ମଜାଦାର୍ ଜୋକ୍ସ : ଚାକରାଣୀ ମାଲିକାଣୀଙ୍କୁ କହେ , ମ୍ୟାଡାମ୍, ସାହେବ୍, ମୁଁ ମା ହେବାକୁ ଯାଉଛି, ମୋତେ ଲମ୍ବା ଛୁଟି ଦରକାର ତାପରେ ଯାହା ହେଲା..
ଆମ ଜୀବନରେ କିଛି ସମସ୍ୟା କିମ୍ବା କାର୍ଯ୍ୟ ହେତୁ ଆମେ ସମସ୍ତେ ଚିନ୍ତିତ ରହୁ, କିନ୍ତୁ ଅତ୍ୟଧିକ ଚିନ୍ତିତ ରହିବା ଦ୍ୱାରା ଆମ ସ୍ୱାସ୍ଥ୍ୟକୁ ମଧ୍ୟ ଖରାପ କରିପାରେ, ସେହି ଡାକ୍ତରମାନେ ମଧ୍ୟ କହିଛନ୍ତି ଯେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ସର୍ବଦା ନିଜକୁ ଖୁସି ରଖିବା ଉଚିତ ଭାବେ ହସିବା ଉଚିତ୍ ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ବହୁତ ମଜାଳିଆ ଥଟ୍ଟା ଆଣିଛୁ, ଏହାକୁ ଜାଣିଲା ପରେ ଆପଣ ହସି ହସି ବେଦମ୍ ହୋଇଯିବେ ତେବେ ଆଉ ବିଳମ୍ବ କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।
୧) ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଏକ ଜବରଦସ୍ତ ଗଣ୍ତଗୋଳ ହୋଇଗଲା, ଏତେ ଭୟାନକ ଥିଲା କି ସ୍ୱାମୀ ମରିବାର ଧମକ ଦେଇଦେଲା , ଓ ଷ୍ଟୁଲରେ ଚଢିକରି ଫାଶି ଦେବାକୁ ଚେଷ୍ଟା କଲା । ସ୍ତ୍ରୀ- ଏକଦମ୍ ଚିନ୍ତାମୁକ୍ତ୍ ହୋଇ, ହୋଇଗଲା କି ଯାହା କରିବାକୁ ଚାହୁଁଛ , ଟିକିଏ ଜଲଦି କର, ଅଧିକା ଲେଟ୍ କରନାହିଁ ,ମୋତେ ଷ୍ଟୁଲର ଦରକାର ଅଛି ।
୨) ଏକ ଗଞ୍ଜା ମୁଣ୍ତରେ ଦୁଇଟି ବାଳ ଥିଲା, ଦୁହେଁଙ୍କ ମଧ୍ୟରେ ପ୍ରେମ ହୋଇଗଲା , ତାପରେ ତାଙ୍କର ବିବାହ ହେଲା ନାହିଁ । ସୋନୁ- କଣ ପାଇଁ ହେଲା ନାହିଁ ବାହାଘର? ମୋନୁ- କାରଣ, ବାଳ ବିବାହ ଆଇନଗତ ଅପରାଧ ଅଟେ ।
୩) ଲଲୁ ଡାକ୍ତର କଲୁ କୁ- ଦେଖ ସେ ହେଲା ମୋର ପ୍ରେମିକା, କଲୁ- ତୁମେ ତାକୁ ବାହା ହେଇଯାଉନ କଣ ପାଇଁ ? ଲଲୁ ଡାକ୍ତର- କରିନେବି ତ ବିବାହ, କିନ୍ତୁ ମୋର ବଡ କ୍ଷତି ହୋଇଯିବ, ସେ କୋଟିପତି ବାପାର ଏକ ମାତ୍ର ଝିଅ ଅଟେ, ଓ ସେ କେବଳ ମୋ ଠାରୁ ଚିକିତ୍ସା କରାଉଛି ।
୪) ସ୍ତ୍ରୀ ବାସନ ଧୋଉଥିଲା ସାହାଯ୍ୟ ପାଇଁ ନିଜ ସ୍ୱାମୀକୁ ଡକାଏ, କିନ୍ତୁ କିଛି ଜବାବ୍ ଆସେନାହିଁ , ସେ ଯାଇକରି ଦେଖେ କି ବିଚରାସ୍ୱାମୀ ଥକିକରି ଶୋଫାରେ ଫାଇଲ୍ ଗୁଡିକ ରଖି ଶୋଇଛି, ସ୍ତ୍ରୀ ଭଲରେ ଗାଲରେ ହାତ ଦିଏ ଓ ତାପରେ ବାସନରେ ବେଲଣ ଉଠାଇକରି ପିଠିରେ ଭଲରେ ଦେଇଦିଏ , ସ୍ୱାମୀ ଭୟଭୀତହୋଇ କହେ , କଣ ହେଲା ଏତେ ଜୋର୍ ରେ କଣ ପାଇଁ ମାରିଲ ? ସ୍ତ୍ରୀ- ତାର ଫୋନ୍ ଦେଖାଉଛି ଯେଉଁଥିରେ ଲେଖା ହୋଇଥିଲା- Last seen on whatsapp 1 minute ago .
୫) ଲୋଭି ବାପା- ପୁଅ ଯଦି ଶଶୁରଘର ଲୋକେ ସ୍କୁଟର ଦେଲେ ତ କାର୍ ମାଗିବୁ, କୁଲର୍ ଦେଲେ ଏସି ମାଗିବୁ, ପୁଅ—ବାପା ଯଦି ସେ ଝିଅ ଦେବେ ତ ତାର ମା ମାଗି ନେବି କି ?
୬) ବାପା ଜଳଖିଆ କରୁଥିଲେ ଅଚାନକ୍ ଫୋନ୍ ବାଜିଲା , ବାପା- ମୋର ଅଫିସ୍ ରୁ ହୋଇଥିବ କହିଦେବ ମୁଁ ଘରେ ନାହିଁ । ଝିଅ- ଫୋନ୍ ଉଠାଇକରି ବାପା ଘରେ ଅଛନ୍ତି, ବାପା- ଆରେ ମୁଁ କହିଥିଲି କି ଘରେ ନାହିଁ ବୋଲି କହିବୁ , ଝିଅ- ଆରେ ବାପା ମୋର ଫୋନ୍ ଥିଲା, ତା ପରେ ବାପା ବେହୋସ୍ ।
୭) ସାଙ୍ଗ- ଆରେ ସାଙ୍ଗ ମୁଁ ପୁରା ବର୍ବାଦ୍ ହୋଇଗଲି, ପିଙ୍କି- କଣ ସ୍ୱାମୀ ପିଟିଲା କି ? ସାଙ୍ଗ- ମୋର ସ୍ୱାମୀର ଅଫିସ୍ ରେ ଏକ ଝିଅ ସହ ଆଫେୟାର୍ ଚାଲୁଛି, ପିଙ୍କି- ତୋତେ କେମିତି ଜଣାପଡିଲା ? ସାଙ୍ଗ- ମୋର ବୟଫ୍ରେଣ୍ତ କଲ୍ କରି ସେହି ଗୋଟେ ଝିଅ ସହ ଦେଖିଥିଲା ।
୮) ଝିଅ- କଣ କାନ୍ଦୁଛ ? ପୁଅ- ମୁଁ ଆଜି ପର୍ଯ୍ୟନ୍ତ କେଉଁ ଝିଅକୁ କିସ୍ କରିନାହିଁ , ଝିଅ- କାନ୍ଦ ନାହିଁ ମୋତେ କିସ୍ କରିଦିଅ, କିସ୍ କରିବାପରେ, ଝିଅ- ଏବେ ଏତେ ହସୁଛ କଣା ପାଇଁ ? ପୁଅ- ମୁଁ ଏମିତି କାନ୍ଦି କାନ୍ଦି ସବୁ ମହଲା ଯାକର ଝିଅଙ୍କୁ କିସ୍ କରିଦେଇଛି ।
୯) ଝିଅ- ଜାନୁ- ତୁମର ଏହି ଡାଇମଣ୍ତ ରିଙ୍ଗ୍ ମୋତେ ଦେଇଦିଅ, ପୁଅ- କଣପାଇଁ ଡାର୍ଲିଙ୍ଗ୍ ? ଝିଅ- ମୁଁ ସବୁଦିନ ଦେଖିକରି ତୁମକୁ ମନେ ପକାଇବି, ପୁଅ- ସେମିତି ତ ତମେ ମୋତେ ମନେ ପକାଇବ, ଝିଅ- କେମିତି, ପୁଅ- ଏହା ଭାବିକରି କି ଡାଇମଣ୍ତ ରିଙ୍ଗ୍ ମାଗିଥିଲି କିନ୍ତୁ ଶଳା ଦେଲାନାହିଁ ।
୧୦) ମ୍ୟାଡାମ୍ – ଯିଏ ବୋକା ସିଏ ଠିଆ ହୋଇଯାଅ, ପପୁ –ଠିଆ ହୋଇଗଲା, ମ୍ୟାଡାମ୍- ତୁମେ ବୋକା କି ? ପପୁ- ନା ମ୍ୟାଡାମ୍- ଆପଣ ଏକେଲା ଠିଆ ହୋଇଥିଲେ ତ ସେଥିପାଈଁ ମୋତେ ଭଲ ଲାଗିଲାନାହିଁ ।
୧୧) ପିଙ୍କି ନିଜ ସାଙ୍ଗର ଘରକୁ ଆସିଲା ପିଙ୍କି- ସାଙ୍ଗ କାଲି ମୋର ବୟଫ୍ରେଣ୍ତର ଜନ୍ମଦିନ ଅଟେ, ଚିଙ୍କି- ବଢିଆ, ପିଙ୍କି- ତାକୁ କଣ ଗିଫ୍ଟ ଦେବି, ଚିଙ୍କି- ପଇସା ବାଲା କି ? ପିଙ୍କି- ହଁ ପଇସାବାଲା ଅଟେ, ଚିଙ୍କି- ତାକୁ ମୋର ନମ୍ବର ଦେଇଦେ