January 21, 2025

Odia Express

Leading Odia News Portal of Odisha

୩ ଦିନରେ ୨୦ ବର୍ଷର ପୁରୁଣା ଦାଗ , କୁଣ୍ଡେଇ ହେବା ମଧ୍ୟ ଭଲ ହେଇଯିବ…

ଯଦି ଆପଣ ଦାଗ , କୁଣ୍ଡେଇ ହବାକୁ ନେଇ ଚିନ୍ତାରେ ରହୁଛନ୍ତି।ଆପଣ ଏହାକୁ ଭଲ କରିବା ଆଶାରେ ବହୁତ ପଇସା ଖର୍ଚ୍ଚ କରି ସାରିଛନ୍ତି କିନ୍ତୁ ଏହି ଦାଗ , କୁଣ୍ଡେଇ ହବ ଆଜି ଯାଏ ଭଲ ହେଇନି ତାହେଲେ ଆପଣ ବେସ୍ତ ହୁଅନ୍ତୁ ନାହିଁ ଏହାକୁ ଭଲ କରିବା ପାଇଁ ଆପଣଙ୍କୁ ଗୋଟିଏ ଭଲ ଘରୋଇ ଉପଚାର ଜାଣିବେ ଯାହା ଗୋଟିଏ ଥର ଲଗେଇବା ମାତ୍ରେ ଦାଗ , ଏବଂ କୁଣ୍ଡିଆ ଉପରେ କିଛି ପରିବର୍ତ୍ତନ ଦେଖି ପାରିବେ।ଯଦି ଆପଣ ଏହାକୁ ୩ ରୁ ୭ ଦିନ ଯାଏ ଲାଗେଇବେ ତାହେଲେ ଆପଣଙ୍କର ବହୁତ ବର୍ଷର ଦାଗ ଏବଂ କୁଣ୍ଡିଆ ଭଲ ହେଇଯିବ।

ଆପଣ ସମସ୍ତଙ୍କୁ ଜଣା ଅଛି ଯେ ଦାଗ, କୁଣ୍ଡିଆ ହେଉଛି ଫଙ୍ଗାଲ ରୋଗ ଏହା ଆମ ତ୍ୱଚାରେ ବହୁତ ଦିନ ପଯ୍ୟନ୍ତ ରହିଥାଏ। ଯେତେ କ୍ରିମ , ଔଷଧ ଲଗେଇବା ଦ୍ୱାରା ଭଲ ତ ହେଇଯାଏ। କିନ୍ତୁ ପୁଣି ଆସିଯାଏ।ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ଯାହା ଦ୍ୱାରା ବର୍ଷ ବର୍ଷର କୁଣ୍ଡିଆ , ଦାଗ ଭଲ ହେଇଯିବ। ୭ ଦିନ ଯାଏ ଲଗାନ୍ତୁ ଏହା ମୂଳରୁ ଶେଷ କରିଦେବ କୁଣ୍ଡିଆକୁ ।


ଏହି ଘରୋଇ ଉପଚାର ପାଇଁ ଆପଣଙ୍କୁ ପ୍ରଥମେ ଅଦା ନବାକୁ ପଡିବ ଏବଂ ଏଥିରୁ ଅଦା ରସ ବାହାର କରି ଦିଅନ୍ତୁ।ଅଦାରେ ଆଇରନ, କ୍ୟାଲସିୟମ , ଆୟୋଡିନ , ଭିଟାମିନ ସି ପରି ବହୁତ ପୋଷାକ ତତ୍ୱ ରହିଥାଏ।ଯାହା କୁଣ୍ଡିଆ ଭଲ କରିବାରେ ସାହାଯ୍ୟ କରିଥାଏ। ଅଦା ରସ ବାହାର କରି ଦିଅନ୍ତୁ ଏବଂ ତାପରେ ଗୋଟିଏ ଲେମ୍ବୁ ନିଅନ୍ତୁ। ଲେମ୍ବୁକୁ ୨ ଭାଗରେ କାଟି ଦିଅନ୍ତୁ । ଅଦା ରସରେ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଲେମ୍ବୁ କୁଣ୍ଡେଇ ହବ ରୋକିବା ଏବଂ ଦାଗରୁ ରକ୍ଷା କରିବା । ଲେମ୍ବୁ ରସ ପୁରା ମିଶାଇ ଦିଅନ୍ତୁ।ଏହାପରେ ଏହି ଉପଚାରକୁ ତିଆରି କରିବା ପାଇଁ ଏଥିରେ ହଳଦୀ ଗୋଟିଏ ଚାମଚ ପକାଇ ଦିଅନ୍ତୁ।ହଳଦୀ କୁଣ୍ଡିଆକୁ ଭଲ କରିଥାଏ।ଏହା ଦାଗ ଏବଂ କୁଣ୍ଡିଆକୁ ଭଲ କରିଥାଏ।ଏହାକୁ ଭଲ ଭାବରେ ଗୋଳେଇ ମିଶେଇ ଦିଅନ୍ତୁ।ଯେମିତି ଗୋଟିଏ ଲେୟାର ପରି ହେଇଯିବ। ଘରୋଇ ଉପଚାର ପୁରା ତିଆରି ହେଇଯାଇଛି ।

ଆସନ୍ତୁ ଜାଣିବା ଏହାର ପ୍ରୟୋଗ କିପରି କରାଯାଇ ପାରିବ।ଗୋଟିଏ ତୁଲା ନିଅନ୍ତୁ ଏହାକୁ ପୁରା ସେହି ମିଶ୍ରଣରେ ପକାଇ ଦିଅନ୍ତୁ।ଆପଣଙ୍କର ଯେଉଁ ଆଡେ କୁଣ୍ଡୁଆ କି ଦାଗ ଅଛି ସେଠି ତୁଲା ସାହାଯ୍ୟରେ ଲଗାଇ ଦିଅନ୍ତୁ।ଲଗାଇବା ପରେ ଏହାକୁ ୩ ରୁ ୩.୩୦ ଘଣ୍ଟା ପଯ୍ୟନ୍ତ ଛାଡି ଦିଅନ୍ତୁ। ତାପରେ ଏହାକୁ ଥଣ୍ଡା ସ୍ୱଚ୍ଛ ପାଣିରେ ଧୋଇ ଦିଅନ୍ତୁ।ଏହାର କେବଳ ଗୋଟିଏ ଥର ବ୍ୟବହାର ପରେ ଏହା କୁଣ୍ଡିଆ ଏବଂ ଦାଗ ୱାରେ କାମ କରିବା ଆରମ୍ଭ କରିଦେବ।ଏହାର ବ୍ୟବହାର ଯଦି ଅସ୍ପନ ଗୋଟିଏ ସପ୍ତାହ କରିବେ ତାହେଲେ ଆପଣଙ୍କର କୁଣ୍ଡିଆ ଏବଂ ଦାଗ ସବୁ ଭଲ ହେଇଯିବ। ଯଦି ଆପଣ ଏହାକୁ ୩ ରୁ ୭ ଦିନ ଯାଏ ଲାଗେଇବେ ତାହେଲେ ଆପଣଙ୍କର ବହୁତ ବର୍ଷର ଦାଗ ଏବଂ କୁଣ୍ଡିଆ ଭଲ ହେଇଯିବ। ଏହାର କେବଳ ଗୋଟିଏ ଥର ବ୍ୟବହାର ପରେ ଏହା କୁଣ୍ଡିଆ ଏବଂ ଦାଗ ଉପରେ କାମ କରିବା ଆରମ୍ଭ କରିଦେବ। ଏହା ବହୁତ ଲାଭ ଦାୟକ ଅଟେ। ଏହା ବହୁତ ଜଲଦି କୁଣ୍ଡିଆ ଏବଂ ଦାଗ ଭଲ କରିଦେବ ।

Leave a Reply

Your email address will not be published. Required fields are marked *