October 18, 2024

Odia Express

Leading Odia News Portal of Odisha

କେବଳ ଏହି ୫ ଟି ପତ୍ରକୁ ପ୍ରତିଦିନ ଖାଆନ୍ତୁ ଆଉ ନିଜ ଶରୀରର ଚର୍ବି ଅଂଶକୁ କମାନ୍ତୁ , ଚୁଟି କୁ ଝଡ଼ିବାରୁ ରୋକନ୍ତୁ ଏବଂ ମୁହଁକୁ ସୁନ୍ଦର ରଖନ୍ତୁ

ଇଟିଲି ତରକାରୀ ଖାଇବା ବେଳେ ଆମେ ଯେଉଁ ଭୂଷଙ୍ଗ ପତ୍ର କୁ ବାହାରକୁ ଫୋପାଡ଼ି ଦେଇଥାଉ ସେହି ପତ୍ର ସ୍ଵାଦ ରେ ଭରପୁର ହୋଇଥାଏ । ଏହାକୁ କଞ୍ଚା ରେ ଖାଇବା ବି କିଛି କଷ୍ଟକର କାର୍ଯ୍ୟ ନୁହେଁ । ଏହାର କିଛି ପତ୍ର କୁ ଯଦି ଆପଣ ପ୍ରତିଦିନ ଖାଇବେ ତାହେଲେ ଆପଣ ଓଜନ କୁ କମାଇ ପାରିବେ , ନିଜର ହଜମ କୁ ଠୀକ୍ କରାଇ ପାରିବେ ଏବଂ ଏହା ସହିତ ନିଜର ଚିନ୍ତା କୁ ବି ଦୂର କରିପାରିବେ ।ଏହି ଭୁସଙ୍ଗ ପତ୍ର କୁ ଛେଚି ଏହାର ପେଷ୍ଟ ପ୍ରସ୍ତୁତ କରି ଏହାକୁ ଯଦି ଆପଣ ନିଜର ଚୁଟି ରେ ଲଗାଇ ବେ ତାହେଲେ ନିଜର ଝଡୁଥିବା ଚୁଟି କୁ ରୋକି ପାରିବେ ଏବଂ ଏହି ପେଷ୍ଟ କୁ ଯଦି ଆପଣ ନିଜ ମୁହଁ ରେ ମଧ୍ୟ ଲଗାଇବେ ତାହେଲେ ବି ଆପଣ ନିଜର ମୁହଁ କୁ ଅଧିକ ସୁନ୍ଦର କରି ପାରିବେ । ତ୍ ଆଜି ଆମେ ଆପଣଙ୍କୁ କହିବୁ କି ଓଜନ କମାଇ ବା ପାଇଁ କେତେବେଳେ ଆଉ କେତେଟା ଭୂସଙ୍ଗ ପତ୍ର ଖାଇବା । ମୁହଁରୁ ବ୍ରଣ କୁ ଦୂର କରିବା ପାଇଁ କିପରି ପେଷ୍ଟ ପ୍ରସ୍ତୁତ କରିବା ଏବଂ ଚୁଟି ଝଡ଼ିବାକୁ ରୋକିବାକୁ ହେଲେ କିପରି ପେଷ୍ଟ ପ୍ରସ୍ତୁତ କରିବା , ଆସନ୍ତୁ ସେହି ବିଷୟରେ ଜାଣିବା ।


ପ୍ରଥମେ ଆସନ୍ତୁ ଆହ ଜାଣିବା କି ଭୁଷଙ୍ଗ ପତ୍ର ରେ ଏପରି କୁ ଗୁଁ ଥାଏ ଯାହାକି ଆମ ଶରୀରକୁ ଏତେ ପ୍ରଭାବ ପକାଇ ଥାଏ । ଏହି ଛୋଟ ଦେଖା ଯାଉଥିବା ପତ୍ର ରେ ବହୁତ୍ ସାରା ଭିଟାମିନ ଥାଏ ଯେମିତିକି ଭିଟାମିନ ଏ , ଭିଟାମିନ ବି , ଭିଟାମିନ ସି , ଭିଟାମିନ ଇ , କପର, ଧତୁସାର, କ୍ୟାଲସିୟମ, ଫସଫରସ , ଶ୍ବେତ ସାର, ଫାଇଭର୍, ଶକ୍ତି , ମଗ୍ନେଶିଅମ୍ , ଆଇରନ ଏବଂ ଅମିନ ଏସିଡ । ଏହି ପତ୍ର କୁ ଆପଣ କଞ୍ଚା ଖାଇ ପାରନ୍ତି ଏବଂ ଯଦି ଚାହିଁ ବେ ବି ଏହାକୁ ସୁପ୍, ଜୁସ କରି ସେଥିରେ ପକାଇ ସେବନ କରିପାରିବେ ।


ଅଧିକାଂଶ ଏହା ଦକ୍ଷିଣ ଭାରତୀୟ ଲୋକ ମାନେ ନିଜର ତରକାରୀ ରେ ପକାଇ ଖାଇଥାନ୍ତି । ଭୁସଂଗ ପତ୍ର ଆପଣଙ୍କୁ ଅତି ସହଜରେ ବଜାରରେ ମିଳି ଯାଇଥାଏ ଏବଂ ଆପଣ ଯଦି ଚାଂହିବେ ତାହେଲେ ନିଜ ଘରେ ମଧ୍ୟ ଏହି ଗଛ ଲଗାଇ ପାରିବେ । ଏହି ପତ୍ର କୁ ଶୁଖାଇ ଏହାର ଶୁଖିଲା ପାଉଡର ମଧ୍ୟ ବ୍ୟବହାର କରାଯାଏ ଯାହା କି ଅତି ସହଜ ରେ ବଜାରରେ ଉପଲବ୍ଧ ହୋଇଥାଏ।କିନ୍ତୁ ଯଦି ଆପଣ କଞ୍ଚା ପତ୍ର କୁ ବ୍ୟବହାର କରନ୍ତି ତାହେଲେ ଏହାର ଅଧିକ ପ୍ରଭାବ ରହିଥାଏ ।

ଯଦି ଓଜନ କମାଇ ବା ପାଇଁ ଆପଣ ଚାହୁଁ, ଛନ୍ତି ତାହେଲେ ଆପଣ ଏହି ପତ୍ର କୁ ପ୍ରତିଦିନ ଏହିପରି ଭାବରେ ଖାଦ୍ୟରେ ବ୍ୟବହାର କରନ୍ତୁ ।ଆପଣ ଙ୍କ ଓଜନ ବହୁତ୍ କମ ଦିନରେ କମିଯିବ । ଏହା ଆମ ଶରୀରର ସମସ୍ତ ଚର୍ବି କୁ ଦୂର କରିଦେଇଥାଏ ଏବଂ ଆମର ଖାଦ୍ୟ କୁ ହଜମ କରିବାରେ ମଧ୍ୟ ସହାୟକ ହୋଇଥାଏ । ଆପଣ ଯଦି ପ୍ରତିଦିନ ସକାଳେ ଖାଲି ପେଟରେ ୫ ରୁ ୭ ଟି ପତ୍ର କୁ ଚୋବେଇ ଏହାପରେ ଏକ ଗ୍ଲାସ ଗରମ ପାଣି ପିଇବେ ତାହେଲେ ଆପଣ ବହୁତ୍ କମ୍ ଦିନରେ ନିଜର ଓଜନ କମାଇ ପାରିବେ କହିବାକୁ ଗଲେ ୧ ମାସ ମଧ୍ୟରେ ଆପଣଙ୍କ ଓଜନ କମିଯିବ ଏବଂ ଏହି ପତ୍ର କୁ କୁ ଯଦି ଛେଚି ଆପଣ ନିଜର ମୁହଁରେ ଲଗାଇବେ ଆପଣଙ୍କ ମୁଁହ ର ଚମକ ଆସିବ ଏବଂ ଯଦି ଚୁଟି ରେ ଲଗାଇବେ ସେହି ପେଷ୍ଟ କୁ ତାହେଲେ ଚୁଟି ଆଉ ଝଡିବନି ।

Leave a Reply

Your email address will not be published. Required fields are marked *