December 22, 2024

Odia Express

Leading Odia News Portal of Odisha

ଏହି ରାଶିର ଝିଅଙ୍କର ହୋଇଥାନ୍ତି ସବୁଠାରୁ ସ୍ପେଶାଲ୍ ବାହାଘର, ବହୁତ ପ୍ରଭାବ ଶାଳୀ ହୋଇଥାଏ ସବୁ ଆୟୋଜନ

ଆମର ହିନ୍ଦୁ ଧର୍ମରେ ଜ୍ୟୋତିଷ୍ୟଶାସ୍ତ୍ରରେ ବହୁତ ମହତ୍ତ୍ୱ ଦିଆଯାଇଛି , ଏହାର ଆଧାରରେ ଆମେ କେଉଁ ବ୍ୟକ୍ତିର ଚରିତ୍ର ବିଷୟରେ ପତ୍ତା ଲଗାଇପାରିବା । ଆମର ଜ୍ୟୋତିଷ୍ୟ ଶାସ୍ତ୍ରରେ ବହୁତ ସାରା କଥା କୁହାଯାଏ , ଜ୍ୟୋତିଷ୍ୟ ଶାସ୍ତ୍ର ମାଧ୍ୟମରେ ଆମେ ଆମ କୁଣ୍ତଳୀରେ ରାଶି ଅନୁସାରେ ସବୁ ବ୍ୟକ୍ତିର ସ୍ୱଭାବ , ଚରିତ, ପସନ୍ଦ ନାପସନ୍ଦ ବିଷୟରେ ଆମେ ଜାଣିପାରିବା , ଏତିକି ନୁହେଁ ଆପଣ ନିଜ ଭବିଷ୍ୟ ବିଷୟରେ ଜାଣିପାରିବା , ଯାହାକି ଆଗକୁ କଣ ହେବ , ଆପଣଙ୍କ ଜୀବନରେ କଣ ମିଳିବାର ଅଛି ।

ଆମ ଜ୍ୟୋତିଷ୍ୟ ଶାସ୍ତ୍ର ହିସାବରେ ନିଜ ଜୀବନରେ କେଉଁ ବି ବିଷୟରେ ବହୁତ କିଛି ଜାଣିପାରିବା , ଆପଣଙ୍କ ଲାଇଫ୍ ପାର୍ଟନର୍ କେମିତି ହେବ , କେମିତି ସାଙ୍ଗ ମିଳିବେ , ଓ କିଏ ସଂମ୍ପର୍କରେ ଭଲ ରହିବେ , ଓ କାହା ସହ ଖରାପ୍ ହେବ , ଏହି ମାଧ୍ୟମରୁ ଆମେ ଜାଣିପାରିବା,  କିନ୍ତୁ କଣ ଆପଣଙ୍କୁ ଜଣାଅଛି କି ରାଶିର ଅନୁସାରେ ଆପଣ କାହାର କନ୍ୟା ହେବେ , କିମ୍ବା ଆପଣଙ୍କ ବିବାହ କାହା ସହ ହେବ ଏହା ଜାଣିପାରିବେ , ଓ ଏହା ଆରେଞ୍ଜ ମ୍ୟାରେଜ୍ ହେବ କି ଲଭ୍ ମ୍ୟାରେଜ୍ , ତେବେ ଆସନ୍ତୁ କହିବୁ ଆପଣଙ୍କ ରାଶି ଅନୁସାରେ କିପରି ହେବ ବାହାଘର ।

ମେଷ ରାଶି ବାଲା ଝିଅ- ମେଷ ରାଶିର ଝିଅ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଓ ବହୁତ ଚାଲାକ୍ ହୋଇଥାନ୍ତି , ଏମାନଙ୍କ ଆଗରେ ଜଲଦି କିଏ ଆଗକୁ ଆସିପାରିବନି , ଜ୍ୟୋତିଷ୍ୟଶାସ୍ତ୍ର କଥା ମାନିଲେ , ଏହି ରାଶିର ଝିଅ ନିଜ ଜିନିଷକୁ ବ୍ୟବସ୍ଥିତ ତରିକାରେ ରଖନ୍ତି ନାହିଁ , ସବୁବେଳେ ଗଡବଡ କରିଦିଅନ୍ତି , ଏମାନଙ୍କ ସବୁ କାମ ଜଲଦି ଜଲଦିରେ ହୋଇଥାଏ,  ଓ ଶେଷ ସମୟରେ ଏହା କୁହାଯାଏ କି ଏମାନେ ବିଳମ୍ବତା କରନ୍ତି ।

ବୃଷ ରାଶି ବାଲା ଝିଅ- ଏହି ରାଶିର ଝିଅ ବହୁତ ବ୍ୟବସ୍ଥିତ ହୋଇଥାନ୍ତି , ଏମାନଙ୍କ କୌଣସି କମି ହୋଇନଥାଏ,  ଏମାନଙ୍କ ବିବାହରେ ସମସ୍ତେ ସେ ବନ୍ଧୁ ହେଉ କିମ୍ବା ସଂମ୍ପର୍କୀୟ ଖାଇବା ପିଇବାର ଆରେଞ୍ଜମେଣ୍ଟର ପ୍ରଶଂସା କରନ୍ତି , ଏଥିରେ କେଉଁ କମି ହୋଇନଥାଏ, ଏମାନଙ୍କ ଆଖପାଖରେ କିଏ ଖୁସି ମନାଇଥାଏ , ଶାନ୍ତିପୁର୍ଣ୍ଣ ମାହୋଲ୍ ହୋଇଥାଏ , ଓ ସବୁ କାମ ଭଲରେ ହୋଇଥାଏ ।

ମିଥୁନ ରାଶି ବାଲା ଝିଅ- ଏହି ରାଶିରଝିଅ ନିଜ ବିବାହପାଇଁ ବହୁତ ଦିନରୁ ପ୍ଲାନ୍ କରନ୍ତି , ଓ ସେଇ ସମୟରୁ ପୁରା କରିବାର ବହୁତ ଚେଷ୍ଟା କରନ୍ତି , କିନ୍ତୁ କିଛି ସମସ୍ୟା ଆସିଯାଏ , ତାଙ୍କର ପ୍ଲାନ୍ ହେଇଗଲେ ବି ଏମାନଙ୍କ କିଛି ସମୟ ହୋଇନଥାଏ , ଯେବେ ଏମାନଙ୍କ ଶେଷ ସମୟ ଆସିଯାଏ , ତେବେ ଏକନୁଆ ପ୍ଲାନ୍ ହୋଇଯାଏ , ଏହାକୁ ପୁରା କରିବାପାଈଁ ଚେଷ୍ଟାରେ ଲାଗିପଡନ୍ତି , ଏମାଅଙ୍କ ସବୁ ବ୍ୟବସ୍ଥା ସଠିକ୍ ତରିକାରେ ହୋଇଥାଏ ।

କର୍କଟ ରାଶି ବାଲା ଝିଅ- ଏହି ରାଶିର ଝିଅ ନିଜେ କାମକରିଥାନ୍ତି , କିନ୍ତୁ ଏମାନଙ୍କ ବିବାହ ସବୁ ଯୋଜନା ସଠିକ୍ ତରିକାରେ ହୋଇଥାଏ ,ଯେପରି ଏକ ବିବାହ ହେବା ଦରକାର, ସେମିତି ଯେମିତି ବିବାହ ହୋଇଥାଏ , ସମସ୍ତେ ଖୁସିରେ ମଜାମସ୍ତି କରିବେ କିନ୍ତୁ ନିଜେ ମଜାମସ୍ତି କରିବା ପରିବର୍ତ୍ତେ ଇମୋସନାଲ୍ ହୋଇଯାଆନ୍ତି , ଓ ସବୁ କଥାରେ ଗଂମ୍ଭୀର ହୋଇଯାଆନ୍ତି ।

ସିଂହ ରାଶି ବାଲା ଝିଅ- ଏହି ରାଶିର ଝିଅଙ୍କ କଥା କହିଲେ ଏମାନେ କେଉଁଠି ବିବାହ କରିବେ କିପରି କପଡା ପିନ୍ଧିବେ , କିଏ କିଏ ଆସିବେ , ଓ କେମିତି ବିବାହ ଏକ ଅଲଗା ପ୍ରକାରର ହେବ , ଏହା ସବୁ ଥାଏ , ଏମାନଙ୍କ ଦିମାଗ ବହୁତ ତେଜ୍ ହୋଇଥାଏ , ଏମାନଙ୍କ ବିବାହ କେଉଁ ସାଧାରଣ ଫଙ୍କସନ୍ ନୁହେଁ , ଏଥିରେ ଅଲଗା କରିବାର୍ ଯଥା ସଂମ୍ଭବ ଚେଷ୍ଟା କରନ୍ତି ।

କନ୍ୟା ରାଶି ବାଲା ଝିଅ- ଏବେ କଥା ହେବା କନ୍ୟା ରାଶିର ତେବେ ଏହି ରାଶିର ଝିଅ ବହୁତ ଦାୟିତ୍ୱବାନ ହୋଇଥାନ୍ତି ,  ଓ କନ୍ୟା ନିଜ ବିବାହର ସବୁ ଆୟୋଜନରେ ଭାଗ ନେଇଥାଏ , ସବୁ ଦାୟିତ୍ୱକୁ ଭଲରେ ନିଭାଏ , ଶେଷରେ ସବୁଆଡୁ ପ୍ରଶଂସା ଶୁଣିଲେ ଏହା ପାଇଁ ବି ଚିନ୍ତିତ ରହିବେ ।

ତୁଳା ରାଶି- ତୁଳା ରାଶିର ଝିଅ ନିଜ ସବୁ କାମ ଭଲରେ କରନ୍ତି , ଓ ନିଜ ଲାଇଫ୍ ରେ ଯେଉଁ କୌଣସି ଫଙ୍କସନକୁ ନିୟନ୍ତ୍ରିତ ରୁପରେ କରନ୍ତି , ଟିକିଏ ହସିବା କାନ୍ଧିବା, ମଜା ମସ୍ତି କରିବା କିଛି ଅଲଗା କରିବା ହୋଇଥାଏ ଏମାନଙ୍କ ବାହାଘରରେ ।

ବିଛା ରାଶି- ଏମାନଙ୍କ ବିବାହରେ କିଏ ଆସିବ କିଏ ନାଇଁ , ଫୁଡ୍ ମେନ୍ୟୁ କେମିତି ହେବ,  ସବୁ ପ୍ଲାନିଙ୍ଗ୍ କରନ୍ତି , ଏମାନେ ନିଜ ବାହାଘର ପୁରା ରିତିନିତିରେ କରିଥାନ୍ତି ।

ଧନୁ ରାଶି- ଏମାନେ ବିଲକୁଲ୍ ପରଫେକ୍ଟ ହୋଇଥାନ୍ତି , ଏମାନେ ଟିକିଏ ଟ୍ରାଡିସନାଲ୍ ମର୍ଡର୍ଣ୍ଣ ଟଚ୍ ରେ ରୁହନ୍ତି , ଏମାନେ କପଡାକୁ ନେଇକରି ନାନାପ୍ରକାର୍ର ସାଜସଜ୍ଜା କରିଥାନ୍ତି ।

ମକର ରାଶି- ଏମାନଙ୍କ ନିଜ ବିବାହକୁ ନେଇ କିଛି ପ୍ଲାନିଙ୍ଗ୍ ହୋଇନଥା,ଏ ଖାଲି ଏମାନେ ନିଜ କାମ କରନ୍ତି , ଏମାନେ ବିବାହରେ ସମସ୍ତେ ଖୁସି ରୁହନ୍ତୁ , ଓ ଖୁସି ମନାନ୍ତୁ , ଏମାନଙ୍କ ଏହା ହିଁ ଚେଷ୍ଟା ରହିଥାଏ ।

କୁମ୍ଭ ରାଶି – କୁମ୍ଭ ରାଶିର ଝିଅ ନିଜ ବିବାହକୁ ନେଇ ବହୁତ ଖୁସି ରୁହନ୍ତି , ଏମାନଙ୍କ ଇଚ୍ଛାନୁସାରେ ବିବାହର ପରମ୍ପରା ରିତିନିତି ଆଦି ହୋଇଥାଏ,  କିନ୍ତୁଯଦି ପାର୍ଟନର ଖୁସିରେ ମଡର୍ଣ୍ଣ ବିବାହ ନ ହେଉ ତେବେ କିଛି ଅସୁବିଧା ହୋଇନଥାଏ ।

ମୀନ ରାଶି- ଏମାନେ ବିବାହରେ କାମ ଭଲରେ ହେବା ଦରକାର , କିନ୍ତୁ ଯଦି ପରିବାର ସହ ବୁଝାମଣା କରିବାକୁ ଥାଏ ତେବେ ସେମାନେ ନିଜ ପରିବାରକୁ ଏହିବିଷୟରେ ରାଜି କରିଦିଅନ୍ତି , ଓ ସବୁବେଳେ ଖୁସିରେ ରୁହନ୍ତି

Leave a Reply

Your email address will not be published. Required fields are marked *