ଏହି ରାଶିର ଯୋଡି ହୁଅନ୍ତି ସବୁଠାରୁ ପରଫେକ୍ଟ, ଏମାନଙ୍କୁ ବିବାହ କରିଲେ ହୋଇଥାଏ ବହୁତ ସାରା ଫାଇଦା
ବିବାହ କରିବା ଜୀବନର ସବୁଠାରୁ ବଡ ଫଇସଲା ହୋଇଥାଏ , ଓ ବହୁତଥର ବଡ ବୟସ୍କ ମାନେ ଓ ଆଖପାଖ ଲୋକ କହିଥିବା ଏହା ଶୁଣିଥିବେ କି ଯୋଡି ଉପରବାଲା ବନାଇଥାଏ , ଓ ଏହା ବି ସତ ଅଟେ ଯିଏ ଏହି ପୃଥିବୀରେ ଜନ୍ମ ନେଇଛି ତାହାପାଇଁ ଉପରବାଲା କାହାକୁ ନା କାହାକୁ ନିଶ୍ଚିତ ବନାଇଛନ୍ତି । କେବେ ଖୁସି ରୁ ତ କେବେ ନ ଚାହିଁକି ବି ତାଙ୍କ ସହ ନିଜ ଜୀବନ ବ୍ୟତିତ କରିବାକୁ ପଡେ , କିନ୍ତୁ ବହୁତଥର ଆମର ଜୀବନରେ ସାଥି ବାଛିବାପାଇଁ ଭୁଲ୍ ନିର୍ଣ୍ଣୟ କାରଣରୁ ଆମେ ପୁରା ଜୀବନ ଏହି ଜିନିଷ ପାଇଁ ପଶ୍ଚାତାପ କରିବାକୁ ପଡିପାରେ , ଆମର ଜ୍ୟୋତିଷ୍ୟ ଶାସ୍ତ୍ରରେ କିଛି ଏମିତି ଯୋଡି ବିଷୟରେ କୁହାଯାଇଛି କି ଯାହା ଜଣେ ଅନ୍ୟ ଜଣଙ୍କ ପାଇଁ ଗଢା ହୋଇଛନ୍ତି , ଓ ଯଦି ଏହି ଲୋକଙ୍କୁ ବିବାହ ହୋଇଯାଏ , ତେବେ ଏମାନଙ୍କ ସଂମ୍ପର୍କ ଅତୁଟ୍ ହୋଇଯାଏ , ଓ ପ୍ରେମରେ ଭରା ରହିଥାଏ , ତେବେ ଆସନ୍ତୁ ଆପଣଙ୍କୁ କହିଦେବୁ କି କେଉଁ ରାଶିର ଯୋଡି ସବୁଠାରୁ ଅଧିକା ଖୁସି ରୁହନ୍ତି ଓ ପରଫେକ୍ଟ ଲଭ୍ କପଲ୍ ହୁଅନ୍ତି ।
୧) ମେଷ ଓ କନ୍ୟା ରାଶି- ଯଦି ମେଷ ଓ କନ୍ୟା ରାଶି ମଧ୍ୟରେ ପ୍ରେମ ବିବାହର ସଂମ୍ପର୍କ ହୋଇଥାଏ ତେବେ ଏହି ସଂମ୍ପର୍କ ଅଧିକା ମଜବୁତ୍ ହୋଇଥାଏ , ଓ ଏହି ରାଶିର ଲୋକଙ୍କ ମଧ୍ୟରେ ଭଲ ବୁଝାମଣା ହୋଇଥାଏ , ଯାହାର କାରଣରୁ ବହୁତ୍ କମ୍ ଲଢେଇ ଝଗଡା ହୋଇଥାଏ, ଓ ପରସ୍ପର ମିଶିକରି ରହିବା ପସନ୍ଦ କରନ୍ତି , ଏହି ଲୋକ ଅନ୍ୟଙ୍କ ଦରକାରିତା ବୁଝିପାରନ୍ତି , ଓ ଦରକାର ପଡିଲେ ଜଣେ ଅନ୍ୟଜଣଙ୍କ ପାଇଁ ଜୀବନ ଉତ୍ସର୍ଗ୍ କରିବାରେ ଆଗୁଆ ରୁହନ୍ତି, ଏତେ ପ୍ରେମ ହୋଇଥାଏ ଏହି ଯୋଡିଙ୍କର, ସେଥିପାଇଁ ଭଲ ଲଭ୍ କପଲ୍ ଭାବେ ଜଣାଯାଆନ୍ତି ।
୨) ବୃଷ ଓ ସିଂହ ରାଶି- ଯଦି ଦୁଇଟି ରାଶି ଏକା ସାଙ୍ଗରେ ରୁହନ୍ତି ତେବେ ଏମାନଙ୍କ ବିଚାର ଓ ଅଭ୍ୟାସ ଏକା ସମାନ ହୋଇଥାଏ , ଯାହାର କାରଣରୁ ଏହି ରାଶିର ଲୋକ ଲଢେଇ ଝଗଡା ବି କମ୍ ହୋଇଥାଏ , ଓ ଯଦି ବି ହୋଇଯାଏ , ତେବେ ଏହା ଜଲଦି ସମାଧାନ କରିଦିଅନ୍ତି , ଏହି ଯୋଡି କେଉଁ ରାଜା ରାଣୀରୁ କମ୍ ନୁହନ୍ତି ।
୩)ମିଥୁନ ଓ ଧନୁ ରାଶି- ଏହି ରାଶିର ଲୋକେ ବହୁତ ରୋମାଣ୍ଟିକ୍ ହୋଇଥାନ୍ତି ପ୍ରେମ ଓ ବିଶ୍ୱାସରେ ଭରା ହୋଇଥାଏ, ଏହି ଯୋଡିଙ୍କ ପ୍ରେମ ଶେଷ ଜୀବନ ଯାଏଁ ରହିଥାଏ ।
୪) କର୍କଟ ଓ ମକର ରାଶି- ଏହି ରାଶିର ଲୋକେ ଅନ୍ୟଙ୍କୁ ବହୁତ୍ ଇମାନଦାର୍ ଭାବେ ଜଣାଯାଆନ୍ତି , ଓ ଭୁଲରେ ବି ନିଜ ପାର୍ଟନରଙ୍କୁ ଧୋକା ଦିଅନ୍ତି ନାହିଁ , ଜୀବନସାରା ସାଥି ନିଭାଇଥାନ୍ତି , ସେମିତି ଯେତେ ଅସୁବିଧା ଆସିଯାଉ ପଛେ ।
୫) ତୁଳା ଓ ବିଛା ରାଶି- ତୁଳା ଓ ବିଛା ରାଶିର ଯୋଡି ବିଚାର ଓ ଅଭ୍ୟାସ ସେମିତି ପରସ୍ପର ମେଳ ଖାଉନାହିଁ କିନ୍ତୁ ଏହାପରେ ସେ ଜଣେ ଅନ୍ୟ ଜଣଙ୍କ ପାଇଁ ତିଆରି ହୋଇଥାଏ , ଏହାର ସିଧା କାରଣ ଏହା ସାମ୍ନା ବାଲାର ବିଚାର ଓ ଭାବନାକୁ ବହୁତ ସମ୍ମାନ କରିଥାଏ ।
୬) କୁମ୍ଭ ଓ ମୀନ ରାଶି ଏହି ରାଶି ଜଣେ ଅନ୍ୟ ଜଣଙ୍କ ପାଇଁ ହୋଇଥାନ୍ତି । ଏଥିପାଈଁ ସେମାନେ ଜଣେ ଅନ୍ୟ ଜଣଙ୍କ ପାଇଁ ବିନା ରହି ପାରନ୍ତି ନାହିଁ , ଏମାନଙ୍କ ଜୀବନ ଜଣେ ଅନ୍ୟ ଜଣଙ୍କ ପାଇଁ ହିଁ ହୋଇଥାଏ , ଯାହାକୁ ନେଇ ଏମାନେ ବହୁତ ପ୍ରେମ ଭରା ସମୟ ଅତିବାହିତ କରନ୍ତି