ଯଦି ଆପଣଙ୍କ ଘର ଆଖପାଖରେ ଦେଖାଦେଇଯାଏ ଏହି ଗଛ ତେବେ ହାତଛଡା କରିବେନାହିଁ , ଅମୃତସମାନ ଅଟେ ଏହାର୍ ପତ୍ରର ଗୁଣ
![](https://www.odiaexpress.in/wp-content/uploads/2020/11/HTfaydysathdfsaghdf-Odia-Express.jpg)
ଆମେ ସମସ୍ତେ ଆଖପାଖରେ ବହୁତ ସାରା ଗଛ ଲତା ଦେଖିଛେ , କିଛି ଗଛ ଦେଖିବାକୁ ବହୁତ ଆକର୍ଷଣିୟ ଲାଗେ , ଓ ସୁନ୍ଦର ଦେଖାଯାଏ , ସେମିତି କିଛି ଗଛ ଦେଖିବାକୁ ଭଲ ଲାଗେ ନାହିଁ କିନ୍ତୁ ଅମୃତ ସମାନ ହୋଇଥାଏ , ଆଜି ଆମେ ଆପଣଙ୍କୁ ଏମିତି ଏକ ଭାଗ୍ୟଶାଳୀ ଗଛ ବିଷୟରେ କହିବୁ ଯାହା ନାଗଫେଣୀ ଗଛ ଅଟେ, ଏହା ବହୁତ ଭେରାଇଟିର ହୋଇଥାଏ , ଯଦି ଆପଣଙ୍କୁ କେଉଁଠି ନାଗଫେଣିର ଗଛ ଦେଖାଯାଏ , ତେବେ ସଂମ୍ଭାଳିକରି ରଖିବେ , କାରଣ ଏହା କୌଣସି ବରଦାନରୁ କମ୍ ନୁହେଁ । ଆପଣଙ୍କୁ କହିଦେବୁ କି ଏହାକୁ ଆୟୁର ବେଡ୍ ରେ ବି ବ୍ୟବହାର କରାଯାଇଥାଏ , ନାଗଫେଣୀରୁ ଅନେକ ରୋଗରୁ ଉପଚାର କରାଯାଇପାରିବ, ଏହି ଔଷଧୀୟ ଜଡିବୁଟିରେ କ୍ୟାଲସିୟମ୍, ପୋଟାସିୟମ୍, ଫାଇବର୍ , ଆଇରନ୍, ଓ ବହୁତ ପ୍ରକାରର ଭିଟାମିନ୍ ତତ୍ତ୍ୱ ମିଳିଥାଏ ଏହି ତତ୍ତ୍ୱ ଶରୀରରେ ଅନେକ ପ୍ରକାରର ରୋଗକୁ ଜଡରୁ ଶେଷ କରିଦିଏ , ନାଗଫେଣୀକୁ ସଂସ୍କୃତ ଭାଷାରେ ବଜ୍ରକଣ୍ଟକା କୁହାଯାଏ , ଏହାର କାରଣ ବୋଧେ ଏହାର କଣ୍ଟା ବହୁତ ମଜବୁତ୍ ହୋଇଥାଏ, ପୁର୍ବରୁ ଏହାର କଣ୍ଟାକୁ ବାହାର କରି କର୍ଣ୍ଣଛେଦନ କରାଯାଉଥିଲା, କିନ୍ତୁ ଏବେ ଜମାନା ବଦଳିଯାଇଛି, ଲୋକେ ବଣିଆ ପାଖରେ ଯାଇ କାନ ଫୋଡିଥାନ୍ତି , ଆପଣଙ୍କୁ ଜଣାନଥିବ କି ଏକ ଆଣ୍ଟିସେପ୍ଟିକ୍ ପରି କାମ କରିଥାଏ, ଓ ଏହାର ହେବାର କାରଣ ହେଲା ଏହା ନାହିଁ କାନ ପାଚିବାକୁ ଦିଏ , ନାଗଫେଣୀର ଫଳର ଭାଗ ଟେନିନ୍, ଓ ପକ୍ଟିନ୍ ରେ ଭରିରହିଥାଏ ।
୧) ଆଜିକାଲି ଲୋକେ ଅଧିକାଂଶ ମୋଟାପା ଯୋଗୁଁ ବେଶୀ ଚିନ୍ତାରେ ରହୁଛନ୍ତି , ଓଜନ କାରଣରୁ ବହୁତ ସାରା ଚିନ୍ତା ହେଉଛି, ତାଙ୍କ ପାଇଁ ନାଗଫେଣୀ ଅମୃତ ସମାନ ଅଟେ, କାରଣ ନାଗଫେଣୀରେ ଏମିତି ତତ୍ତ୍ୱ ଅଛି ଯାହା ଶରୀରରେ ଚର୍ବୀକୁ ତରଳାଇବାପାଇଁ ସକ୍ଷମ ଅଟେ, ଏହା ଛଡା ଭୋକ ଲାଗିଲେ ହାର୍ମୋନ୍ ଫାଇବର୍ ତତ୍ତ୍ୱ ରିଲିଜ୍ ହେବାରୁ ରୋକିଥାଏ , ଯାହାର କାରଣରୁ ଆପଣଙ୍କୁ ଭୋକ କମ ହେବାକୁ ଲାଗେ, ଏହି କାରଣରୁ ନାଗଫେଣୀକୁ ମୋଟାପା କମ୍ କରିବାର ଔଷଧୀ କୁହାଯାଏ ।
୨) ଏହା କଷ୍ଟରେ ବି ସହାୟକ ହୋଇଥାଏ, ନାଗଫେଣୀର ମୋଟା କଣ୍ଟାଦାର୍ ପତ୍ରକୁ କଣ୍ଟା ଅଲଗା କରିଦିଅନ୍ତୁ , କଣ୍ଟାକୁ ମାଟିରେ ପୋତି ଦିଅନ୍ତୁ , କାରଣ ବହୁତ ଧାରଦାର୍ ହୋଇଥାଏ, ନାଗଫେଣୀ କଣ୍ଟାକୁ ବାହାର କରିବାପରେ ହାଲକା ଆଞ୍ଚରେ ତାକୁ ସିଝାନ୍ତୁ , ପାଣି ପୁରା ଭାବେ ସୁଖିଯିବାପରେ ଥଣ୍ତା ହାଲକା ହେବାକୁ ଦିଅନ୍ତୁ , ତାପରେ ଜୈତୁନ ତେଲ, କଞ୍ଚା ହଳଦୀ, ରସୁଣ କଢି ମିଶାଇକରି ହାଲକା ଆଞ୍ଚରେ ସିଝାନ୍ତୁ , ଥଣ୍ତା ହାଲକା ନଖଉଷୁମହେଲେ ଗଣ୍ଠିରେ ପୀଡାହେଉଥିବା ଓ ଫୁଲିଥିବା ସ୍ଥାନରେ ଏହି ପେଷ୍ଟକୁ ମାଲିସ୍ କରନ୍ତୁ ଫୁଲିଥିବା ଅଙ୍ଗରେ ପଟ୍ଟିକୁ ଭଲରେ ବାନ୍ଧିଦିଅନ୍ତୁ, ଏହି ନାଗଫେଣୀ ଔଷଧୀ ଅଧିକା ଭଲ ଭାବେ ଗଣ୍ଠିର ପୀଡାକୁ ଠିକ୍ କରିବାରେ ସହାୟକ ହୋଇଥାଏ, ଏହିପରି ନାଗଫେଣୀ ଗଣ୍ଠି ଫୁଲିବା ଓ ପୀଡାକୁ ତୁରନ୍ତ ଆରାମ ଦେବାରେ ସକ୍ଷମ ହୋଇଥାଏ ।
୩) ନାଗଫେଣୀକୁ ରେସେଦାରଗଛର ସୁଚିରେ ଆସିଥାଏ , ରେସେଦାର୍ ଗଛ ହେବାରୁ ନାଗଫେଣୀରେ ଫାଇବର୍ ଆହାର୍ ବହୁତ ମାତ୍ରାରେ ହୋଇଥାଏ, ଏହା ତତ୍ତ୍ୱ ପାଚନ କ୍ରିୟାକୁ କମଜୋର୍ କରିବା ଘଟକକୁ ଜଡରୁ ଶେଷ କରିଦିଏ , ଯାହାର କାରଣରୁ ପାଚନକ୍ରିୟା ମଜବୁତ୍ ହୋଇଥାଏ ।
୪) ଆପଣଙ୍କୁ କହିଦେବୁ କି ନାଗଫେଣୀ ଗଛରେ ଫାଇଟୋକେମିକାଲ୍ ଓ ଆଣ୍ଟିଏକ୍ସିଡେଣ୍ଟ୍ ପରି ଚମତ୍କାରୀ ଗୁଣ ମିଳିଥାଏ, ଏହି ଗୁଣ ହାର୍ମୋନ୍ ନଷ୍ଟ୍ କରିଦିଏ , ଯାହା ବୟସ ବଢାଇଥାଏ , ଏଥିପାଇଁ ନାଗଫେଣୀ ସେବନ କରିଲେ ତ୍ୱଚା କୋମଳ ଓ ଯୁବା ହେବାକୁ ଲାଗେ, ଓ ଆମେ ଯୁବା ଦେଖାଯାଆନ୍ତି ।
୫) ଏହା ହୃଦୟର ନମରିରେ ବି ସହାୟକ ହୋଇଥାଏ, ଏହା ପଞ୍ଚାଙ୍ଗ ଖଣ୍ତକୁ ସୁଖାଇକରି , ମାଟିର ହାଣ୍ତିରେ ବନ୍ଧ କରି ଫୁଙ୍କି କରି ଜଳାଇବାପରେ ହାଣ୍ତିଆରେ ରହିଯିବ, ଏହି ନାଗଫେଣୀ କ୍ଷାର କୁହାଯାଏ , ଏହାର ୧-୨ ଗ୍ରାମ ଅଙ୍ଗାର ମହୁ ସହ୍ ଚାଟିଲେ କିମ୍ବା ଗରମ ପାଣି ସହ ନେଲେ ହୃଦରୋଗ ଓ ନିଶ୍ୱାସ ଫୁଲିବା ରୋଗରୁ ଠିକ୍ କରିଥା,ଏ ଭୟ ଦୁର ହୋଇଯାଏ , ଏହାକୁ ମୁତ୍ର୍ ରୋଗୀଙ୍କୁ ଲାଭଦେଇଥାଏ ।