯୌନ ଶକ୍ତିକୁ ବଢାଇବାର କାମ କରିଥାଏ।ଏହା ଶୁକ୍ରାଣୁକୁ ପତଳାରୁ ଗାଢ଼ ହେବାର କାର୍ଯ୍ୟ କରିଥାଏ।ଏବଂ ହଜିଯାଇଥିବା ଯୌବନକୁ ପୁଣି ଆଣିବାର କାର୍ଯ୍ୟ କରିଥାଏ।

ଏହି ପରି ଆହୁରି ମଧ୍ୟ ବହୁତ ସଂଖ୍ୟାରେ ବୃକ୍ଷ ଅଛି ଯାହାର ଅନେକ ଗୁଡିଏ ଔଷଧୀୟ ଗୁଣ ଅଛି।ଯାହାର ଲାଭଦାୟକ ଗୁଣ ବିଷୟରେ ବୋଧ ହୁଏ ଆପଣ ଜାଣିନଥିବେ।ଆଜି ଆମେ ଆପଣଙ୍କୁ କେବଳ କଦଳୀ ଓ ଏହାର ଭଣ୍ଡା ଓ ଫୁଲର କିଛି ଔଷଧୀୟ ଗୁଣ ବିଷୟରେ ଅବଗତ କରାଇଲୁ।କେବଳ ଏତିକି ନୁହେଁ କଦଳୀ ଓ ଏହାର ଫୁଲର ଆହୁରି ଅନେକ ଗୁଡିଏ ଫାଇଦା ଅଛି ଯାହା ଆମେ ଏପର୍ଯ୍ୟନ୍ତ ଜାଣି ନାହୁଁ।ଆଶା କରୁଛୁ ବନ୍ଧୁଗଣ ଆପଣ ମାନେ ଆଜି ଯେଉଁ ଔଷଧୀୟ ଗୁଣ ବିଷୟରେ ଜାଣିଲେ ତାହାର ପ୍ରୟୋଗ ନିଶ୍ଚିତ ଭାବରେ କରିବେ।ଏବଂ ଏହା ମଧ୍ୟ ଅନୁରୋଧ କରୁଛୁ କି ଆପଣ ଏହାକୁ ନିଜ ପ୍ରିୟଜନ ଓ ପରିବାର ଲୋକଙ୍କ ସହ ଶେୟାର କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *