December 22, 2024

Odia Express

Leading Odia News Portal of Odisha

୯୦ ପ୍ରତିଶତ ଲୋକ ଜାଣି ନାହାନ୍ତି ଲମ୍ବା ପାଦ ଲୋକଙ୍କର ଅସଲି ସ୍ୱଭାବ , ଥରେ ନିଶ୍ଚିତ ଜାଣିନିଅନ୍ତୁ

ଆମେ ସମସ୍ତେ ଜାଣିଛେ ଆମ ମାନଙ୍କର ଶରୀରର ଗଢଣ ଅଲଗା ଅଲଗା ହୋଇଥାଏ , ଓ ଏହି କାରଣରୁ ମାନବ ଶରୀରରେ ସମସ୍ତ ଅଙ୍ଗ ଅନ୍ୟଙ୍କ ତୁଳନାରେ ଅଲଗା ହୋଇଥାଏ , ଆପଣ ଦେଖିଥିବେ କି କିଛି ଲୋକଙ୍କର ଉଚ୍ଚା ହୋଇଥାଏ , ତେବେ ସେମିତି କିଛି ଲୋକଙ୍କର ହାତ ଛୋଟ ହୋଇଥାଏ , ତେବେ କିଛି ଲୋକଙ୍କର ପାଦ ବଡ ହୋଇଥାଏ , ମାନେ ସମସ୍ତଙ୍କ ନିଜ ଅଲଗା ଅଲଗା ସଂରଚନା ହୋଇଥାଏ , ଯାହା ଭଗବାନ ବନାଇଛନ୍ତି , କିନ୍ତୁ କଣ ଆପଣ ଜାଣିଛନ୍ତି ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ସବୁ ଅଙ୍ଗ ତାଙ୍କ ଭବିଷ୍ୟ ବିଷୟରେ କିଛି ନା କିଛି କହିଥାଏ , ଯାହା ଆପଣ ଜାଣିନଥିବେ ।

ତେବେ ଆମକୁ କହିଦେବୁ କି ଆଜି ଆମ ପୋଷ୍ଟ ଏହି ସଂବନ୍ଧିତ ଅଟେ , ମନୁଷ୍ୟ ଶରୀର ଅଦଭୁତ ହୋଇଥାଏ , ସେମିତି ତାଙ୍କର ସ୍ୱଭାବ ସହ ଯୋଡି ହୋଇଥିବା କଥା ଲୁଚି ରହେ ନାହିଁ , ଆପଣ କଣ ଭାବୁଛନ୍ତି , ଆପଣଙ୍କ ଚରିତ୍ର ଓ ବ୍ୟକ୍ତିତ୍ୱ କିପରି ରହିବ , ଏହି ସବୁ କଥା ଆପଣଙ୍କ ଶରୀର ବଡ ସହଜରେ ଜଣାଯାଏ , ସାମୁଦ୍ରିକ ଶାସ୍ତ୍ର ସହ ଏବେ ବହୁତ୍ ବୈଜ୍ଞାନିକ ବିଶ୍ଳେଷଣରେ ହେବାକୁ ଲାଗିଛି, ଯାହାର ଆଧାରରେ ଶାରରୀକ ଅଙ୍ଗର ଆକଳନ କରି ମଣିଷ ସ୍ୱଭାବ ପର୍ଯ୍ୟନ୍ତ ପହଞ୍ଚିବା ଦମ୍ଭ ଭରିଯାଇଥାନ୍ତି ।

ହଁ ଆଜ୍ଞା ଆପଣଙ୍କୁ ଜଣେଇଦେବୁ କି ଆଜି ଆମେ ଆପଣଙ୍କୁ ଲମ୍ବା ପାଦ ବାଲା ଲୋକଙ୍କ ବିଷୟରେ କହିବୁ , ଓ ଲମ୍ବା ପାଦ ବାଲା ଲୋକଙ୍କ ସହ ଯୋଡି ହୋଇଥିବା କିଛି କଥା କହିବୁ ଯାହା ଅଧିକାଂଶ ଲୋକ ଜାଣିନଥିବେ , ହଁ ଆଜ୍ଞା ସବୁଠାରୁ ପ୍ରଥମେ କହିଦେବୁ କି ଲମ୍ବା ପାଦର ମତଲବ ହୋଇଥାଏ କି ଯେଉଁ ବ୍ୟକ୍ତିଙ୍କର ପାଦ ଏମିତି ହୋଇଥାଏ , ସେମାନେ ବଡ ପରିଶ୍ରମୀ ସ୍ୱଭାବର ହୋଇଥାନ୍ତି , ଲମ୍ବା ପାଦ ବାଲା ଲୋକ ଅତ୍ୟନ୍ତ ପରିଶ୍ରମୀ ଓ ନିଜ ସମୟ ବର୍ବାଦ କରିବା ବିଲକୁଲ୍ ପସନ୍ଦ କରନ୍ତି ନାହିଁ, ଏମିତି ଲୋକ ସମାଜରେ ଉଚ୍ଚ ସମ୍ମାନ ପ୍ରାପ୍ତ କରନ୍ତି , ଏମିତି କିଛି କୁଶଳ, ବୁଦ୍ଧିମାନ ଓ ବହୁତ ବୁଦ୍ଧିମାନ ଲୋକ ବି ହୋଇଥାନ୍ତି ।

ଏହା ଛଡା ଯେଉଁ ଲୋକଙ୍କର ପାଦ ଲମ୍ବା ଓ ଚଉଡା ହୋଇଥାଏ ସେମାନେ ବହୁତ ଅଧିକା ସ୍ଥିର ଓ ଶାନ୍ତ ବ୍ୟକ୍ତିତ୍ୱ ହୋଇଥାନ୍ତି , ଏତିକି ନୁହେଁ ଆପଣଙ୍କୁ କହିଦେବୁ କି ଏହି ଲୋକ ନିଜ ବୁଦ୍ଧିମତାରୁ ଲୋକଙ୍କୁ ନିଜ ଆକର୍ଷଣ କରିଥାନ୍ତି , ଏମିତି ଲୋକ ନିଜ ବ୍ୟକ୍ତିତ୍ୱରୁ ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ପ୍ରାପ୍ତି କରନ୍ତି , ଏହା ଛଡା ଆପଣଙ୍କୁ କହିଦେବୁ କି ଏମିତି ଲୋକ ପରିବାରକୁ ବହୁତ ଭଲ ପାଆନ୍ତି , ଓ ନିଜ ପରିବାର ପାଇଁ କିଛି ବି କରିପାରିବେ , ଏମିତି ଲୋକ ସମାଜରେ ନିଜ ଭାବନାକୁ ହଟାଇକରି କାମ କରିବାର ଇଚ୍ଛା ରଖନ୍ତି , ଏହି କାରଣରୁ ସଫଳତାର୍ ଶିଖରରେ ପହଞ୍ଚିପାରନ୍ତି , ତେବେ ଆପଣ ବୁଝିପାରିଥିବେ କି ଯଦି ଆପଣ ଯେବେ ବି କେଉଁ ବ୍ୟକ୍ତିଙ୍କୁ ଦେଖାକରିବେ , ତେବେ ସବୁଠାରୁ ପ୍ରଥମେ ତାଙ୍କ ପାଦ ଓ ଆଙ୍ଗୁଠିଗୁଡୀକ ଉପରେ ଧ୍ୟାନ ଦେବେ , କଣ ଜଣା ତାଙ୍କ ବିଷୟରେ କିଛି ମହତ୍ତ୍ୱପୁର୍ଣ୍ଣ ସୁଚନା ମିଳିଯିବ ।

Leave a Reply

Your email address will not be published. Required fields are marked *