October 22, 2024

Odia Express

Leading Odia News Portal of Odisha

ଆଜିର ନୂଆ ଓଡିଆ ମଜାଦାର ପଜଲ – ପଜଲରେ ଏକ ମୁହଁର ଚିତ୍ର ଓ ତାପରେ କ୍ୟାସ ବା ଟଙ୍କାର ଚିତ୍ର ଦେଇଛି ତେବେ ପୁଅଟିର ନାମ କଣ ହେବ?ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ

କୌତୁହଳ ପୂର୍ଣ୍ଣ ପ୍ରଶ୍ନ ଆମ ବୁଦ୍ଧିର ବିକାଶ ସାଧନ କରିବା ସହିତ ଆମ ଜ୍ଞାନର ପରିସୀମାକୁ ପରିବ୍ୟାପ୍ତ କରିଥାଏ।ଓ ବିଭିନ୍ନ କ୍ଷେତ୍ରରେ ଆମେ ଆମ ଜ୍ଞାନର ସଦୁପଯୋଗ କରିଥାଉ।ତେଣୁ ଆମକୁ ବୁଦ୍ଧିରେ ପାରଙ୍ଗମ ହେବା ପାଇଁ ଶତ ଚେଷ୍ଟିତ କରିବା ସହିତ ଯତ୍ନଶୀଳ ହେବା ଉଚିତ।ଫଳରେ ଈଶ୍ୱରଙ୍କ ଦତ୍ତ ଜ୍ଞାନ ଗାରିମାକୁ ଆମେ ସଠିକ ଢଙ୍ଗରେ ନିୟୋଜିତ କରିପାରିବା।ନିମ୍ନରେ କେତେକ କୌତୁହଳ ପୂର୍ଣ୍ଣ ପଜଲ ଦିଆଯାଇଛି।ଯାହାକୁ ଦେଖି ଆପଣମାନେ ସଠିକ ନାମ ଅନୁମାନ କରିବେ।ଏହା ଅତ୍ୟନ୍ତ ମଜାଦାୟକ ଅଟେ।ଏହା ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରିବା ସହିତ ନିଜ ଜ୍ଞାନର ପରିସରକୁ ବ୍ୟାପକ କରିବାରେ ବିଶେଷ ସହାୟକ ହେବ।

ପଜଲ ନମ୍ବର-୧: ପ୍ରଥମ ପଜଲରେ ଏକ ଚାହା କପର ଚିତ୍ର ଦେଇଛି ଓ ତାପରେ ଲକ ଲେଖାହେଇଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଏହା ବହୁତ ସହଜ ଅଟେ।ଓ ପୁଅଟିର ନାମ ତିଳକ ଅଟେ।କାରଣ ପ୍ରଥମେ ଚାହାର ଚିତ୍ର ଦେଇଛି।ଯାହାକୁ ଇଂରାଜୀରେ ଟି କୁହାଯାଏ।ଓ ତାପରେ ଲକ।ତେଣୁ ପୁଅଟିର ନାମ ତିଳକ ଅଟେ।

ପଜଲ ନମ୍ବର-୨: ଦ୍ଵିତୀୟ ପଜଲରେ ଏକ କାର ଚିତ୍ର ଦେଇଛି ଓ ତାପରେ ଏକ ଠିକ ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଏହା ବହୁତ ସରଳ ଅଟେ।ଏହାର ସଠିକ ଉତ୍ତର ହେଉଛି କାର୍ତ୍ତିକ।କାରଣ ପ୍ରଥମେ ଏକ କାର ଚିତ୍ର ଦେଇଛି ଓ ତାପରେ ଠିକ ଚିନ୍ହ ଦେଇଛି।ତେଣୁ ପୁଅଟିର ନାମ କାର୍ତ୍ତିକ ଅଟେ।

ପଜଲ ନମ୍ବର-୩: ତୃତୀୟ ଚିତ୍ରରେ ଓଁ ଚିତ୍ର ଦେଇଛି।ଓ ତାପରେ ଏକ କାର ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଏହା ଏକ ସରଳ ପ୍ରଶ୍ନ ଅଟେ।ଏହାର ସଠିକ ଉତ୍ତର ହେଉଛି ଓଁକାର।କାରଣ ପ୍ରଥମେ ଓଁ ଓ ତାପରେ କାର ଚିତ୍ର ଦେଇଛି।

ପଜଲ ନମ୍ବର-୪: ଚତୁର୍ଥ ପଜଲରେ ଏକ ଚାବିର ଚିତ୍ର ଦେଇଛି ଓ ତାପରେ ସୂର୍ଯ୍ୟ କିରଣ ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଏହା ଏକ ସରଳ ପ୍ରଶ୍ନ ଅଟେ।ଏହାର ସଠିକ ଉତ୍ତର ହେଉଛି କିରଣ।କାରଣ ପ୍ରଥମେ ଚାବି ବା କି ର ଚିତ୍ର ଅଛି ଓ ତାପରେ ସୂର୍ଯ୍ୟ କିରଣ।ତେଣୁ ପୁଅଟିର ନାମ କିରଣ।

ପଜଲ ନମ୍ବର-୫: ପଞ୍ଚମ ପଜଲରେ ଆ ଲେଖା ହୋଇଛି ଓ ତାପରେ ସିସ ଚିତ୍ର ଅଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଆଶିଷ।ଏହା ବହୁତ ସରଳ ଓ ସହଜ ପ୍ରଶ୍ନ ଅଟେ।

ପଜଲ ନମ୍ବର-୬: ଷଷ୍ଠ ପଜଲରେ ସୂର୍ଯ୍ୟଙ୍କ ଚିତ୍ର ଦେଇଛି ଓ ତାପରେ ଦୀପ ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ସନ୍ଦୀପ।କାରଣ ପ୍ରଥମେ ସନ ଚିତ୍ର ଅଛି ଓ ତାପରେ ଦୀପ।ତେଣୁ ପୁଅଟିର ନାମ ସନ୍ଦୀପ।

ପଜଲ ନମ୍ବର-୭: ସପ୍ତମ ପଜଲରେ ଏକ ମୁହଁର ଚିତ୍ର ଓ ତାପରେ କେଶ ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଏହା ଏକ ସହଜ ପ୍ରଶ୍ନ ଅଟେ।ଏହାର ସଠିକ ଉତ୍ତର ହେଉଛି ମୁକେଶ।

ପଜଲ ନମ୍ବର-୮: ଅଷ୍ଟମ ପଜଲରେ ଏକ ଚାବିର ଚିତ୍ର ଦେଇଛି ଓ ତାପରେ ସ୍ୱର ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି କିଶୋର।ଏହା ଚିତ୍ରରୁ ସ୍ପଷ୍ଟ ଜଣା ପଡୁଛି।

ପଜଲ ନମ୍ବର-୯: ନବମ ପଜଲରେ ଏକ କୋଲପ ଚିତ୍ର ଅଛି ଏବଂ ଆ ଲେଖା ହୋଇଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଆଲୋକ।ଏହା ବହୁତ ସହଜ ଅଟେ।ପ୍ରଥମେ ଆ ଚିତ୍ର ଅଛି ଓ ତାପରେ ଲକ।ତେଣୁ ପୁଅଟିର ନାମ ଆଲୋକ ଅଟେ।

ପଜଲ ନମ୍ବର-୧୦: ଦଶମ ପଜଲରେ ଏକ ଜଗ ଚିତ୍ର ଦେଇଛି ଓ ତାପରେ ଦୀପ ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ହେବ?

ଉତ୍ତର- ଏହା ବହୁତ ସହଜ ଅଟେ।ଏହାର ସଠିକ ଉତ୍ତର ହେଉଛି ଜଗଦୀପ।କାରଣ ପ୍ରଥମେ ଜଗ ଚିତ୍ର ଓ ତାପରେ ଦୀପ ଚିତ୍ର ଦେଇଛି।

Leave a Reply

Your email address will not be published. Required fields are marked *