ଚର୍ବୀ କମାଇବାକୁ ନେଇକରି ବହୁତ ପ୍ରକାରର ସମସ୍ୟା ପାଇଁ ଅଁଳା ଅଟେ ଏକ ରାମବାଣ ଚିକିତ୍ସା, ଏଠାରେ ଜାଣନ୍ତୁ ଏହାର ବୈଶିଷ୍ଠତା
ପ୍ରକୃତି ଆମକୁ ବରଦାନ ସ୍ୱରୁପ ବହୁତ ଏମିତି ତତ୍ତ୍ୱ ଦେଇଛନ୍ତି , ଯାହା ଆମେ ମାନେ ରୋଗରୁ ମୁକ୍ତି ପାଇପାରିବା, ଏମିତି ଜିନିଷ ଆମ ଶରୀର ପାଇଁ ବହୁତ ତରିକା ଫାଇଦାଦାୟକ ହୋଇଥାଏ , ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରାକୃତିକ ବରଦାନ ସ୍ୱରୁପ ଫଳ ବିଷୟରେ କହିବାକୁ ଯାଉଛି, ଯଦି ଆପଣ ଏହାର ଉପଯୋଗ କରିପାରିବେ , ଏହା ବହୁତ ଫାଈଦା ଅଛି, ଯାହାଙ୍କୁ ଜାଣିକରି ଆପଣ ଏହାର ଲାଭ ଉଠାଇପାରିବେ, ଆଜି ଆମେଯେଉଁ ଫଳ ବିଷୟରେ କହିବାକୁ ଯାଉଛୁ ତାହା ସମସ୍ତଙ୍କୁ ଜଣାଥିବ, ସେମିତି ଆପଣ ଅଁଳା ଫଳ ବିଷୟରେ ଜାଣିଥିବେ , ଯାହା ଆପଣଙ୍କ ଶରୀର ପାଇଁ ଫାଈଦାଦାୟକ ଅଟେ, ସେମିତି ଆପଣ ଅଁଳା ବିଷୟରେ ଜାଣିଥିବେ , କିନ୍ତୁ ଆପଣଙ୍କୁ କହିଦେବୁ କି ଅଁଳା ଖାଇବା ଛଡା କେବେ ଅନ୍ୟ ଜିନିଷ ପାଇଁ ବହୁତ ଫାଇଦାଦାୟକ ହୋଇଥାଏ , ବହୁତ୍ ଲୋକ ଏହାର ପ୍ରୟୋଗ ବାଳ ପାଇଁ କରିଥାନ୍ତି , ତେବେ କିଛି ଲ୍କ ଏହାର ବ୍ୟବହାର ତେଲ ପରି କରିଥାନ୍ତି , ତେବେ ସେମିତି କିଛି ଲୋକ ଅଁଳାର ଆଚାର, ବି କରିଥାନ୍ତି , ଓ ତାହା ଖାଇବାକୁ ବହୁତ ସ୍ୱାଦିଷ୍ଟ ହେବା ପସନ୍ଦ କରିଥାନ୍ତି , ଏହାର ଅର୍ଥ ଏହା କି ଅଁଳା ବହୁତ ରୁପରେ ଆମ ଘରରେ ପ୍ରୟୋଗ କରାଯାଏ ।
କିନ୍ତୁ କଣ ଆପଣ ଜାଣିଛନ୍ତି କି ଅଁଳାରେ ବହୁତ ଏମିତି ଔଷଧୀୟ ଗୁଣ ମିଳିଥାଏ, ଯାହା ସ୍ୱାସ୍ଥ୍ୟ୍ ପାଇଁ ବହୁତଅଧିକା ଲାଭକାରୀ ହୋଇଥାଏ, ଏମିତିରେ ଆଜି ଆମେ ଆପଣଙ୍କୁ ଅଁଳା ର ଏହି ଗୁଣ ବିଷୟରେ କହିବାକୁ ଯାଉଛୁ, ତେବେ ଆସନ୍ତୁ କହିବୁ କେଉଁ ସେହି ଗୁଣ, ଯାହା ଆମ ପାଇଁ ଏକ ଔଷଧୀ ସମାନଅଟେ, ଆପଣଙ୍କୁ ଜଣେଇଦେବୁ କି ଅଁଳାରେ ଭିଟାମିନ୍ ସି ମାତ୍ରା ଅଧିକା ମିଳିଥାଏ , ଏହି କାରଣରୁ ଅଁଳାର ପ୍ରୟୋଗରୁ ଥଣ୍ତା କାଶ ହୃଦ ରୋଗ ସଂବନ୍ଧୀ ସବୁ ସମସ୍ୟାର ମୁକ୍ତି ମିଳିବ । ଅଁଳା ରେ ଅଧିକା ମାତ୍ରାରେ ଭିଟାମିନ୍ ସି ମହଜୁଦ୍ ହେବା ଅଁଳାର ଉପଯୋଗରୁ ସ୍କର୍ବୀ ରୋଗ ବି ଦୁର କରାଯାଈପାରିବ ।
ଏହା ଛଡା ଆପଣଙ୍କୁ ଏହା ପରେ ଅଁଳା ସେବନ ବ୍ଲଡରେ କୋଲେଷ୍ଟ୍ରୋଲ୍ ମାତ୍ରା ନିୟନ୍ତ୍ରିତ କରିଥାଏ, ଓ ଏହା ଆପଣଙ୍କ ପାଚନ କ୍ରିୟାପାଇଁ ଲାଭକାରୀ ହୋଇଥାଏ , କାରଣ ଏହାର ସ୍ୱାଦ ଖଟା ହୋଇଥାଏ, ଯାହାକୁ ନେଇ ଶରୀରରେ ପାଚନକ୍ରିୟା କୁ କ୍ରିୟାବର୍ତ୍ତ କରିବା ଏନଜାଇମ୍ ସକ୍ରିୟ ହୋଇଯାଆନ୍ତି , ଏହା ସହ୍ ଅଁଳାରେ ମିଳୁଥିବା ଫାଇବର୍ ପାଚନ କ୍ରିୟା ପାଇଁ ବହୁତ ଲାଭକାରୀ ହୋଇଥାଏ ।
ବାଳ ପାଇଁ ଅଁଳା ବରଦାନ ଅଟେ, କହିଦେବୁ କି ଯଦି ଆପଣ ଅଁଳାକୁ ସୁଖାଇକରି ରାତିରେ ବତୁରାଇ ରଖିଦେବେ ତେବେ ସକାଳୁ ଏହାକୁ ପେଷ୍ଟ ବନାଇକରି ଆପଣ ନିଜ ବାଳରେ ଲଗାଇପାରିବେ, ଓ ତାପରେ ସୁଖିବାକୁ ଛାଡିଦିଅନ୍ତୁ , ଏହାପରେ ଏହାକୁ ଧୋଇଦିଅନ୍ତୁ , ଏମିତି କରିଲେ ଆପଣଙ୍କ ବାଳ ଚମକଦାର୍ ଓ ମଜବୁତ୍ ହୋଇଯିବ । ଅଁଳାରେ ବହୁତ ଆଣ୍ଟିଏକ୍ସିଡେଣ୍ଟ ତତ୍ତ୍ୱ ମିଳିଥାଏ , ଯାହା ଶରୀରର କୋଷିକାକୁ ନଷ୍ଟ ହେବାରୁ ରକ୍ଷା କରିଥାଏ, ଏହା ସହ ଏହା ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇବାର କାମ କରିଥାଏ