ବିବାହିତ ମହିଳାମାନେ ଭୁଲ୍ ରେ ମଧ୍ୟ ଏହି ୩ଟି ଜିନିଷ ପିନ୍ଧନ୍ତୁ ନାହିଁ – ନହେଲେ ଭୋଗିବାକୁ ପଡିପାରେ ଏହାର ପରିଣତି ..
ଏଥିରେ କୌଣସି ସନ୍ଦେହ ନାହିଁ କି ଆମ ଭାରତୀୟ ସଂସ୍କୃତିରେ ବାସ୍ତୁ ଶାସ୍ତ୍ରର ବହୁତ ଖାସ୍ ମହତ୍ତ୍ୱ ହୋଇଥାଏ , ବୋଧେଏହି କାରଣରୁ ଯେଉଁ ଶୁଭ କାମ ହୋଇଥାଏ , ତେବେ ତାହା ବାସ୍ତୁ ଶାସ୍ତ୍ର ଅନୁସାରେ କରିଥାଏ । ହଁ ଆଜ୍ଞା ଯେପରି କେଉଁ ଶୁଭ କାର୍ଯ୍ୟ କରିବାକୁ ହେଲେ ସଠିକ୍ ଦିନ ଆଦି ପତ୍ତା କରିବାକୁ ପଡିଥାଏ , ସେମିତି ଆମେ ସିଧା ଶବ୍ଦରେ କହିଲେ ଭାରତ ଦେଶରେ କୌଣସି ଶୁଭ କାମ କାମ ପାଇଁ ବାସ୍ତୁ ଶାସ୍ତ୍ର ବିନା ପୁରା କରିହେବ ନାହିଁ , ସେମିତି ଆପଣଙ୍କ ସୂଚନା ପାଇଁ କହିଦେବୁ କି ଯେ କୌଣସି ଶୁଭ କାର୍ଯ୍ୟ ପାଇଁ ବାସ୍ତୁ ଶାସ୍ତ୍ର ଅନୁସାରେ ଭବିଷ୍ୟରେ ସେହି କାର୍ଯ୍ୟପାଇଁ କୌଣସି ଅସୁବିଧା ହୁଏ ନାହିଁ ।
ସେମିତି ଆମେ ବିବାହିତ ସ୍ତ୍ରୀଙ୍କ କଥା କହିଲେ ବାସ୍ତୁ ଶାସ୍ତ୍ରରେ ଏମିତି ବହୁତ କିଛି କଥା କୁହାଯାଇଛି , ଯାହାଙ୍କୁ ବିବାହିତ ସ୍ତ୍ରୀଙ୍କୁ ନିଜ ଜୀବନରେ ନିଶ୍ଚିତ କରିବା ଉଚିତ୍ ।ଆଜି କାଲି ଏହି ସମୟରେ ବହୁତ କମ୍ ଲୋକ ଅଛନ୍ତି ଯେଉଁ ମାନେ ଏହି କଥାକୁ ବିଶ୍ୱାସ କରନ୍ତି , ଆଜି କାଲିର ବିବାହିତ ସ୍ତ୍ରୀମାନେ ଏମିତି ଜିନିଷ ପିନ୍ଧନ୍ତି , ଯାହା ମଧ୍ୟରେ ନକରାତ୍ମକ ଉର୍ଜା ପ୍ରବେଶ ହୋଇଥାଏ , ଯଦି ଆମେ ସିଧା ଶବ୍ଦରେ କହିବା ତେବେ ଫ୍ୟାସନ କରିବା ଉଚିତ୍ ବିବାହିତ ମହିଳାଙ୍କୁ , କିନ୍ତୁ ଫ୍ୟାସନ୍ ସହ ତାଙ୍କ ସଂସ୍କୃତି ଓ ବାସ୍ତୁଶାସ୍ତ୍ରର ଧ୍ୟାନ ରଖିବା ଉଚିତ୍ ।
ସେମିତି ଏମିତି ଜିନିଷ ପିନ୍ଧିନିଅନ୍ତି , ଯାହା କାରଣରୁ ସଂମ୍ପର୍କର ଫାଟ ଆସିଯାଏ , ବାସ୍ତୁ ଶାସ୍ତ୍ର ଅନୁସାରେ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ , ଯାହା ବିବାହିତ ସ୍ତ୍ରୀମାନେ ଭୁଲ୍ ରେ ପିନ୍ଧିବା ଉଚିତ୍ ନୁହେଁ , ଯଦି ହୋଇପାରେ ତେବେ ଟିକିଏ ଧ୍ୟାନ ଦିଅନ୍ତୁ ,
୧) କଳା ରଙ୍ଗର ଚୁଡି : ଜଣାଇଦେବୁ କି ବିବାହିତ ସ୍ତ୍ରୀଙ୍କୁ ଭୁଲ୍ ରେ ବି କଳା ରଙ୍ଗର ଚୁଡି ପିନ୍ଧିବା ଉଚିତ୍ ନୁହେଁ , କାରଣ ଏହା ଦ୍ୱାରା ଶନିଦେବଙ୍କ ପ୍ରକୋପର ସାମନା କରିବାକୁ ପଡିଥାଏ , ଏମିତିରେ ବିବାହିତ ଜୀବନ ଉପରେ ପ୍ରଭାବ ପକାଇଥାଏ , ଓ ଏହା ଦ୍ୱାରା ନକରାତ୍ମକ ଶକ୍ତି ବାସ କରିଥାଏ , ଓ ଏହା ଛଡା ଛୁଆଙ୍କ ପାଇଁ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।
୨) ପାଦରେ ସୁନାର ତତ୍ତ୍ୱ : ଆଜିର ସମୟରେ ବହୁତ ସାରା ମହିଳାମାନେ ପାଦରେ ସୁନାରେ ତିଆରି ହୋଇଥିବା ପାଉଁଜ ପିନ୍ଧିଥାନ୍ତି , କିନ୍ତୁ ଏହା ବିବାହିତ ମହିଳାମାନଙ୍କ ପାଈଁ ଅଶୁଭ ହୋଇଥାଏ , ପାଦରେ ସୁନା ପିନ୍ଧିଲେ ଏହା ଦ୍ୱାରା କୁବେର୍ କ୍ରୋଧ ହୁଅନ୍ତି , ଯାହା କାରଣରୁ ଜୀବନରେ ଦରିଦ୍ରତା ଆସିଥାଏ , ଏଥିପାଇଁ ନିଜ ସ୍ୱାମୀଙ୍କ ଉନ୍ନତି ବି ଅଟକିଯାଏ , ଓ ଆର୍ଥିକ ସମସ୍ୟା ଆସିଯାଏ , ଏଥିପାଇଁ କେବେ ବି ବିବାହିତ ମହିଳାମାନେ ପାଦରେ ସୁନାର ପାଉଁଜି ପିନ୍ଧିବା ଅନୁଚିତ୍ ।
ଧଳା ରଙ୍ଗର ଶାଢୀ : ବିବାହିତ ମହିଳାମାନେ କେବେ ବି ଭୁଲ୍ ରେ ଧଳା ଶାଢୀ ପିନ୍ଧିବା ଉଚିତ୍ ନୁହେଁ , ଆଜିର ସମୟରେ ମହିଳାମାନେ ଧଳା ଶାଢି ପିନ୍ଧିବାକୁ ସଙ୍କୋଚ ବୋଧ କରନ୍ତି ନାହିଁ , ଏହା ଦ୍ୱାରା ମହିଳାଙ୍କ ପବିତ୍ରତା ଧର୍ମ ଶେଷ ହୋଇଯାଏ , ଏହା ଦ୍ୱାରା ଦାମ୍ପତ୍ୟ ଜୀବନରେ ନକରାତ୍ମକ ଶକ୍ତି ବାସ କରିବାକୁ ଲାଗେ ।