ପରୀକ୍ଷାରେ ଯେବେ ପଚରାଗଲା ମଜାଦାର ପ୍ରଶ୍ନ ଓ ଉତ୍ତର – ଭାରତର କେଉଁ ରାଜ୍ୟ କେବେବି ଇଂରେଜ ମାନଙ୍କର ଦାସ ହୋଇନାହିଁ? ୯୯ ପ୍ରତିଶତ ଲୋକଙ୍କୁ ସଠିକ ଉତ୍ତର ଜଣା ନାହିଁ..
ବନ୍ଧୁଗଣ ଆଜି ଆମେ ଭାରତ ବିଷୟ ରେ ୫ଟି କୌତୁହଳଜନକ ପ୍ରଶ୍ନ ର ଉତ୍ତର ଆଣିଛୁ।ଏହାସହ ଆପଣ ଆମ ଦେଶରେ ଥିବା କିଛି ଖାସ ପ୍ରଶ୍ନ ଓ ଏହାର ଉତ୍ତର ଜାଣି ପାରିବେ।ଏହାସହ ଆପଣଙ୍କର କିଛି ପରିମାଣରେ ସାଧାରଣଜ୍ଞାନ ବଢିବ।ଯାହାକି ଆପଣଙ୍କର ଭବିଷ୍ୟତ ରେ କାର୍ଯ୍ୟରେ ଆସିବ ସାଧାରଣ ଜ୍ଞାନ ର ଏହି ଭଳି ଅଧ୍ୟାୟ ର ଅଭିବୃଦ୍ଧି କରାଇଲେ ସମସ୍ତ ପାଠକ ମାନଙ୍କର ମେଧା ଶକ୍ତି ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ଅନେକ ଜ୍ଞାନ ଭଣ୍ଡାର ର ବିଷୟରେ ଅବଗତ ହେବେ।ସେ ନିଜର ଏବଂ ଅନ୍ୟମାନଙ୍କର ଜ୍ଞାନ ବୃଦ୍ଧି ରେ ସହାୟକ ହେବ ।ଜଣେ ଲୋକର ଜ୍ଞାନ ବୃଦ୍ଧି ର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ହିତ ସାଧନ କରିଥାନ୍ତି ।ସେ ସମାଜର ଏବଂ ପ୍ରତ୍ୟେକ ବ୍ୟକ୍ତି ବିଶେଷ ର ଅନେକ ଉନ୍ନତି ସାଧନ କରନ୍ତି । ଜ୍ଞାନ ଏକ ଅଦ୍ଭୁତ ଭଣ୍ଡାର । ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ ।
ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି । ଜ୍ଞାନ ପିପାସୁ ଲୋକମାନେ ଖାଇବା ପିଇବା ଶୋଇବା ଭୁଲିଯାଆନ୍ତି। ସେଥିପାଇଁ କୁହା ଯାଇଛି ଯେ ” ନ ସରିବା ଯାଏଁ ବାଟ ଚାଲୁଥିବା ନ ବୁଝିବା ଯାଏଁ ପଚାରି ପ୍ରଗତି ପଥ କୁ ଯେଉଁ ଜନ ଚାହେଁ ନ ଶୁଏ ସେ ଦିନ ସର୍ବରୀ ” ତେଣୁ ପରିଶର୍ମି ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ ।ଏହା ଆମେ ପିମ୍ପୁଡ଼ି ଆଉ ଝିଂଟିକା ଗଳ୍ପ ରୁ ଶିକ୍ଷା ଲାଭ କରିଆସିଛୁ। ଜ୍ଞାନ ଆମକୁ ବିନୟୀ , ଭଦ୍ର, ନର୍ମ ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ।ଦୟା ଭାବ ଆମ ମନରେ ଜାଗ୍ରତ କରେ । ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବା ।ଚାଲନ୍ତୁ ଜାଣିବା ଆଜିର ସମସ୍ତ ପ୍ରଶ୍ନ ଓ ଏହା ସହ ଜଡିତ କିଛି ତଥ୍ୟ ବିଷୟରେ।ଏବେ ଆସନ୍ତୁ ଆଲୋଚନା କରିବା ଆମର ଆଜିର ପ୍ରଶ୍ନ ଗୁଡିକ ସମ୍ବନ୍ଧରେ।
୧) ପ୍ରଶ୍ନ: ଭାରତର କେଉଁ ରାଜ୍ୟରେ କୌଣସି ଅନ୍ୟ ରାଜ୍ୟର ଲୋକ ଜମି କିଣିପାରୁନଥିଲେ କିନ୍ତୁ ବର୍ତମାନ କିଣିପାରୁଛନ୍ତି
ଏହାର ଉତ୍ତର ହେଉଛି: ସେହି ରାଜ୍ୟ ହେଉଛି ଜାମ୍ମୁ ଓ କାଶ୍ମୀର।
୨) ପ୍ରଶ୍ନ: ଭାରତରେ ସବୁଠୁ ପ୍ରଥମେ ସୂର୍ଯ୍ୟ ଉଦୟ କେଉଁଠି ହୁଏ ?
ଏହାର ଉତ୍ତର ହେଉଛି: ଭାରତରେ ସବୁଠୁ ପ୍ରଥମେ ସୂର୍ଯ୍ୟ ଉଦୟ ଅରୁଣାଚଳ ପ୍ରଦେଶରେ ହୁଏ।ଏଥିପାଇଁ ଅରୁଣାଚଳ ପ୍ରଦେଶକୁ ସୂର୍ଯ୍ୟ ଉଦୟର ଭୂମି କୁହାଯାଏ।
୩) ପ୍ରଶ୍ନ: ଭାରତୀୟ ପୋଲିସର ସବୁଠୁ ବଡ ପଦବୀ କଣ ଅଟେ ?
ଏହାର ଉତ୍ତର ହେଉଛି: ଡିଜିପି- ଡ଼ାଇରେକ୍ଟର ଜେନେରାଲ ଅଫ ପୋଲିସ।ସବୁ ରାଜ୍ୟରେ ଡିଜିପି- ଡ଼ାଇରେକ୍ଟର ଜେନେରାଲ ଅଫ ପୋଲିସ ସବୁଠାରୁ ଉଚ୍ଚ ପଦବୀ ହୋଇ ଥାଏ।ଏମାନଙ୍କ ପୋଷାକରେ ଗୋଟିଏ ଖଣ୍ଡା ଓ ବ୍ୟାଟର ସହ ଅଶୋକ ସ୍ତମ୍ଭ ଥାଏ ଓ ତା ସହିତ ଏଥିରେ ଆଇପିଏସ ଲେଖା ହୋଇଥାଏ।
୪) ପ୍ରଶ୍ନ: ଦିଲ୍ଲୀ ଭାରତର ରାଜଧାନୀ କେବେହେଲା ?
ଏହାର ଉତ୍ତର ହେଉଛି: ଦିଲ୍ଲୀ ଭାରତର ରାଜଧାନୀ ୧୩ ଫେବୃଆରୀ ୧୯୩୧ ରେ ହେଲା।
୫) ପ୍ରଶ୍ନ: ଭାରତର କେଉଁ ରାଜ୍ୟ କେବେବି ଇଂରେଜ ମାନଙ୍କର ଦାସ ହୋଇନାହିଁ ?
ଏହାର ଉତ୍ତର ହେଉଛି: ଭାରତର ଗୋଆ ରାଜ୍ୟ ଇଂରେଜ ମାନଙ୍କର ଦାସ ହୋଇନାହିଁ।କାରଣ ପାଖାପାଖି ୪୦୦ ବର୍ଷ ପର୍ଯ୍ୟନ୍ତ ଏଠାରେ ପର୍ତ୍ତୁଗୀଜ ମାନଙ୍କର ଶାସନ ଚାଲୁଥିଲା।
ଆଶା କରୁଛୁ ଉପରୋକ୍ତ ପ୍ରଶ୍ନ ଏବଂ ଉତ୍ତର ଆପଣମାନଙ୍କ ପାଇଁ ଏହା ବହୁତ ଲାଭ ଦାୟକ ହେବ ଓ ଭବିଷ୍ୟତରେ ନିଶ୍ଚୟ ଏହା ଆପଣଙ୍କୁ ସାହାଯ୍ୟ କରିବ।କିଛିଟା ଜ୍ଞାନର ସୀମା ଆପଣଙ୍କର ବଢିଲା ଏହା ମାଧ୍ୟମରେ। ଧନ୍ୟବାଦ ।