December 27, 2024

Odia Express

Leading Odia News Portal of Odisha

ଆପଣ ବି ଜାଣିନିଅନ୍ତୁ ମହାଭାରତର ଅନୁସାରେ କୁହାଯାଇଥିବା ୬ ଟି କଥା ଯାହା ପାଇଁ ଆସିଥାଏ ଉନ୍ନତିରେ ବାଧକ

ଆମର ଜୀବନରେ ବହୁତ ଏମିତି ଅଭ୍ୟାସ ଓ ଘଟଣା ହୋଇଥାଏ ଯାହା କେଉଁଠି ନା କେଉଁଠି ଆମର ଉନ୍ନତିରେ ବାଧକ ତ କେବେ ସାଧକ ହୋଇ ବାହାରିଥାଏ , ଆପଣଙ୍କୁ କହିଦେବୁ କି ଆମର ବଡ ବୟସ୍କ ଲୋକ କହିଛନ୍ତି କି ଆମେ ସମସ୍ତଙ୍କୁ ନିଜ ଜୀବନରେ କିଛି କଥାକୁ ବିଶେଷ୍ ଧ୍ୟାନ ଦେବାକୁ ହେବ , ଯାହାଦ୍ୱାରା କେବେ ନିଜ ଜୀବନରେ ଉନ୍ନତିରେ କେଉଁ ପ୍ରକାରର ବାଧା ନ ଆସୁ, ଏଥିପାଇଁ ଆମେ ଆପଣଙ୍କୁ ହିନ୍ଦୁ ଧର୍ମରେ ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ଓ ମହାନ୍ ଗ୍ରନ୍ଥ ମହାଭାରତ ଉଦ୍ୟୋଗ ପର୍ବର୍ କିଛି ପଂକ୍ତିକୁ ଉଲ୍ଲେଖ କରିବାକୁ ଯାଉଛୁ, ଯାହାର ଅନୁସାରେ କୁହାଯାଇଛ୍ କି ଆମର କିଛି ଭୁଲ୍ ଅଭ୍ୟାସ ହୋଇଥାଏ ,

ଯାହାପାଇଁ ନିଜ ଜୀବନରେ ଆଗକୁ ବଢିପାରିନଥାଉ, କହିଦେବୁ କି ମହାଭାରତର ଏଇ ପର୍ବରେ ମହାତ୍ମା ବିଦୁର ଜୀବନରେ ସୁଖୀ ଓ ସଫଳ ହେବାପାଇଁ ୬ ଟି ନିତି ବିଷୟରେ କହିଥିଲେ , ଯାହା ଆମ ସମସ୍ତଙ୍କ ଜୀବନରେ ବରାବର ରୁପରେ ଲାଗୁ ହୋଇଥାଏ । କହିଦେବୁ କି ମହାତ୍ମା ବିଦୁର ଏହି ପର୍ବରେ ମଣିଷର ସେଇ ଅଭ୍ୟାସଗୁଡିକ ବିଷୟରେ କହିଛନ୍ତି , ଯାହାର କାରାଣରୁ କେଉଁ ବ୍ୟକ୍ତି ଗରିବ ହେବାକୁ ଲାଗେ,  ଓ କେବେ ସଫଳ ହୋଇପାରେ ନାହିଁ , ଆପଣଙ୍କୁ ସୁଚେଇଦେବୁ କି ମହାଭାରତର ୬ ଟି ଅଭ୍ୟାସ ବିଷୟରେ କୁହାଯାଇଛି, ସବୁ ମଣିଷର ଜୀବନରେ ତାଙ୍କ ଅସୁବିଧା ବଢିଥାଏ , ଓ ତାହା ସହ ତାଙ୍କ ଉନ୍ନତି ଓ ସଫଳତା ରେ ଅଟକାଇଥାଏ , ତେବେ ଆସନ୍ତୁ ଜାଣିବା କେଉଁ ସେହି କଥା ଯାହାକୁ ଜାଣିବା ସମସ୍ତଙ୍କ ପାଇଁ ଆବଶ୍ୟକ ଅଟେ ।

ମହାଭାରତର ଶ୍ଳୋକ- ଷଡ୍ ଦୋଷା- ପୁରୁଷେଣେହ ହାତବ୍ୟା ଭୁମିମିଚ୍ଚତା, ନିଦ୍ରା ତନ୍ଦ୍ରା ଭୟଂ କ୍ରୋଧ ଆଳସ୍ୟଂ ଦିର୍ଘସୁତ୍ରତା

ମହାଭାରତରେ ଏହି ଶ୍ଳୋକରେ ଦିଆଯାଇଥିବା ଶ୍ଳୋକର ଅର୍ଥ ହେଲା କି ଯେଉଁ ବ୍ୟକ୍ତି ଭୁଲ୍ ସମୟରେ ଶୋଇଥାଏ , ତନ୍ଦ୍ରା ମାନେ ଉଂଘତା ଅଟେ, ଡରିଥାଏ , କ୍ରୋଧ କରିଥାଏ , ଆଳସ୍ୟ କରିଥାଏ , ନିଜ ଉପରେ ବିଶ୍ୱାସ କରିନଥାଏ , ସେ ବ୍ୟକ୍ତି ନିଜ ସଂପୁର୍ଣ୍ଣ ଜୀବନରେ କେବେ ସୁଖୀ ଓ ସଫଳ ହୋଇପାରେ ନାହିଁ , ଏମିତି ଆପଣ ଏହି ୬ ଟି କଥାକୁ ନିଜ ଜୀବନରେ ବିଶେଷ ମହତ୍ତ୍ୱ ଦେବା ଉଚିତ୍ ।

୧) ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି ଯେଉଁ ବ୍ୟକ୍ତି ଭୁଲ୍ ସମୟରେ ଶୋଇଥାଏ,  ମାନେ ସୁର୍ଯ୍ୟଦୟ ସମୟ କିମ୍ବା ଦ୍ୱିପହର ରେ ଅଥବା ସୁର୍ଯ୍ୟାସ୍ତ ସମୟରେ ତାଙ୍କୁ ଏମିତି କରିବା ଉଚିତ୍ ନୁହେଁ କାରଣ ଶାସ୍ତ୍ର ଅନୁସାରେ ସମୟ କାମ କରିବାପାଇଁ ହୋଇଥାଏ,  ଏହି ସମୟରେ ଶୋଇବେ ତେବେ କାମ ପୁରା ହୋଇପାରିବନାହିଁ ।

୨) କହିଦେବୁ କି ଯେଉଁ ବି ବ୍ୟକ୍ତି ସଠିକ୍ ସମୟରେ ଶୁଏ ନାହିଁ କିମ୍ବା ଅଧାନିଦ୍ରା ନିଏ ଏହାପରେ ପୁରା ଦିନ ଶୋଇଥାଏ , ଯାହାର କାରଣରୁ ତାକୁ କାମ କରିବାରେ ବାଧା ଆସେ , ଏମିତି ଲୋକ ସମୟର କୌଣସି ମୁଲ୍ୟ ବୁଝିପାରନ୍ତି ନାହିଁ , ଓ ତାଙ୍କ ପାଇଁ ସମୟର କୌଣସି ମହତ୍ତ୍ୱ ନଥାଏ, ସେମାନେ ଜୀବନରେ କେବେ ସଫଳ ହୋଇପାରେ ନାହିଁ ।

୩) ଏହା ବି କହିଦେବୁ କି ଯଦି ଆପଣ ବିନା କୌଣସି କଥାରେ ଡରନ୍ତି ତେବେ ଏହା ବି ଏକ ବଡ ଦୋଷ ହୋଇଯାଏ , କହିଦେବୁ କି ଯାହାର ମନରେ ଡର ହୋଇଥାଏ , ସେ କେଉଁ କାମରେ ସଫଳ ହୋଇପାରେ ନାହିଁ ।

୪) କୁହାଯାଏ କି ଯେଉଁ ବ୍ୟକ୍ତି କଥା କଥାରେ ରାଗିଥାଏ , କିମ୍ବା ବ୍ୟବହାର ବହୁତ କ୍ରୋଧୀ ହୋଇଥାଏ , ସେ ନିଜ ଅଧିକାଂଶ ଫଇସଲା ରାଗରେ ନେଇଥାଏ , ସେ କେବେ ସଫଳ ହୋଇପାରେ ନାହିଁ ।

୫) ଆପଣଙ୍କୁ ଏହା ବି କହିଦେବୁ କି ଆଳସ୍ୟ ଏକ ଦୋଷ ଅଟେ ଯେଉଁଥିରେ ନା କେବଳ କେଉଁ ବ୍ୟକ୍ତିର ବର୍ତ୍ତମାନ ଭବିଷ୍ୟ ଖରାପ ହୋଇଥାଏ , ଆପଣଙ୍କୁ କହିଦେବୁ କି ଯେଉଁ ମଣିଷ ଆଳସ୍ୟ ହୋଇଥାଏ , ସେ ନିଜ ଜୀବନରେ କେବେ ଆଗକୁ ବଢିପାରେ ନାହିଁ ।

୬) ଆପଣଙ୍କୁ ଜଣେଇଦେବୁ କି ସବୁ ବ୍ୟକ୍ତି ନିଜକୁ ବିଶ୍ୱାସ ବନାଇବା ଦରକାର,  ମାନାଯାଏ କି ଯେଉଁ ବ୍ୟକ୍ତି ଆତ୍ମବିଶ୍ୱାସର କମି ହୋଇଥାଏ ସେ କେବେ ବି ଜୀବନରେ ସଫଳ ହୋଇପାରେ ନାହିଁ

Leave a Reply

Your email address will not be published. Required fields are marked *