March 11, 2025

Odia Express

Leading Odia News Portal of Odisha

କେବଳ ଦୁଇ ମିନିଟ୍ ରେ କଳା ଓଠ ହୋଇଯିବ ଗୋଲାପି, ଆଜି ହିଁ ଟ୍ରାଇ କରିଦେଖନ୍ତୁ..

ଯେବେ ଆମେ କେଉଁ ଲୋକଙ୍କୁ ହସିଥିବାର ଦେଖିଥାନ୍ତି ମନ ଖୁସ୍ ହୋଇଯାଏ , ସେମିତି ଯେବେ କେଉଁ ବ୍ୟକ୍ତି ଆମର ସାମ୍ନାରେ ଆସିଥାଏ , ତେବେ ଆମର ନଜାରା ସବୁଠାରୁ ତାଙ୍କ ଉପରେ ପଡିଥାଏ,  ଏହାପରେ ଆମେ ତାହାର ଚେହେରାର ହାବଭାବ ନୋଟିସ୍ କରିଥାଉ , ଯାହାକୁ ନେଇ ତାଙ୍କ ଓଠରେ ଏକ ନଜର ବୁଲାଇଦିଅନ୍ତି, ଏମିତିରେ ଯଦି ଓଠ କଳା ଅଛି ତେବେ ଆପଣଙ୍କ ପାଇଁ ଲଜ୍ଜିତ ହେଲାଭଳି କଥା ଅଟେ,  ଆପଣ ଯେବେ କାହା ସହ କଥାବାର୍ତ୍ତା କରନ୍ତି ତେବେ ସାମ୍ନା ବାଲା ବ୍ୟକ୍ତି ନଜର ଓଠରେ ନିଜ ଆଡକୁ ଚାଲିଯାଏ , ଏଥିପାଇଁ ଆମର ଉପଦେଶ ରହିବ କି ଆପଣ ଆଜିଠାରୁ ନିଜ ଓଠକୁ ସୁନ୍ଦର ବନାଇବା ଧ୍ୟାନ ଦିଅନ୍ତୁ । ସେମିତି ଯେବେ ଝିଅମାନେ ନିଜ ଓଠର ସୁନ୍ଦରତା ବନାଇବାର ଇଚ୍ଛା ହୋଇଥାଏ,  ତେବେ ସେମାନେ ଲିପିଷ୍ଟିକ୍ ଲଗାଇଦିଅନ୍ତି, କିନ୍ତୁ ଏହା କେଉଁ ସ୍ଥାୟୀ ସମାଧାନ ନୁହେଁ , ଦ୍ୱିତୀୟ ଜିନିଷ ଲିପିଷ୍ଟିକରେ କେମିକାଲ୍ କାରଣରୁ ନ୍ୟାଚୁରାଲ୍ ତରିକାରେ ଲାଲ୍ କିମ୍ବା ଗୋଲାପି ରଖିବା ସଠିକ୍ ହୋଇଥାଏ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ତରିକା ବିଷୟରେ କହିବାକୁ ଯାଉଛୁ, ଯାହାର ସହାୟତାରେ ଆପଣଙ୍କ କଳାଓଠ ସହଜରେ ଗୋଲାପି କରିପାରିବେ , ଏହି ପ୍ରକିୟାରେ ଖାସ୍ କଥା ଏହା କି କଳାପଣ ଦୁର କରିବା ସହ ଏହା ଓଠଫାଟିବାରୁ ରକ୍ଷା କରେ , ତେବେ ଆସନ୍ତୁ ଜାଣିବା ।

୧) ଓଠ ପ୍ରାକୃତିକ ତରିକାରେ ଗୋଲାପି କରିବାପାଇଁ କ୍ଷୀରର ମଲାଇ ସବୁଠାରୁ ଅଧିକା କାରଗର୍ ହୋଇଥାଏ , ଆପଣଙ୍କୁ ଜଣେଇଦେବୁ କି କ୍ଷୀରର ମଲାଇରେ ଦୁଇପ୍ରକାରର ହୋଇଥାଏ , ପ୍ରଥମ ଯାହା କ୍ଷୀର ଗରମ୍ କରିବାପରେ ଜମିଥାଏ , ଓ ଦ୍ୱିତୀୟ ଯାଗା କ୍ଷୀର ବିଲକୁଲ୍ ଥଣ୍ତା ହେବା ପରେ ଜମିଥାଏ,  ଆପଣ ଏହି ପ୍ରକିୟା ପାଇଁ ଦ୍ୱିତୀୟ ଟାଇପ୍ ର ମଲାଇ ନେବାର୍ ଅଛି କ୍ଷୀରକୁ ଫ୍ରିଜ୍ ରେ ରଖିବାପରେ ଯେଉଁ ଉପର ଗାଡି ମଲାଇ ଜମିଥାଏ,  ତାହା ଆଙ୍ଗୁଠିରେ ନିଅନ୍ତୁ , ଓ ନିଜ ଓଠରେ ଲଗାଇଦିଅନ୍ତୁ , ତାପରେ ୧୦-୨୦ ମିନିଟ୍ ଏମିତି ଛାଡିଦେବେ , ପରେ ସଫା ପାଣିରେ ଓଠ ଧୋଇଦେବେ , ଏମିତି ଆପଣ ଦିନରେ ଥରେ ସବୁଦିନ କରିପାରିବେ ।

୨) ଯେପରି ଆପଣ ସମସ୍ତେ ଜାଣିଛନ୍ତି କି କ୍ଷୀର ଓ କଦଳୀ ସ୍ୱାସ୍ଥ୍ୟ ପାଇଁ ଫାଈଦାଦାୟକ ହୋଇଥାଏ, କିନ୍ତୁ କେବଳ କଦଳୀ ନୁହେଁ ବରଂ କଦଳୀର ଚୋପା ବି ବହୁତ ଗୁଣରେ ଭରପୁର୍ ହୋଇଥାଏ, ଯାଦି ଆପଣ କଦଳୀର ଚୋପାର ଭିତର ଭାଗକୁ ନିଜ ଓଠରେ ମସାଜ୍ କରିବେ , ତେବେ ଓଠରୁ କଳାପଣ ଦୁର ହୋଇଯିବ ।

୩) କ୍ଷୀରରେ ମଲାଇର କିଛି ବୁନ୍ଦା ମହୁ ଓ ଗୋଲାପ ଜଳ ମିଶାଈକରି ଲଗାଇଲେ ଓଠର ଲାଲିମା ବୃଦ୍ଧି ହୋଇଥାଏ ।

୪) କମଳାର ଚୋପା ନିଅନ୍ତୁ, ଓ ସେଥିରେ କମଳାର ରସରେ ବୁଡାଇଦିଅନ୍ତୁ, ଏବେ ଏହି ଚୋପାର ଭିତର ଭାଗରୁ ଓଠକୁ ମସାଜ୍ କରନ୍ତୁ , ଏମିତିରେ ଏହାକୁ ସପ୍ତାହରେ ତିନିଥର କରନ୍ତୁ , ଆପଣ ଜଲଦି ଏହାର ଫରକ ନଜର ପାଇବେ ,

୫) ଭଲ ଭାବେ ଦାନା ବାଲା ଚିନି କୁ ଓଦା ଆଙ୍ଗୁଠିରେ ନେଇକଇ ଏହାକୁ ଓଠରେରଗଡନ୍ତୁ, ଏହା ଆପଣଙ୍କ ଗୋଲାପି ଓଠ କୋମଳ ହୋଇଯିବ

Leave a Reply

Your email address will not be published. Required fields are marked *