February 5, 2025

Odia Express

Leading Odia News Portal of Odisha

କେବଳ ଏହି ପରକୁ ଆପଣ ରଖିଦିଅନ୍ତୁ ନିଜ ପକେଟ୍ ରେ ଶତ୍ରୁ କ୍ଷତି କରିବା ଛାଡନ୍ତୁ , ଆଖିରେ ଆଖି ମିଶାଇବା ବି ସାହାସ କରିବନାହିଁ

ଆଜି ଆମେ କହିବୁ କାଉର ପର ରୁ କରାଯାଉଥିବା ବହୁତ ହିଁ ଦୁର୍ଲଭ ପ୍ରୟୋଗ, ଏହା ବହୁତ ଅଧିକା ଆଶ୍ଚର୍ଯ୍ୟଜନକ ଲାଭ ଆପଣଙ୍କୁ ଦେଖିବାକୁ ମିଳିବ , ବହୁତ ଲୋକ ପଚାରିଥାନ୍ତି କି କୋର୍ଟ କଚେରି ମାମଲାରୁ ସଫଳତା ପାଇବାକୁ ହେଲେ କଣ କରିବେ , କିମ୍ବା କେଉଁ ପରୀକ୍ଷା ଅଥବା କେଉଁ ମହତ୍ତ୍ୱପୁର୍ଣ୍ଣ କାର୍ଯ୍ୟ ଯାହା ଆପଣ କରିବାକୁ ଚାହୁଁଛନ୍ତି ଆପଣ ନିଶ୍ଚିତ ଭାବେ ସଫଳତା ପାଇବେ , କିମ୍ବା ଆପଣଙ୍କୁ କେଉଁ ଶତ୍ରୁ ଅସୁବିଧା କରୁଛି, ଓ ଆପଣ ଚାହୁଁନାହାନ୍ତି କି ଆପଣ ନିଜ ଶତ୍ରୁଙ୍କ ସାମ୍ନାରେ ହାରିବେ , ତେବେ ଏହି ପ୍ରୟୋଗରୁ ଆପଣ ନିଶ୍ଚିତ ଫାଇଦା ପାଇବେ । ଏମିତି ହୋଇଥାଏ କି ବ୍ୟକ୍ତି ଅଧିକା ପରିଶ୍ରମ କରିଥାଏ କିନ୍ତୁ ସେ ଭଲ ଫଳ ହାସିଲ୍ କରିପାରିନଥାଏ, କିଛି ଜିନିଷ ବ୍ୟକ୍ତି ହାତରେ ନଥାଏ, ସେ ବ୍ୟକ୍ତିର ଭାଗ୍ୟ ଉପରେ ନିର୍ଭର କରିଥାଏ,  ତାହାର କୁଣ୍ତଳିରେ ଗ୍ରହର ଦଶା ଉପରେ ଏହା ନିର୍ଭର କରିଥାଏ,  ତେବେ ଏମିତିରେ ବନ୍ଧୁଗନ ବ୍ୟକ୍ତିର ବହୁତ୍ ଅଧିକା ନିରାଶ ହେବାକୁ ଲାଗେ, ଏହି କାରଣରୁ ତାଙ୍କ ଜୀବନରେ ବି ଏହାର ପ୍ରଭାବ ପଡିଯାଏ , ନା କେବଳ ସେ ଚିନ୍ତିତ ରହିଥାଏ, ବରଂ ପୁରା ପରିବାର ବି ତାହା ସହ ଚିନ୍ତା କରିବାକୁ ଲାଗେ,  ଘରେ ଏକ ନକରାତ୍ମକ ଉର୍ଜା ବ୍ୟାପିଯାଏ , ତଥା ତାହାର ସହ ଖରାପ ଭାଗ୍ୟ ହୋଇଥାଏ ।

ଏହି ସବୁ ଖରାପ ପରିଣାମରୁ ରକ୍ଷାପାଇବାପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବାକୁ ଯାଉଛୁ, ଯାହା ଦେଖିବେ କି ଆପଣଙ୍କ ଆଖପାଖ କାଉ ବସୁଛନ୍ତି କି ନାହିଁ , ଯଦି ଆପଣ  ନିଜ ଛାତ ଉପରେ କାଉ ବହୁତ ଅଧିକା ଆସୁଛନ୍ତି ତେବେ ଏହା ଏକ ଭଲ କଥା ଅଟେ, କାଉ ଖାଇବାରେ କିଛି ଦିନ ଦିଅନ୍ତୁ , ଯଦି ହୋଇପାରେ ମିଠା ଖାଇବାକୁ ସବୁଦିନ ଦିଅନ୍ତୁ , ଏମିତି ଆପଣ ଲଗାତାର ୧୦ ଦିନ ଯାଏଁ କରିବାର ଅଛି । ଓ ୧୦ ଦିନରେ ଆପାଣ କେଉଁ କାଉର ଏକ ପର ନେଇଆସନ୍ତୁ , କେବେ ଏମିତି ହୋଇଥାଏ କି କାଉର ଧଳା ପର ବାହାରିଯାଇଥାଏ

ଯଦି ଆପଣଙ୍କୁ କାଉର ଧଳା ପର ମିଳିଯାଏ ତେବେ ଭଲ କଥା ଅଟେ, କାରଣ ଏହା ବହୁତ ଦୁର୍ଲ୍ଲଭ ହୋଇଥାଏ,  କାଉକୁ ଭଗବାନ ଶନିଦେବଙ୍କ ବାହାନ କୁହାଯାଏ , ଅତଃ ଏହି ପରକୁ ଆପଣ ସବୁଠାରୁ ପ୍ରଥମେ କେଉଁ ଶନିମନ୍ଦିରରେ ଯାଇକରି ଶନିଦେବଙ୍କୁ ସମର୍ପଣ କରିବେ , ଯଦି ଆପଣ ଏହି କାମ ଶନିବାର ଦିନ କରିବେ ତେବେ ଭଲ, ଏବେ ଆପଣ ଶନିଦେବଙ୍କ ପୁଜା କରନ୍ତୁ , ଓଁ ଶଂ ଶନିଶ୍ଚରାୟ ନମଃ ଏହି ମନ୍ତ୍ରକୁ ୨୧ ଥର ଜପ କରନ୍ତୁ , ଓ ସେହି ଧଳା ପରକୁ ନିଜ ପକେଟ୍ ରେ ପକାଇଦିଅନ୍ତୁ । ଯେବେ କେଉଁ ଜରୁରି କାମରେ ବାହାରିବେ ତେବେ ସବୁ କାମ ହେଇଯିବ , ସେ ଜବ୍ ହେଉ କିମ୍ବା ଇଣ୍ଟରଭ୍ୟୁ କିମ୍ବା କେଉଁ ପରୀକ୍ଷା ରେ ସଫଳତା ନିଶ୍ଚିତ ପାଇବେ , ଆପଣଙ୍କ ଶତୁ ଆପଣଙ୍କୁ ଆଖି ମିଶାଇବାର ସାହାସକରିପାରିବ ନାହିଁ

Leave a Reply

Your email address will not be published. Required fields are marked *