December 23, 2024

Odia Express

Leading Odia News Portal of Odisha

ହ୍ରାଇଦାବାଦ ର ପ୍ରୋଫେସର୍ ସତିଶ ସବୁଦିନ ପ୍ଲାଷ୍ଟିକ୍ ରୁ ବନାଉଛନ୍ତି ପେଟ୍ରୋଲ୍ , ୪୦ ଟଙ୍କା ଲିଟର ବିକ୍ରି କରୁଛନ୍ତି – ଦେଖନ୍ତୁ କିପରି..

ହାଇଦ୍ରାବାଦରେ ରହୁଥିବା ୪୫ ବର୍ଷୀୟ ସତିଶ କୁମାର ପ୍ଲାଷ୍ଟିକ୍ ରୁ ପେଟ୍ରୋଲ୍ ବନାଇବାର ଏକ ଅନୋଖା କାରନାମା କରିବାର ଦାବି କରିଛନ୍ତି , ସେ ଜଣେ ମେକାନିକାଲ୍ ଇଞ୍ଜିନିୟର ଅଟନ୍ତି ଓ ବହୁତ ବର୍ଷ ହେଲା ହାଇଦ୍ରାବାଦରେ ରହିଆସୁଛନ୍ତି , ସେ ଦାବି କରିଛନ୍ତି କି ସେ ତିନୋଟି ପର୍ଯ୍ୟାୟରେ ପ୍ଲାଷ୍ଟିକ୍ ରୁ ପେଟ୍ରୋଲ୍ କରିପାରିବେ , ଏହି ପ୍ରକିୟା ପାଈଁ ସେ ପ୍ଲାଷ୍ଟିକ୍ ପାଇରୋଲିସିସ୍ ନାମ ଦେଇଥିଲେ । ଯେଉଁଥିର୍ ପ୍ଲାଷ୍ଟିକ୍ ଜିନିଷକୁ ଗରମ କରି ଗମିକରଣ ଓ ଅଣୁ ସଂଘନନ ପ୍ରକିୟା ପରେ ପେଟ୍ରୋଲ୍ ରେ ପରିବର୍ତ୍ତିତକରାଯାଇପାରିବ , ଏହା ସହ ସତିଶ କୁମାର ହାଇଡ୍ରୋକ୍ସି ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀ ବନାଇଛନ୍ତି , ଓ ଯାହାକି ଲଘୁ , ମଧ୍ୟମ ଉଦ୍ଧମ ମନ୍ତ୍ରାଳୟ ଦ୍ୱାରା ରେଜିଷ୍ଟର ଅଟନ୍ତି ।

 

ଏହି କମ୍ପାନୀ ଦ୍ୱାରା ପ୍ଲାଷ୍ଟିକ୍ ରୁ ପେଟ୍ରୋଲ୍ ତିଆରି କରାଯାଏ , ଯେଉଁଠି ପ୍ଲାଷ୍ଟିକ୍ ରିସାଇକେଲ୍ କରି ଡିଜେଲ୍ ବିମାନ ଇନ୍ଧନ, ଓ ପେଟ୍ରୋଲ୍ ବନାଇଥାନ୍ତି , ପ୍ରାୟ ୫୦୦ କିଲୋ ପ୍ଲାଷ୍ଟିକ୍ ପୁନଃ ନିଜ ବାସ୍ତବିକ ଅବସ୍ଥାରେ ଅଣାଯାଇପାରିବ ନାହିଁ , ଏହି ପ୍ରକିୟାରେ ୪୦୦ ଲିଟର ପେଟ୍ରୋଲ୍ ରେ ବଦଳାଇପାରିବ , ତାଙ୍କର ମୁତାବିକ ଏହା ବହୁତ ହିଁ ସରଳ ପ୍ରକିୟା ଅଟେ , ଯେଉଁଥିରେ ବିଲକୁଲ୍ ପାଣିର ପ୍ରୟୋଗ କରାଯାଏ ନାହିଁ , ଓ ଏଥିରେ ପାଣିର ୱେଷ୍ଟ ହିସାବରେ ବି ବାହାର କରାଯାଇନଥାଏ ।

 

ନ୍ୟୁଜ୍ ୧୮ ରିପୋର୍ଟ ମୁତାବିକ ଏହି ପ୍ରକିୟା ନିର୍ବାତ ହୋଇଥାଏ । ଏଥିପାଇଁ ଏଥିରେ ବାୟୁ ପ୍ରଦୁଷଣ ବି ହୁଏ ନାହିଁ , ୨୦୧୬ କୁ ନେଇକରି ୫୦ ଟନ୍ ପ୍ଲାଷ୍ଟିକ୍ ପେଟ୍ରୋଲ୍ ବଦଳିଯାଇଛି , ଏହି ପ୍ରକାରର ପ୍ଲାଷ୍ଟିକ୍ ପ୍ରୟୋଗ କରି ଯେଉଁଥିରେ କେଉଁ ପ୍ରକାରର ଆଉଥରେ ପ୍ରୟୋଗ ହୋଇନଥାଏ , ପ୍ରତିଦିନ ପ୍ରାୟ ୨୦୦ କିଲୋ ପ୍ଲାଷ୍ଟିକ୍ ପ୍ରୟୋଗରେ ଏହା ୨୦୦ ଲିଟର ପେଟ୍ରୋଲ୍ ହୋଇଯାଆନ୍ତି , ପେଟ୍ରୋଲ୍ ହେବାପରେ ସତୀଶଙ୍କ ଏହି ସ୍ଥାନୀୟ ବେପାରୀଙ୍କୁ ୪୦ରୁ ୫୦ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି କରାଯାଏ , ବାହାନରେ ପ୍ରୟୋଗ କରିବାପାଇଁ କେତେ ଉପଯୋଗୀ ଅଟେ , ଏହାର ଯାଞ୍ଚ କରିବା ଏବେ ବାକି ଅଛି ।

Leave a Reply

Your email address will not be published. Required fields are marked *