ଏହା ହେଲା ଦୁନିଆଁର ସବୁଠାରୁ ମିଠାଫଳ, ଯାହା ଡାଇବେଟିଜ୍ ରୋଗୀଙ୍କ ପାଇଁ ଅଟେ ବରଦାନ ପରି
ପ୍ରକୃତି ଆମକୁ ଏମିତି ବହୁତ ପଦାର୍ଥ ଦେଇଛି ଯାହାକୁ ଆମେ ଦୈନଦିନ ଜୀବନରେ ପ୍ରୟୋଗ କରିଥାଉ, ଆମେ ସବୁ ପ୍ରକୃତି ଉପରେ ଆଶ୍ରିତ ଅଛେ , ବିନା ଏହାର ଆମର ଅସ୍ତିତ୍ୱ କଳ୍ପନା କରିବା ଅସଂମ୍ଭବ ଅଟେ, କାରଣ ଆମ ଶରୀରରେ ସୁଚାରୁ ରୁପେ ଚଲାଇବାପାଇଁ ଭୋଜନ ଦେଇଥାଏ, ଏଥିରୁ ଗୋଟେ ଫଳ ଅଛି କିଛି ଏମିତି ଫଳ ବି ଅଛନ୍ତି , ଯାହାଙ୍କ ଯଦି ଆମେ ସେବନ ରୋଗର ସମୟରେ କରିଥାନ୍ତି ତେବେ ଆମକୁ ନାନାଦି ରୋଗ ସହ ଲଢିବାରେ କ୍ଷମତା ଦେଇଥାଏ , ଓ ତାହା ସହ ଫଳର ସେବନ କରିଲେ ଆମର ସବୁ ସୁସ୍ଥ୍ୟ ବି ହେବାକୁ ଲାଗିଥାଏ । ଯଦି ରୋଗର କଥା କହିବା ତେବେ ଏହି ପୁରା ଦୁନିଆଁରେ ସବୁଠାରୁ ଅଧିକା ଡାଇବେଟିଜ୍ ରୋଗରେ ପିଡିତ ଅଛନ୍ତି ଯାହାଙ୍କୁ ନେଇ ଡାକ୍ତର ଏମାନଙ୍କୁ ମିଠା ଖାଇବାରେ ମନା କରିଛନ୍ତି , ସେମିତି ଦେଖିବାକୁ ଗଲେ ସବୁ ରୋଗ ଡାକ୍ତର ମାନେ ତାଜା ଫଳ ଖାଇବାର ଉପଦେଶ ଦିଅନ୍ତି , କିନ୍ତୁ ଡାଇବେଟିଜ୍ ଏମିତି ଏକ ରୋଗ ଯାହାକି ମିଠା ଫଳ ଖାଇବାକୁ ବାରଣ କରାଯାଇଛି
ଏମିତିରେ ଡାଇବେଟିଜ୍ ରୋଗୀ ମିଠା ଜିନିଷକୁ ଦୁରେଇଦିଆଯାଏ , ଯାହା କରିବା ବହୁତ କଠିନ ହୋଇଯାଏ , କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଫଳ ବିଷୟରେ କହିବୁ ଯାହା ମିଠା ଚିନି ମୁକାବଲାରେ ୩୦୦ ଗୁଣା ଅଧିକା ମିଠାଅଛି । କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହା ଏକଦମ୍ ସୁଗର୍ ଫ୍ରୀ ଅଟେ, ଯାହାକୁ ଡାଇବେଟିଜ୍ ରୋଗୀ ବି ଖାଇପାରିବେ । ଆଜି ଆମେ ଯେଉଁ ଫଳ ବିଷୟରେ କହୁଛୁ ତାର ନାଁ ହେଲା ମୋକ୍ ଫ୍ରୁଟ୍, କହିଦେବୁ କି ଏହି ଫଳ ଚିନ୍ ଦେଶରେ ମିଳିଥାଏ, କିନ୍ତୁ ଆପଣଙ୍କୁ କହିଦେବୁକି ଭାରତର ବୈଜ୍ଞାନିକ ଏହି ଫଳକୁ ତିଆରି କରିନେଇଛନ୍ତି , ଯାହା ସିଏସ୍ ଆଇ ଆର୍ –ଆଇଏଚ୍ ବିଟି ସଂସ୍ଥାନ ପାଲମପୁର୍ ରେ ପ୍ରସ୍ତୁତ କରାଯାଇଛି , ଚିନ୍ ସବୁଠାରୁ ପୁର୍ବରୁ ମୋକ୍ ଫ୍ରୁଟ୍ ଗଛ ଚିନ୍ ରେ ଲଗାଇଥିଲା, ଯାହା ଏବେ ଭାରତର ପାଲମପୁରରେ ସିଏସ୍ ଆଇ ଆର୍ ଓ ଏନ୍ ବି ପିଜିଆର୍ ମଞ୍ଜୁରି ପରେ ଏବେ ଭାରତରେ ବଡସ୍ତରରେ ଉତ୍ପାଦନ କରାଯାଉଛି ।
ଆପଣଙ୍କୁ କହିଦେବୁ କି ଏହି ଫଳକୁ ମୋଗରୋସାଇଡ୍ ତତ୍ତ୍ୱରୁ ମିଠାର ନୁଆ ବିକଳ୍ପ ବନାଇବାର ପ୍ରସ୍ତୁତି ଜାରି ରହିଛି, ଯାହା ଡାଇବେଟିଜ୍ ରୋଗୀ ମିଠା ଖାଇପାରିବେ , ଯାହା ଚିନି ମୁକାବଲା ୩୦୦ ଗୁଣା ଅଧିକା ମିଠା ହୋଇଥାଏ , ଆପଣଙ୍କୁ କହିଦେବୁ କି ଏହି ଫଳରେ ଏମିନୋ ଏସିଡ୍, ଫ୍ରକ୍ଟୋଜ୍, ଖଣିଜ ଓ ବହୁତ ଭିଟାମିନ୍ ମିଳିଥାଏ, ଆପଣଙ୍କୁ କହିଦେବୁ କି କୃଷି ବୈଜ୍ଞାନିକଙ୍କ ମୁତାବିକ ଏହି ଫଳର ଗଛ ଜରିଆରେ ଆମ ଦେଶରେ ଚାଷୀଙ୍କ ପାଖରେ ଆୟରଏକ ନୁଆ ସାଧନ ସୃଷ୍ଟି ହେବ , ଓ ଏହା ଡାଇବେଟିଜ୍ ରୋଗୀଙ୍କ ପାଈଁ ବହୁତ ଲାଭକାରୀ ହୋଇପାରିବ