September 20, 2024

Odia Express

Leading Odia News Portal of Odisha

କେବେଠୁ ଆରମ୍ଭ ହେଇଚି ପୁରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା , ଜାଣନ୍ତୁ ଏହା ପଛରେ ଥିବା କାହାଣୀ , ଯାହା ଜାଣିଲେ ଆପଣ ବି ହୋଇଯିବେ ଚକିତ – ସବୁ ଓଡ଼ିଆ ଜାଣିବା ଦରକାର..

ଗତ ୫୦୦ ବର୍ଷରୁ ଭଗବାନ ଜଗନ୍ନାଥଙ୍କର ରଥଯାତ୍ରା ବାହାରିବାର ପରମ୍ପରା ରହିଛି, କହିଦେବୁ କି ଜଗନ୍ନାଥ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅଟେ ,ଯାହାକି ଆଷାଢ ମାସର ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ମାନିଥାନ୍ତି , ହିନ୍ଦୁ ଧର୍ମର ଅନୁସାରେ କିଛି କହିବା ଦରକାର ପଡିନଥାଏ , ହିନ୍ଦୁ ଧର୍ମରେ ଏମିତି ମାନ୍ୟତା ଅଛି କି ଯାହାଙ୍କ ବିଷୟରେ ଲୋକେ ଜାଣିନାହାନ୍ତି , କିନ୍ତୁ ତାହାର ପାଳନ କରିଥାନ୍ତି , ହିନ୍ଦୁଧର୍ମରେ ଜଣାଯାଉଥିବା ବହୁତ ମାନ୍ୟତା ଆଜି ବି ହଜାର ବର୍ଷର ପୁର୍ବରୁ ଆରମ୍ଭ ହୋଇଛି ,ଜଗନ୍ନାଥ ଯାତ୍ରା ସହ ଯୋଡି ହୋଇଥିବା କିଛି କିମ୍ବଦନ୍ତି ଓ କାହାଣୀ ଅଛି , ପୁରୀର ବିଦ୍ୱାନ ପଣ୍ତିତଙ୍କ ଅନୁସାରେ ଥରେ ସୁଭଦ୍ରା ଦ୍ୱାରିକା ଦର୍ଶନ କରିବାର ଇଚ୍ଛା ପ୍ରକଟ କଲେ , ଭଉଣୀଙ୍କ ଇଚ୍ଛା ପୁରା କରିବାକୁ ଯାଇ ଶ୍ରୀକୃଷ୍ଣ ଓ ବଳରାମ ଅଲଗା ଅଲଗା ରଥରେ ବସି ବାହାରିଯାଇଥିଲେ,

 

ସୁଭଦ୍ରାଙ୍କ ନଗର ଯାତ୍ରା ସବୁ ବର୍ଷ ପୁରୀ ଜଗନ୍ନାଥଙ୍କ ଯାତ୍ରା ବାହାରିଥାଏ ,ଏହା ସହ ଆଉ ଏକ ମାନ୍ୟତା ଅଛି କି ଯାହାର ଅନୁସାରେ ପୁରୀ ସବୁଠାରୁ ପ୍ରଥମେ ଜଗନ୍ନାଥଙ୍କ ରଥଯାତ୍ରା ବାହାର କରିବାର ପରମ୍ପର ରାଜା ଇନ୍ଦ୍ରଦ୍ୟୁମ୍ନ ଆରମ୍ଭ କରିଥିଲେ,  ଆଜି ଆମେ ଆପଣଙ୍କୁ ଜଗନ୍ନାଥ ପୁରୀର କିଛି ରୋଚକ ରହସ୍ୟ ବିଷୟରେ ଆଲୋଚନା କରିବୁ । ଏହି କଥା ପ୍ରାୟ ୫ ହଜାର ବର୍ଷ ପୁରୁଣା ଅଟେ , ସେହି ସମୟରେ କଳିଯୁଗ ଆରମ୍ଭ ହୋଇସାରିଥିଲା । ସେହି ସମୟରେ ମାଲବିୟ ଦେଶ ରାଜା ଇନ୍ଦ୍ରଦ୍ୟୁମ୍ନ ନାମକ ଏକ ରାଜା ଥିଲେ ।

 

ରାଜା ଇନ୍ଦ୍ରଦ୍ୟୁମ୍ନ ଭଗବାନ ଜଗନ୍ନାଥଙ୍କ ବହୁତ ବଡ ଭକ୍ତ ଥିଲେ , ଥରେ ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳାଚଳ ପର୍ବତରେ ଯାଇଥିଲେ ସେଠାରେ ଦେବ ପ୍ରତିମା ଦର୍ଶନ ହେଲା ନାହିଂମ୍ , ଏହି କଥାରେ ନିରାଶ ହୋଇ ସେ ଫେରିଆସିଥିଲେ,  ତେବେ ସେଠାରୁ ଆକାଶବାଣୀ ହେଲା କି ଭଗବାନ ଜଗନ୍ନାଥଙ୍କ ମୁର୍ତ୍ତି ସ୍ୱରୁପ ପୁନଃ ପୃଥିବୀରେ ଅବତରଣ ହେବ , ଏହା ଶୁଣିକରି ଇନ୍ଦ୍ରଦ୍ୟୁମ୍ନ ଖୁସିରେ ପାଗଳ ହୋଇଯାଇଥିଲେ ।

 

ଥରେ ରାଜା ଇନ୍ଦ୍ରଦ୍ୟୁମ୍ନ ସମୁଦ୍ର ତଟରେ ବୁଲୁଥିଲେ । ତେବେ ଅଚାନକ ସମୁଦ୍ରରେ ଏକ କାଠ ଖଣ୍ତର ଦୁଇଟି ବିଶାଳ କାୟ ଖଣ୍ତ ଆସିଦେଖାଦେଲା , ରାଜା ଇନ୍ଦ୍ରଦ୍ୟୁମ୍ନ ସେହି ସମୟର ଆକାଶବାଣୀ ମନେ ପଡିଲା , ଓ ସେ ଭାବିଲେ କି ଏହି କାଠର ଖଣ୍ତକୁ ସେ ଏକ ବିଶାଳକାୟ ଭଗବାନଙ୍କ ମୁର୍ତ୍ତି କରିବେ , ଓ ସେହି ସମୟରେ ଦେବତାଙ୍କ ଶିଳ୍ପକାର ବିଶ୍ୱକର୍ମା ପ୍ରକଟ ହେଲେ , ରାଜା ଙ୍କୁ ସେ ସେହି କାଠର ଖଣ୍ତକୁ ମୁର୍ତ୍ତି ବନାଇବାପାଇଁ କହିଥିଲେ , ରାଜା ତୁରନ୍ତ ରାଜି ହୋଇଯାଇଥିଲେ, କିନ୍ତୁ ବିଶ୍ୱକର୍ମାଙ୍କ ଏକ ସାମ୍ନାରେ ଏକ ସର୍ତ୍ତ ରଖିଲେ , କି ସେ ମୁର୍ତ୍ତିର କାମ ଏକେଲା କରିବେ , ଯଦି କିଏ ମୁର୍ତ୍ତି ନିର୍ମାଣ କରିବା ବେଳକୁ ଆସିବ ତେବେ ସେ ମୁର୍ତ୍ତିର କାମକୁ ସେତିକି ସ୍ଥାନରେ ଛାଡିକରି ଚାଲିଆସିବେ , ବିଶ୍ୱକର୍ମା ସେହି ସର୍ତ୍ତକୁ ମାନିନେଇଥିଲେ ।

 

ବିଶ୍ୱକର୍ମା ଗୁଣ୍ତିଚା ନାମକ ଏକ ସ୍ଥାନରେ ମୁର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ, ଦିନେ ଭୁଲ୍ ରେ ରାଜାଙ୍କ ଶିଳ୍ପକାରଙ୍କୁ ଦେଖାକରିବାକୁ  ରାଜା ପହଞ୍ଚିଗଲେ , ଏହା ଦେଖିକରି ବିଶ୍ୱକର୍ମା ଅନ୍ତର୍ଦ୍ଧାନ ହୋଇଗଲେ । ଓ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାନକ୍ ତିନୋଟି ମୁର୍ତ୍ତି ଅଧା ହୋଇରହିଗଲା । ସେହି ସମୟରେ ଆକାଶବାଣୀ ହୋଇଥିଲା କି ଭଗବାନ ଏହି ରୁପରେ ସ୍ଥାପିତ ହେବାକୁ ଚାହଁନ୍ତି , ଏହାପରେ ରାଜା ଇନ୍ଦ୍ରଦ୍ୟୁମ୍ନ ବିଶାଳକାୟ ମନ୍ଦିର ନିର୍ମାଣ କରାଈଥିଲେ,  ଓ ସେଠାରେ ମୁର୍ତ୍ତିକୁ ସ୍ଥାପନା କରାଇଲେ , ଭଗବାନ ଜଗନ୍ନାଥଙ୍କୁ ରାଜା ଇନ୍ଦ୍ରଦ୍ୟୁମ୍ନ ଦର୍ଶନ କରିଥିଲେ,  ଓ ପ୍ରଭୁ ଜଗନ୍ନାଥ ଦର୍ଶନରେ କହିଥିଲେ କି ବର୍ଷକୁ ଥରେ ନିଜ ଜନ୍ମଭୁମିକୁ ନିଶ୍ଚିତ ଯିବେ , ସ୍କନ୍ଧପୁରାଣ ଅନୁସାରେ ଉତ୍କଳାଖଣ୍ତ ଅନୁସାରେ ଆଷାଢ ମାସର ଶୁକ୍ଲପକ୍ଷ ଦ୍ୱିତୀୟାରେ ପ୍ରଭୁ ନିଜର ଜନ୍ମ ଭୁମି ସ୍ଥାନକୁ ଯିବାପାଈଁ କହିଥିଲେ , ସେହି ସମୟରୁ ଏହି ପରମ୍ପରା ଚାଲିଆସୁଛି ।

Leave a Reply

Your email address will not be published. Required fields are marked *