October 22, 2024

Odia Express

Leading Odia News Portal of Odisha

ଆପଣଙ୍କ ଯେତେ ବଡ ପେଟ ହେଲେବି ଆପଣଙ୍କର ସବୁ ଚର୍ବି ଦୂର ହେଇଯିବ..

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣେଇ ଆପଣ ନିଜର ବଡ଼ ପେଟ କୁ କମାଇ ପାରିବେ ଏବଂ ନିଜ ଶରୀରର ଚର୍ବି କୁ ଦୂର କରିପାରିବେ ।ଆଜିକାଲି ସାଧାରଣତଃ ମୋଟପଣ ପାଇଁ ବହୁତ ଚିନ୍ତିତ ଅଛନ୍ତି । ସେମାନେ ନିଜ ମୋଟାପାଣ ପାଇଁ ସବୁ ବେଳେ ଚିନ୍ତା କରିଥାନ୍ତି କିପରି ନିଜର ପେଟ କୁ କମାଇ ପାରିବେ । ଏବଂ ଚର୍ବି କୁ ଦୂର କରିପାରିବେ । ଆଜି ମାନେ ସେହି ଲୋକ ମାନଙ୍କୁ ଏହି ବିଷୟରେ ଜଣାଇ ଦେବୁ କୁ ସେ କିପରି ନିଜର ମୋଟା ପଣ କୁ କମାଇ ପାରିବେ । ତ ଆସନ୍ତୁ ଜାଣିବା କେଉଁ ଉପାୟ ଦ୍ଵାରା ଆପଣ ନିଜ ଶରୀରର ଚର୍ବି କୁ ଦୂର କରି ପାରିବେ ।

ବହୁତ୍ ଖାଇବା ଫଳରେ ଅନେକ ଲୋକ ମାନଙ୍କର ପେଟ ବାହାରକୁ ବହରି ଆସିଥାଏ । ଆଜି ଆମେ। ଆପଣଙ୍କୁ ହେଉ ଉପାୟ କହିବାକୁ ଯାଉଛୁ ସେହି ଉପାୟ ଦ୍ଵାରା ଆପଣଙ୍କ ପେଟ ଯେତେ ବି ବଡ ମଧ୍ୟ ହୋଇଥା ଉ ନା କାହିଁକି ଆପଣଙ୍କ ପେଟ ର ଚର୍ବି କମିଯିବ । ଏହି ଉପାୟ କୁ ଆପଣେଇ ବା ପରେ ଆପଣଙ୍କୁ କୌଣସି ବ୍ୟାୟାମ , ଯୋଗ କରିବାକୁ ପଡ଼ିବ ନାହିଁ । ତ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ କିପରି ଆମେ ନିଜର ଚର୍ବି କୁ କମାଇ ପାରିବା ।

ଏଥିପାଇଁ ଆମକୁ ପ୍ରଥମେ ହରିଡା ଦରକାର । ଏହି ହରିଡା ସାଧାରଣତଃ ଦୋକାନ ମାନଙ୍କରେ ମିଳିଯାଏ । ଆପଣ ୩ ରୁ ୪ ଟି ହରିଡା ନିଅନ୍ତୁ । ଏହା ପରେ ଆପଣଙ୍କୁ କିଛି ଧନିଆ ର ଆବଶ୍ୟକ ତା ପଡ଼ିବ । ଏହି ଧନିଆ ସାଧାରଣତଃ ସମସ୍ତଙ୍କ ଘରେ ରହିଥାଏ । ଆପଣ ଏକ ପାତ୍ର ରେ ୨ ଚାମଚ୍ ଧନିଆ ନିଅନ୍ତୁ । ଏହା ପରେ ଆପଣଙ୍କୁ କିଛି ଜିରା ଦରକାର ହେବ । ଏହି ଜିରା ମଧ୍ୟ ସମସ୍ତଙ୍କ ଘରେ ରହିଥାଏ । ଏହା ପରେ ଆପଣଙ୍କୁ ସେହି ପାତ୍ରରେ ଏକ ଚାମଚ୍ ଜିରା ନେବାକୁ ହେବ । ଏହାପରେ ଆପଣଙ୍କୁ କିଛି ଅଲ୍ ସି ର ଆବଶ୍ୟକତା ପଡ଼ିବ । ସେହିଥିରେ ଆପଣ କିଛି ଅଲ୍ ସି ପକାଇ ଦିଅନ୍ତୁ ଏହାପରେ ତାହାକୁ ଗୋଳାଇ ଦିଅନ୍ତୁ।

ତାହାକୁ ଗୋଳାଇ ବା ପରେ ଆପଣ ତାହାକୁ ତାୱା ଉପରେ ପକାଇ ଗରମ କରି ଦିଅନ୍ତୁ। ଏହାପରେ ତାହାକୁ ଏକ ଚାମଚ୍ ସାହାର୍ଯ୍ୟ ରେ ଭଲ ଭାବରେ ଗୋଳାଇ ମିଶାଇ ଦିଅନ୍ତୁ । ଯେତେବେଳେ ସେହି ଜିରା ଗରମ ହୋଇଯିବ ତାହାର ବାସ୍ନା ବାହାରିଥାଏ ସେତେବେଳେ ଆପଣ ଗ୍ୟାସ କୁ ବନ୍ଦ କରି ଦିଅନ୍ତୁ।
ଏହି ଯେଉଁ ମିଶ୍ରଣ ଟି ପ୍ରସ୍ତୁତ ହେଲା ଏହାକୁ ଆପଣ ଗୁଣ୍ଡ କରି ଦିଅନ୍ତୁ।

ଏହା ପରେ ସେଥିରେ କିଛି ହଳଦୀ ଗୁଣ୍ଡ ମିଶାଇ ଦିଅନ୍ତୁ । ଗୋଟେ ରୁ ଏକ ଚାମଚ୍ ର ହଳଦୀ ଗୁଣ୍ଡ ମିଶାଇ ଦିଅନ୍ତୁ। ଏହାପରେ ଆପଣଙ୍କୁ ସେଥିରେ ଅଧା ଚାମଚ୍ ହେଙ୍ଗୁ ମିଶାଇ ଦିଅନ୍ତୁ। ଏହାପରେ ଆପଣ ସ3ହିଁ ହରିଡା ରୁ ୨ ଟି ହରିଡା ନିଅନ୍ତୁ ଏବଂ ତାକୁ ଗୁଣ୍ଡ କରି ସେଥିରେ ମିଶାଇ ଦିଅନ୍ତୁ ।ଏହାପରେ ଚାମଚ ଅଧାରୁ ଅଧା ସିନ୍ଥା ଲୁଣ ମିଶାଇ ଦିଅନ୍ତୁ। ଏହା ପରେ ତାହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ଏବଂ ମିଶାଇ ଦିଅନ୍ତୁ।

ଏହାପରେ ଆପଣଙ୍କୁ ୨୫ ଟି ନିମ୍ବ ପତ୍ର ଦରକାର । ଏହି ନିମ୍ବ ପତ୍ର ୨୫ ଟି କୁ ଶୁଖାଇ ଗୁଣ୍ଡ କରି ସେଥିରେ ପକାଇ ମିଶାଇ ଦିଅନ୍ତୁ। ଏହାପରେ ଆପଣ ସେହି ପ୍ରସ୍ତୁତ ମିଶ୍ରଣ କୁ ରାତିରେ ଶୋଇବା ଆଗରୁ ଗୋଟେ ଚାମଚ ଗୋଟେ ଗ୍ଲାସ୍ ପାଣିରେ ପକାଇ ସେବନ କରନ୍ତୁ ଏବଂ ଏହା ପରେ କିଛି ଖାଆନ୍ତୁ ନାହିଁ ପାଣି ପିଲେ ଚଳିବ । ଏହି ପରି ଯଦି ଆପଣ ୨୦ ଦିନ ନିୟମିତ ଭାବେ କରିବେ ତାହେଲେ ଆପଣଙ୍କ ଯେତେ ବଡ଼ ପେଟ ଥିଲେ ବି କମିଯିବ ଏବଂ ଆପଣଙ୍କ ଚର୍ବି ଦୂର ହୋଇଯିବ

Leave a Reply

Your email address will not be published. Required fields are marked *