ଆଲିଆ ନୁହେଁ ଏହି ହିରୋଇନକୁ କରିନା ନିଜର ଭାଉଜ କରିବାକୁ ଚାହୁଁଥିଲେ , ଜୀବନ ସାରା ରହିବ ଏହାର ଦୁଃଖ..
ବଲିଉଡ୍ ରେ ଏମିତି କଳାକାର ଅଛନ୍ତି ଯାହା ଜଣେ ଅନ୍ୟ ଜଣଙ୍କ ସହ ସଂମ୍ପର୍କ କରିବାରେ ଆଶା ରଖନ୍ତି , କାରଣ ସେମାନେ ଚାହଁନ୍ତି କି ସେମାନେ ଯାହାକୁ ପସନ୍ଦ କରନ୍ତି ସେ ତାଙ୍କ ସହ କେଉଁ ନା କେଉଁ ରୁପରେ ସବୁବେଳେ ସାଥିରେ ରହୁ । ଏମିତି ଏକ ଇଚ୍ଛା କରିନା କାପୁରଙ୍କର ଥିଲା< ଯେବେ ସେ କେବେ ପୁରା କରିପାରିଲେ ନାହିଁ , କରିନା କାପୁରଙ୍କ ଭାଇଙ୍କ ବିଷୟରେ ଆପଣ ସମସ୍ତେ ଜାଣିଥିବେ ଯିଏକି ରଣବୀର କାପୁର ଅଟନ୍ତି , ତାଙ୍କ ଭାଇ ଏମିତି ଏକ ପାର୍ଟନର୍ ଚାହୁଁଥିଲେ , ଯାହାକୁ ସେ ବହୁତ ପସନ୍ଦ କରୁଥିଲେ, ଚାଲନ୍ତୁ ଜାଣିବା ସେ କିଏ କଳାକାର , ଯାହାଙ୍କୁ ସେ ନିଜ ଭାଉଜ କରିବାକୁ ଚାହୁଁଥିଲେ ।
ଏବେ ଆପଣଙ୍କ ମୁଣ୍ତରେ ଗୋଟେ ପ୍ରଶ୍ନ ଆସୁଥିବ କି କଣ ପାଇଁ କରିନାଙ୍କ ଇଚ୍ଛା ପୁରଣ ହୋଇପାରିବ ନାହିଁ । ଯେବେ କି ରଣବୀର ଅବିବାହିତ ଅଛନ୍ତି , କରିନା ଯେଉଁ ଅଭିନେତ୍ରୀଙ୍କୁ ନିଜ ଭାଉଜ କରିବାକୁ ଚାହୂଁଛନ୍ତି , ତାଙ୍କର ବାହାଘର ହୋଇସାରିଛି, ସେହି ଅଭିନେତ୍ରୀଙ୍କର ବାହାଘରରେ କରିନା କାପୁର ଦେଖାଯାଇଥିଲେ । କିନ୍ତୁ ତାଙ୍କ ମନରେ ଦୁଃଖ ନିଶ୍ଚିତ ହୋଇଥିବ , କି ସେ ତାଙ୍କୁ ଭାଉଜ କରିପାରିଲେ ନାହିଁ କହିଦେବୁ କି ସେ କରିନା କାପୁରଙ୍କ ଭଲ ବନ୍ଧୁ ଅଟନ୍ତି , ଏହି ଦିନରେ କରିନା କାପୁର ନିଜ ଫିଲ୍ମ ବିରେ ଦି ୱେଡିଙ୍ଗ୍ ରେ ଚର୍ଚ୍ଚିତ ହୋଇଛନ୍ତି , ତାହା ସହ ବଡ ପରଦାରେ ମା ହେବା ପରେ ପ୍ରଥମ କମ୍ ବ୍ୟାକ୍ ଲୋକଙ୍କୁ ଖୁବ୍ ପସନ୍ଦ ଆସିଥିଲା ।
କହିଦେବୁ କି ରଣବୀର କରିନାଙ୍କ ପସନ୍ଦର ଝିଅ ସହ ଡେଟ୍ ବି କରିଥିଲେ, କିନ୍ତୁ କିଛି ମତାନ୍ତର ସକାଶେ ତାଙ୍କର ବ୍ରେକ୍ ଅପ୍ ହୋଇଗଲା , ଯାହା ପରେ କରିନା ଉଦାସ ହୋଇଗଲେ, ଏହି ଦିନରେ ରଣବୀର କାପୁର ଆଲିଆ ଭଟ୍ଟଙ୍କୁ ଡେଟ୍ କରୁଛନ୍ତି , କୁହାଯାଉଛି କି ଆଲିଆ ଜଲଦି ହିଁ କାପୁର୍ ଖାନଦାନ୍ ର ବୋହୁ ହେବେ ।
ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କଥା ହେଉଛୁ ସେ ଆଉ କେହି ନୁହେଁ ସୋନମ୍ କାପୁର ଅଟନ୍ତି , ସୋନମ୍ ଏବେ କିଛି ଦିନ ହେବ ବିର ଦି ୱେଡିଙ୍ଗ୍ ରେ ଦେଖାଦେଲେ , ଯାହାପରେ କରିନା ଏକ ଇଣ୍ଟରଭ୍ୟୁରେ କହିଥିଲେ କି ସେ ସୋନମ୍ ଙ୍କୁ ନିଜ ଭାଉଜ କରିବାକୁ ଚାହୁଁଛନ୍ତି , ଏହି ସେହି ଦିନରେ କଥା ଅଟେ , ଯେବେ ରଣବୀର ସୋନମ୍ ଙ୍କୁ ଡେଟ୍ କରୁଥିଲେ ଏବେ ପୁରା ମାମଲା ବଦଳିଯାଇଛି ।
ସୋନମ୍ ଙ୍କୁ ରଣବୀର କାପୁରଙ୍କୁ ବିବାହ କରିବା ସ୍ୱପ୍ନ କରିନାଙ୍କ ଭାଙ୍ଗିଗଲା, ଏବେ କିଛି ଦିନ ହେବ ସୋନମ୍ କାପୁର ଆନନ୍ଦ ଆହୁଜାଙ୍କ ସହ ବିବାହ କରିଛନ୍ତି , ଯାହାକି କିଛି ଦିନ ହେବ ଚର୍ଚ୍ଚାରେ ଅଛି, ଛାଡନ୍ତୁ ଯେବେ ଆଲିଆଙ୍କ ଲାଇଫ୍ ରେ ରଣବୀରଙ୍କ ଏଣ୍ଟ୍ରି ହୋଇସାରିଛିଇ , ଏବେ ଏହା କହିବା ଭୁଲ୍ ହେବ , କହିଦେବୁ କି ଆଲିଆ ଓ କରିନା ଭଲ ବନ୍ଧୁ ଅଟନ୍ତି , ସେମିତି କରିନାଙ୍କୁ ଆଲିଆ ବହୁତ ପସନ୍ଦ ଲାଗନ୍ତି ।