December 21, 2024

Odia Express

Leading Odia News Portal of Odisha

ସାବଧାନ, କ୍ରୋଧ ଯଦି ଜଲଦି ଆସୁଛି ତେବେ ଆପଣ ହୋଇପାରନ୍ତି ଏହି ସାଙ୍ଘାତିକ ରୋଗର ଶିକାର, ଏମିତି ନିୟନ୍ତ୍ରଣ କରିବା ଶିଖନ୍ତୁ ନିଜ କ୍ରୋଧକୁ

ଏହି ଦୁନିଆଁରେ ବୋଧେ କେହି ବ୍ୟକ୍ତି ଥିବେ ଯିଏ ଆଜି ପର୍ଯ୍ୟନ୍ତ କେବେ ରାଗିନାହିଁ , କହିଦେବୁ କି ରାଗ ମଣିଷର ସ୍ୱଭାବ ଓ ପରିସ୍ଥିତିର କାରଣରୁ ହୋଇଥାଏ , ଯେବେ କେଉଁ ଜିନିଷ ମନ ମୁତାବିକ ହୋଇନଥାଏ କିମ୍ବା କେଉଁ ଜିନିଷ ତାକୁ ଚିନ୍ତିତ କରୁଥାଏ , ତେବେ ମଣିଷର ରାଗ ଆସିବା ସ୍ୱାଭାବିକଅଟେ,  କିନ୍ତୁ ଆପଣଙ୍କୁ କହିଦେବୁ କି କେଉଁ ଆଉ କାରଣରୁ ଏହି କରାଯାଉଥିବା ରାଗ ନିଜ ମଧ୍ୟରେ କ୍ଷତି ପହଞ୍ଚାଇଥାଏ , ଏକ ରିସର୍ଚ୍ଚରୁ ଜଣାଯାଏ କି ରାଗ ଏକ ପ୍ରକାରର ଖତରନାକ ରୋଗରେ ଗ୍ରସିତ ହୋଇପାରନ୍ତି , ଆଜି ଆମେ ଆପଣଙ୍କୁ କ୍ରୋଧ ଆସିବାର ଓ ତାକୁ ନିୟନ୍ତ୍ରଣ କରିବାର ବିଷୟରେ କହିବାକୁ ଯାଉଛୁ । ରାଗକୁ କଣ୍ଟ୍ରୋଲ୍ କରିବାର ତରିକା ବିଷୟରେ ଜାଣିବା ଜରୁରୀ ହୋଇଥାଏ କି ଆପଣଙ୍କୁ ରାଗ କଣପାଇଁ ଆସୁଛି, ହଁ ଆଜ୍ଞା ସବୁଠାରୁ ପ୍ରଥମେ ଆପଣଙ୍କୁ ଜାଣିବା ଜରୁରୀ କି ରାଗ କଣପାଇଁ ଆସୁଛି

ରାଗ୍ ଆସିବାର ବହୁତ ସାରା କାରଣ ହୋଇପାରେ ଯେପରି ଅଫିସ୍ ରେ କାମ ସମୟରେ ଅଫିସ୍ ମାଲିକଙ୍କ କିଛି କଥା, କିମ୍ବା ଆପଣଙ୍କୁ କୌଣସି କଥାରେ ଚିଡେଇବା, କିମ୍ବା ଆପଣଙ୍କ କାମ ନିଜ ମନମୁତାବିକ ହେଉନଥିବ , ରାଗ ଆସିବାର ଏହି ସବୁ କାମ ହୋଇପାରେ,  ଯଦି ଆପଣଙ୍କୁ ଏହି ସବୁ କାରଣରୁ ରାଗ ଆସୁଛି ତେବେ ବିଶ୍ୱାସ କରନ୍ତୁ, ଆପଣ ନିଜ କ୍ଷତି କରୁଛନ୍ତି , କାରଣ ଏହି ସବୁ କାରଣରୁ ଆସୁଥିବା ରାଗ ସହଜରେ ନିୟନ୍ତ୍ରଣକରିପାରିବେ । ଆପଣଙ୍କୁ କହିଦେବୁ କି ନିଜ ରାଗକୁ କଣ୍ଟ୍ରୋଲ୍ କରିବାପାଈଁ ସହଜ ତରିକା ହେଲା ଯେବେ ଆପଣଙ୍କୁ ରାଗ ଆସେ ତେବେ ସେହି ସମୟରେ କିଛି କୁହନ୍ତୁ ନାହିଁ , ନିଜର କିଛି ପ୍ରତିକ୍ରିୟା ଦିଅନ୍ତୁ ନାହିଁ

ଏହା ଛଡା ଯଦି ଆପଣ କେଉଁ କଥାରେ ଅଧିକା ରାଗ ଆସୁଛିତେବେ ଭଲ ହେବ କି ଆପଣ ନିଜ ରାଗରେ କାବୁ ପାଇବାପାଇଁ ସବୁଦିନ ଯୋଗ କରିବା ସହ କିଛି ମେଡିଟେସନ୍ କରନ୍ତୁ , ମେଡିଟେସନ୍ କରିଲେ ବହୁତ ପର୍ଯ୍ୟନ୍ତ ରାଗ ଉପରେ କଣ୍ଟ୍ରୋଲ୍ ମିଳିପାରିବ । କହିଦେବୁ କି ନିଜ ରାଗ ଉପରେ କାବୁ ପାଇବାକୁ ହେଲେ ଏହା ଛଡା ଆପଣ ଏହା ବି କରିପାରିବେ ଯେଉଁଠି ବାଦବିବାଦ ସ୍ଥିତି ହେଉଛି ସେ ଜାଗାରୁ ତୁରନ୍ତ ବାହାରିଯାଆନ୍ତୁ, ଏମିତି କରିଲେ ଆପଣ ନିଜ କ୍ରୋଧକୁ ଆୟତ କରିପାରିବେ ।

କହିଦେବୁ କି ଏକ ରିସର୍ଚ୍ଚରୁ ଏହି କଥାର ସୁଚନା ମିଳିଛି କି ରାଗର ସ୍ଥିତିରେ ଏକ ବିଶେଷ ପ୍ରକାରର ରସାୟନ ଆପଣଙ୍କ ଦିମାଗରେ ପ୍ରହାର୍ କରିଥାଏ, ଯାହା ହାର୍ଟରେ ଜଳ୍ୱନ , ବ୍ଲଡ୍ ପ୍ରେସର୍ ହାଇ ହେବା , ଓ ଚିନ୍ତାର ସ୍ଥିତି ସୃଷ୍ଟି କରିଥାଏ, ଓ ଏହାର ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ୍ ପ୍ରଭାବ ପକାଇଥାଏ , ଏହା ଛଡା ରାଗିବାର ସ୍ଥିତିରେ ବହୁତଥର ହାର୍ଟ ଆଟାକ୍ ଆସିବାର ସଂମ୍ଭାବନା ଆସିଯାଏ , ଯାହାକି ବିପଦପୁର୍ଣ୍ଣ ହୋଇପାରେ, ଏହା ଛଡା ଆପଣଙ୍କୁ କହିଦେବୁ କି ଅଧିକା ରାଗିଲେ ନିଦ ନ ଆସିବା , ଭୋକ କମ୍ ଲାଗିବା, ଏସିଡିଟି କବଜ୍ ପରି ସମସ୍ୟାର ସାମ୍ନା କରିବାକୁ ପଡିପାରେ

Leave a Reply

Your email address will not be published. Required fields are marked *