ପେଟର ଚର୍ବି ସମସ୍ୟା ରହିଛି କି? ଖାଆନ୍ତୁ ଏହି ଜିନିଷ ସବୁ ସମସ୍ୟା ଦୂର ହେବ..
ଆଜିକାଲି ପେଟରେ ଚର୍ବି ଅଧିକା ହେବା ବହୁତ ଲୋକଙ୍କଠାରେ ଦେଖାଯାଇଥାଏ।ବାହାରର କିଛି ଜିନିଷ ମଧ୍ୟ ବେଶୀ ଖାଇହୋଇ ନଥାଏ ପେଟରେ ଅଧିକ ଚର୍ବି ହୋଇଥିବାରୁ।ପେଟରେ ଚର୍ବି ଅଧିକ ହେବାଦ୍ୱାରା ଉଠିବା ବସିବାରେ ବହୁତ କଷ୍ଟ ଅନୁଭବ ହୋଇଥାଏ।ଲୋକମାନେ ମଜାକ ମଧ୍ୟ କରିଥାନ୍ତି।ଏଥିରେ ବହୁତ ଖରାପ ଲାଗିଥାଏ।ଏଥିପାଇଁ ଆମକୁ ବହୁତ ସମସ୍ୟାର ସମ୍ମୁଖିନ ହେବାକୁ ମଧ୍ୟ ପଡିଥାଏ ।ବହୁତ କିଛି ଔଷଧର ବ୍ୟବହାର କରିବା ପରେ ମଧ୍ୟ ଏହା କମ ହୋଇନଥାଏ।
ବହୁତ କିଛି ଘରୋଇ ଉପଚାର ମଧ୍ୟ କରିବାକୁ ପଡିଥାଏ ଏଥିପାଇଁ।ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଔଷଧ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖାଇବା ଦ୍ୱାରା ପେଟର ଚର୍ବିକୁ କମେଇବା ପାଇଁ ବହୁତ ସହଜ ହୋଇଥାଏ।ଏଥିପାଇଁ ଏକ ଚୂର୍ଣ୍ଣର ଆବଶ୍ୟକତା ରହିଛି ।ତେବେ ଆସନ୍ତୁ ଜାଣିବା ସେହି ଚୂର୍ଣ୍ଣ ବିଷୟରେ।ଏହାକୁ ଆପଣ ଥରେ ବନେଇବେ ଏବଂ ବହୁତ ଥର ବ୍ୟବହାର କରିପାରିବେ।କିଛିଦିନ ବ୍ୟବହାର କରିବାପରେ ଆପଣ ଆପଣଙ୍କ ପେଟର ଚର୍ବି କମ ହେବାର ଦେଖିବେ।ତେବେ ଆସନ୍ତୁ ଜାଣିବା କିପରି ତିଆରି କରିବା ଏହି ଉପାୟକୁ।
ଏହାକୁ ତିଆରି କରିବା ପାଇଁ ସବୁ ସାମଗ୍ରୀ ଆପଣଙ୍କୁ ଘରେ ହିଁ ମିଳିଯିବ।ନହଲେ ଆପଣଙ୍କୁ ଆପଣଙ୍କ ବଜାରରେ ବହୁତ ସହଜରେ ମିଳିଯିବ।ଏହାପାଇଁ ପ୍ରଥମେ ଆପଣଙ୍କୁ ଦରକାର ମିରିକାଳୀ। ମିରିକାଳୀ କୁ ଇଂରାଜୀରେ ଫ୍ଲାକ୍ସ ସିଡ ବି କୁହାଯାଇଥାଏ।ଏହା ଆପଣଙ୍କ ପେଟର ଚର୍ବିକୁ କମ କରିବାରେ ବହୁତ ଫାଇଦା ହୋଇଥାଏ।କାହିଁକି ନା ଏଥିରେ ଓମେଗା ୩ ଫ୍ୟାଟି ଏସିଡ ଏବଂ ଫାଇବର ବହୁତ ମାତ୍ରାରେ ।ଏହାକୁ ବ୍ୟବହାର କରିବାପାଇଁ ପ୍ରଥମେ ମିରିକାଳୀ କୁ ଗରମ କରିବେ। ୩ ରୁ ୪ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଗରମ କରିବେ ବା ଭାଜନ୍ତୁ ତାପରେ ଏହାକୁ ଥଣ୍ଡା ହେବାପାଇଁ ଛାଡ଼ିଦେବେ ।
ଥଣ୍ଡା ହେବାପରେ ଏହାକୁ କୁଟି ଏକ ପାଉଡର ଭଳି କରିଦେବେ।ଏବେ ଏହାର ବ୍ୟବହାର ଆପଣ ସେହି ଚୂର୍ଣ୍ଣର ପାଇଁ କରିପାରିବେ।ଏବେ ଆପଣ ଜିରା ନେବେ।ଆପଣ ଶୁଖିଲା ଜିରା ନେବେ।ଜିରାକୁ ଟିକେ ଖରାରେ ରଖିଦେବେ ।ତାପରେ ଜିରାର ବ୍ୟବହାର କରିବେ ।ଏବେ ଆପଣ ଜୁଆଣି ନେବେ।ଏବେ ଏହି ସବୁକୁ ମିଶେଇ ଏହାର ଏକ ଚୂର୍ଣ୍ଣ ପ୍ରସ୍ତୁତ କରିବେ।ତେବେ ଆସନ୍ତୁ ଜାଣିବା ଏବେ କିପରି ସେହି ଚୂର୍ଣ୍ଣ ବନେଇବେ।ଯେଉଁ ଚୂର୍ଣ୍ଣ ଖାଇବାଦ୍ୱାରା ଆପଣଙ୍କ ପେଟର ଚର୍ବି ବହୁତ ଜଲ୍ଦି କମ ହୋଇଯିବ।
ପ୍ରଥମେ ମିରିକାଳୀ ପାଉଡର ନେବେ।ଆପଣ ୩ ଚାମଚ ଅଳସୀ ପାଉଡର ନେବେ।ଅଳସୀ ପାଉଡର ସବୁଠାରୁ ମହତ୍ୱପୂର୍ଣ୍ଣ ଅଟେ ଏହି ଚୂର୍ଣ୍ଣକୁ ତିଆରି କରିବାପାଇଁ।ଏହା ସବୁଠାରୁ ଅଧିକ ଫାଇଦା ଦେଇଥାଏ ଆପଣଙ୍କ ପେଟର ଚର୍ବିକୁ କମ କରିବାରେ।ତାପରେ ୨ଚାମଚ ଜିରା ନେବେ।ଜିରା ଇମ୍ୟୁନ ତନ୍ତ୍ରକୁ ଭଲ ରଖିଥାଏ।ଜିରାଦ୍ୱାରା ପେଟର ଚର୍ବି ବହୁତ ଜଲ୍ଦି କମିଯାଇଥାଏ।ଏହାପରେ ୨ ଚାମଚ ଜୁଆଣି ନେବେ ।ଏହାକୁ ବହୁତ ଭଲରେ ମିଶେଇଦେବେ ଯେପରି ଏହାର ଚୂର୍ଣ୍ଣ ହୋଇପାରିବ।ଭଲରେ ମିଶେଇବା ପରେ ଗ୍ରାଇଣ୍ଡ କରିଦେବେ ।
ଏହି ଚୂର୍ଣ୍ଣକୁ ବ୍ୟବହାର କରିବାପରେ ନଖ ଉଷୁମ ପାଣି ନିଶ୍ଚିତ ରୂପେ ପିଅନ୍ତୁ।ଆପଣ ଦିନରେ ଯେତେ ପାଣି ସମ୍ଭବ ସେତେ ପାଣି ପିଅନ୍ତୁ।ଏହି ଚୂର୍ଣ୍ଣର ବ୍ୟବହାର ଆପଣଙ୍କୁ ଖାଇବା ଆଗରୁ କରିବାକୁ ହେବ।ଏହାକୁ ସକାଳେ ଖାଇବା ଆଗରୁ ବା ଖାଲି ପେଟରେ କରିବେ।ଏହି ଚୂର୍ଣ୍ଣରୁ ୧ ଚାମଚ ନେବେ ଏବଂ ତା ସହିତ ନଖ ଉଷୁମ ପାଣି ମଧ୍ୟ ନେବେ।ପ୍ରତିଦିନ ୧ ଚାମଚ ଖାଇବାଦ୍ୱାରା ଆପଣଙ୍କ ପେଟର ଚର୍ବି ବହୁତ ଜଲ୍ଦି କମିଯିବ।ଆଶା କରୁଛୁ ଏହା ଆପଣଂକୁ ବହୁତ ଲାଭଦାୟକ ଓ ହିତକର ହେବ।ଧନ୍ୟବାଦ।