ମଜାଦାର ପ୍ରଶ୍ନ – ଯେବେ ଗୋଟେ ପୁଅ କହିଲା 143 ଓ ତାପରେ ଝିଅ କହିଲା 25519 – ବୁଦ୍ଧିମାନ ଲୋକ ଅଛ ଯଦି ବୁଝିଯାଅ ଝିଅ କଣ କହିଲା…
ଛୁଆବେଳରୁ ଆପଣ ବହୁତ ପହେଲିକୁ ସମାଧାନ କରିଥିବେ , ଓ ନିଜେ ବୁଦ୍ଧି ଖର୍ଚ୍ଚ କରିଥିବେ , ସେମିତି ବହୁତଥର ଏମିତି ହୋଇଥିବ କି ଆପଣ ସେହି ପହେଲିର ଉତ୍ତର ଆସୁନଥିବ, ହଁ ଆଜ୍ଞା ଆପଣଙ୍କୁ କହିଦେବୁ କି ପହେଲି ସମାଧାନ କରିବାର କସରତ ହୋଇଥାଏ , କିନ୍ତୁ ଜରୁରୀ ନୁହେଁ କି ଆପଣ ସବୁ ପହେଲିକୁ ଜବାବ୍ ଦିଅନ୍ତୁ , ଆଜିକାଲି ସୋସିଆଲ୍ ମିଡିଆରେ ଏମିତି ବହୁତ ସାରା ପହେଲି ଆସିଥାଏ , ଯାହା ଇଣ୍ଟରନେଟ୍ ରେ ବହୁତ ଭାଇରାଲ୍ ହୋଇଥାଏ, ଯାହାକୁ ସମାଧାନ କରିବା କେଉଁ ବ୍ୟକ୍ତି ପାଇଁ ଏକ ଚ୍ୟାଲେଞ୍ଜର ବିଷୟ ହୋଇହାଏ , ଆଜିକାଲି ସେମିତି କିଛି ପହେଲି ଅଛି ଯାହା ଆପଣଙ୍କୁ ମଜା ଆସିବ ଏହାର୍ ସମାଧାନ ବାହାର କରିବାପାଇଁ ଆସନ୍ତୁ ଜାଣିବା ସେହି ପହେଲିଗୁଡିକ ବିଷୟରେ । ସେଥିରୁ କିଛି ପହେଲି ହୋଇଥାଏ ଯାହାକୁ ଶୁଣିଲେ ମଣିଷଭାବିବସେ , ଓ ସେହି ପ୍ରଶ୍ନରେ ସେ ଫସିଯାଏ
ପ୍ରଥମେ ପହେଲିକୁ ସମାଧାନ କରିବାର ଚ୍ୟାଲେଞ୍ଜ ସେ ମାନିନିଏ , ସେମିତି ଆମେ ସମସ୍ତେ ଜାଣିଛେ କି ଲୋକ ନା କେବାଳ ମୁସକିଲ୍ କାମ କରନ୍ତି , ବରଂ ମୁସକିଲ୍ ପ୍ରଶ୍ନର ଉତ୍ତର ଦେବାକୁ ତାଙ୍କୁ ବହୁତ ମଜା ଆସିଥାଏ , କାରାଣ ଏମିତି ଜବାବର୍ ଖେଲ ଏବେ ଲୋକଙ୍କର ପସନ୍ଦ ହୋଇସାରିଛି, ଏହା ଛଡା ଲୋକଙ୍କୁ ଟାଇମ୍ ପାସ୍ କରିବାର ମଉକା ମିଳିଯାଏ , ଓ ତାଙ୍କ ଦିମାଗ ବି ଟିକିଏ କସରତ୍ ହୋଇଯାଏ , ସେମିତି ଯଦି ଆପଣ ଏହାର ପ୍ରଶ୍ନ ଉତ୍ତର ଖେଳ ପସନ୍ଦ ଲାଗେ , ତେବେ ଆଜି ଆମେ ଯେଉଁ ପ୍ରଶ୍ନ ପଚାରିବାକୁ ଯାଉଛୁ, ତାହା ବହୁତ ହିଁ ମଜାଦାର୍ ରହିବ , ଆସନ୍ତୁ ଜାଣିବା ସେହି ପହେଲିଗୁଡୀକ ବିଷୟରେ ।
୧) ତିନି ଅକ୍ଷର ମୋର ନାଁ ପ୍ରଥମ କାଟିଦେଲେ ରାମ ରାମ୍, ଦ୍ୱିତୀୟଟି କାଟିଲେ ଫଳର ନାଁ , ତୃତୀୟ କାଟିଦେଲେ କାମ କୁହ ମୋର ନାଁ କଣ ? ଉତ୍ତର- ଏହାର ଉତ୍ତର୍ ହେଲା ଆରାମ ।
୨) ସେ କଣଅଟେ ଯାହା ଶୋଇବା ବେଲେ ତଳେ ପଡିଯାଏ , ଓ ଆପଣ ଉଠିଲେ ଉପରକୁ ଉଠିଆସେ? , ଉତ୍ତର- ଏହାର ଉତ୍ତର ହେଲା ପଲଙ୍କ ।
୩) ସେ କେଉଁ ଜିନିଷ ଅଟେ ଯାହା ବ୍ୟକ୍ତି ଲୁଚାଇକରି ରଖିଥାଏ , ଓ ମହିଳାମାନେ ଦେଖାକରି ଚାଲନ୍ତି ?ଉତ୍ତର- ପର୍ସ ।
୪) ଜଣେ ପୁଅ ଗୋଟେ ଝିଅପାଖ ଦେଇଯାଉଥିବା ବେଳେ କହିଲା ୧୪୩ ଝିଅ କହିଲା ୨୫୫୧୯ କୁହ ଝିଅର ନାଁ କଣ ?
ଉତ୍ତର- ଝିଅଟି କହିଲା –Yes
୫)ସେ କଣ ଅଟେ ଯାହାକୁ ଆପଣ ଥରେ ଖାଇକରି ଆଉଥରେ ଖାଇବାକୁ ଚାହୁଁନାହାନି କିନ୍ତୁ ଖାଇଥାନ୍ତି ? ଉତ୍ତର- ଧୋକା ।