December 27, 2024

Odia Express

Leading Odia News Portal of Odisha

ଘରେ ମୂଷା ମାନଙ୍କ ପ୍ରାଦୁର୍ଭାବରୁ ରକ୍ଷା ପାଇବାର ଉପାୟ – ନିଶ୍ଚୟ ଜାଣିରଖନ୍ତୁ ଏହି ଉପାୟ ଗୁଡିକ..

ସମସ୍ତ ବ୍ୟକ୍ତି ଏକ ସୁସ୍ଥ ଜୀବନ ଓ ସୁସ୍ଥ ପରିବେଶର ପ୍ରୟୋଜନୀୟତା ରଖିଥାନ୍ତି।ପ୍ରଥମତଃ ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ସେମାନଙ୍କ ଘର ସର୍ବଦା ପରିଷ୍କାର ଓ ପରିଚ୍ଛନ୍ନ ରହୁ।ଓ ସେମାନଙ୍କ ଘରର ସମସ୍ତ ଆସବାବପତ୍ର ମଧ୍ୟ ପରିଷ୍କାର ଓ ସୁରକ୍ଷିତ ରହୁ।ସମସ୍ତେ ଏଥିପ୍ରତି ସଚେତନ ରହିବା ମଧ୍ୟ ଅପରିହାର୍ଯ୍ୟ।ଘରର ସମସ୍ତ ଜିନିଷକୁ ପରିଷ୍କାର ରଖିବା ଓ ତାହାର ଉପଯୁକ୍ତ ଯତ୍ନ ନେବା ମନ ଭିତରେ ସକାରାତ୍ମକ ଚିନ୍ତାଧାରାକୁ ଉଦ୍ରେକ କରିଥାଏ। ତେଣୁ ଏସବୁ ପ୍ରତି ଯତ୍ନଶୀଳ ହେବା ବହୁତ ଭଲ ଗୁଣ ଅଟେ।ହେଲେ କେତେକ ଲୋକ ଏସବୁକୁ ଧ୍ୟାନ ଦିଅନ୍ତି ନାହିଁ।ଓ ଅନେକ କ୍ଷେତ୍ରରେ କେତେକ କୀଟ ପଟଙ୍ଗ ଓ ଛୋଟ ଛୋଟ ପ୍ରାଣୀ ଏସବୁରେ ବ୍ୟତିକ୍ରମ ସୃଷ୍ଟି କରିଥାନ୍ତି।ଯାହାକି ବହୁତ ମ୍ରିୟମାଣ ଜନକ ହୋଇଥାଏ ଓ ଚିଡି ଲାଗିଥାଏ।ଏସବୁ ପ୍ରଣୀ ଘରର ଜିନିଷ ପତ୍ର ଆଦିକୁ ନଷ୍ଟ କରିଦିଅନ୍ତି ଓ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଥାନ୍ତି।ଓ ପରିବେଶକୁ ଅସୁନ୍ଦର କରିଥାନ୍ତି।

ସେସବୁ ପ୍ରାଣୀ ମାନଙ୍କ ମଧ୍ୟରେ ମୂଷା, ବେଙ୍ଗ, ମଶା,ଅସରପା ଇତ୍ୟାଦି ଘରେ ବହୁତ ବିଶୃଙ୍ଖଳା ସୃଷ୍ଟି କରିଥାନ୍ତି।ଘରର ଜିନିଷ ପତ୍ରକୁ ନଷ୍ଟ କରିବା ସହିତ ଖାଦ୍ୟପେୟରେ ମଧ୍ୟ ଅଶାନ୍ତି ସୃଷ୍ଟି କରିଥାନ୍ତି।ସେସବୁ ପ୍ରାଣୀଙ୍କ ମଧ୍ୟରେ ମୂଷା ଅନ୍ୟତମ।ଯିଏକି ଜିନିଷ ପତ୍ର ନଷ୍ଟ କରିବା ସହିତ ବହୁତ ହଇରାଣ କରିଥାଏ।ପ୍ରାୟ ସମସ୍ତଙ୍କ ଘରେ ମୂଷାର ଉପଦ୍ରବ ଏକ ପ୍ରଧାନ ସମସ୍ୟା ରୂପେ ପରିଚିତ।ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଏଥିରୁ ମୁକ୍ତି ପାଇବାକୁ ଚାହାନ୍ତି।ନିମ୍ନରେ ଏହାର ଏକ ସରଳ ଉପାୟ ବର୍ଣ୍ଣନା କରାଯାଇଛି।ଯାହାକି ଆପଣଙ୍କୁ ମୂଷା ମାନଙ୍କ ଉପଦ୍ରବରୁ ରକ୍ଷା କରିପାରିବ।

ଏକ ପାତ୍ରରେ କିଛି ଅଟା ନେବେ।ଓ ସେଥିରେ କିଛି ବିମଲ ମିଶାଇବା।ଯାହାକି ବଜାରରେ ସହଜରେ ଉପଲବ୍ଧ ହେବ।ଓ ତାପରେ ଏଥିରେ କିଛି ଘିଅ ମିଶାଇବା।ଓ କିଛି ପାଣି ମିଶାଇ ଏହାକୁ ଭଲ ଭାବରେ ଚକଡ଼ି ଦେବା।ଓ ଏଥିରେ ଆଉ କିଛି ଘିଅ ମିଶାଇ ଛୋଟ ଛୋଟ ଲଡୁ ପ୍ରସ୍ତୁତ କରିବା।ଓ ଘରର ଯେଉଁ ଜାଗାରେ ମୂଷା ମାନଙ୍କ ଉପଦ୍ରବ ବେଶି ବୋଲି ଜଣା ପଡେ ସେଠାରେ ରାତିରେ ଏହି ଲଡୁକୁ ରଖିବା।ଓ ମୂଷା ମାନେ ଏହାକୁ ଖାଇଲେ ନିଶ୍ଚିତ ମରିଯିବେ ଓ ଆପଣଙ୍କ ଘର ମୂଷା ମାନଙ୍କ ଦାଉରୁ ରକ୍ଷା ପାଇଯିବ।

ଏକ ସୁସ୍ଥ ସ୍ୱାସ୍ଥ୍ୟ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ସମାଜ ଗଠନ ଅଭିମୁଖେ ପ୍ରୋତ୍ସାହିତ କରିଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରିବାର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ।ବିଳାସ ବ୍ୟସନ ପୂର୍ଣ୍ଣ ଜୀବନ ବର୍ତ୍ତମାନ ଯୁଗରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇଥାଏ।ତେଣୁ ଏହାର ଠିକ ଭାବରେ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।

ତେଣୁ ଆଶା କରୁଛି ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ଓ ଫଳପ୍ରଦ ହେବ।ଓ ଆପଣ ମାନେ ଆପଣଙ୍କ ଘରକୁ ମୂଷା ମାନଙ୍କ ଉପଦ୍ରବରୁ ରକ୍ଷା କରିପାରିବେ।ଓ ଆପଣଙ୍କ ଘରର ପରିବେଶକୁ ସ୍ୱାସ୍ଥ୍ୟକର ଓ ସୁନ୍ଦର କରି ଗଢି ତୋଳିବେ।ବଜାରରୁ ପଇସା ବ୍ୟୟ କରି ମୂଷା ଔଷଧ ଆଣିବା ଅପେକ୍ଷା ଏପରି ସରଳ ତଥା ଘରୋଇ ଉପାୟରେ ଆପଣ ମୂଷା ମାନଙ୍କ ଉପଦ୍ରବରୁ ରକ୍ଷା ପାଇ ପାରିବେ।

Leave a Reply

Your email address will not be published. Required fields are marked *