February 5, 2025

Odia Express

Leading Odia News Portal of Odisha

ଇଣ୍ଟରଭିୟୁ ରେ ପଚରାଗଲା ଏପରି ଚତୁର ପ୍ରଶ୍ନ – ଏମିତି କେଉଁ ଗଛ ଅଛି ଯାହା ଉପରେ ଆମେ ଚଢିପାରିବାନାହିଁ? ଉତ୍ତର ଶୁଣ ହେଇଗଲା ଚାକିରୀ..

ସଂଘ ଲୋକସେବା ଆୟୋଗ ସିଭିଲ୍ ସେବାପରୀକ୍ଷା ଆୟୋଜନ ହୋଇଥିଲା,  ଏହି ପରୀକ୍ଷାରେ ଭାରତର ଲୋକପ୍ରିୟ ପରିକ୍ଷା ଭାବେ ଜଣାଯାଇଥାଏ, ଅଫିସର ହେବାପାଇଁ ପ୍ରତି ବର୍ଷ ଲକ୍ଷାଧିକ ଅଭ୍ୟର୍ଥୀ ୟୁପିଏସ୍ ସି ର ପ୍ରସ୍ତୁତି କର୍ରନ୍ତି ,ସିଭିଲ୍ ସେବାପରୀକ୍ଷାର ଇଣ୍ଟରଭ୍ୟୁ ସବୁଠାରୁ କଠିନ ହୋଇଥାଏ , ଆଇଏଏସ୍ ଇଣ୍ଟରଭ୍ୟୁ ପ୍ରକିୟା ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ । ଏହା ଦେଶର ସବୁଠାରୁ ଉଚ୍ଚ ପଦ ପାଇବାରେ ସାହାଯ୍ୟ କରିଥାଏ,  ଓ ଶେଷରେ ସିଲେକ୍ସନ୍ ରେ ମୁସକିଲ୍ ହୋଇପାରେ , ଆଇଏଏସ୍ ଇଣ୍ଟରଭ୍ୟୁ କଥା କହିଲେ ତେବେ ଏହା ଅଗ୍ନିପରୀକ୍ଷାରୁ କମ୍ ହୋଇନଥାଏ,  ଇଣ୍ଟରଭ୍ୟୁରେ ଭଲ ଭଲ ଧୁରନ୍ଦର ବି ଫେଲ୍ ହୋଇଯାଆନ୍ତି , ଇଣ୍ଟରଭ୍ୟୁରେ ୟୁପିଏସ୍ ସି ପ୍ୟାନେଲ୍ ରେ ୫-୬ ଅଧିକାରୀ ଏକ କ୍ୟାଣ୍ତିଡେଟ୍ କୁ ପ୍ରଶ୍ନ ପଚାରାଯାଇଥିଲା,  ଏହା କ୍ୟାଣ୍ତିଡେଟ୍ କୁ ବହୁତ ମୁସକିଲ୍ ଦିମାଗୀ ପ୍ରଶ୍ନ ପଚାରାଯାଇଥାଏ,  ଏଠାରେ କ୍ୟାଣ୍ତିଡେଟ୍ ବହୁତ ମୁସକିଲ୍ ଦିମାଗି ପ୍ରଶ୍ନ ପଚାରଯାଇଥାଏ,  ଇଣ୍ଟରଭ୍ୟୁରେ ଦିମାଗୀ କୌଶଳ ପରଖିବାପାଇଁ ପହେଲି ପଚାରାଯାଇଥାଏ , ଏଥିରେ ଆମେ ଆପଣଙ୍କୁ କିଛି ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ କହିବୁ ଆସନ୍ତୁ ଜାଣିବା ।

୧) ଏମିତି କେଉଁ ଗଛ ଅଛି ଯାହା ଉପରେ ଆମେ ଚଢିପାରିବାନାହିଁ ? ଉତ୍ତର- କଦଳୀର ଗଛ ।

୨) କଣ ହେବ ଯେବେ ପେଟ୍ରୋଲର କାରରେ ଡିଜେଲ୍ ଭର୍ତ୍ତି କରିଦିଆଯିବ ?

ଉତ୍ତର- ଯଦି ପେଟ୍ରୋଲ୍ ଇଞ୍ଜିନ୍ କାରରେ ଡିଜେଲ୍ ପକାଇଦିଆଯାଏ , ତେବେ ଅଧିକା କ୍ଷତି ହେବନାହିଁ , କାରଣ ଡିଜେଲ୍ ପ୍ରଥମେ କାର୍ବୋରେଟରେ ଯିବ, ଏବେ ସେମିତି କାର୍ବୋରେଟର୍ ପେଟ୍ରୋଲ୍ ପାଇଁ ବନାହୋଇଛି, ତେବେ ଡିଜେଲ୍ ପକାଇଲେ ସେ ଜାମ୍ ହୋଇପାରେ , ତେବେ ଏମିତି ହେବ କି ପେଟ୍ରୋଲ୍ ଇଞ୍ଜିନରେ ଡିଜେଲ୍ ଜଳିବନାହିଁ , ତେବେ ଷ୍ଟାର୍ଟ ହିଁ ହେବନାହିଁ । କେବଳ ଧୁଆଁ ବାହାରିବ ।

୩) କେଉଁ ଦେଶ ଅଛି ଯେଉଁଠି କେବଳ ୪୦ ମିନିଟ୍ ପାଇଁ ରାତି ହୋଇଥାଏ ?ନର୍ବେ କେବଳ ୪୦ ମିନିଟ୍ ପାଇଁରାତି ହୋଇଥାଏ, ଏଥିପାଇଁ ତାକୁ କଣ୍ଟ୍ରି ଅଫ୍ ମିଡନାଇଟ୍ ସନ୍ ବୋଲି କୁହାଯାଏ ।

୪) ଦ୍ୱିପହର ଖାଦ୍ୟ ଖାଇବାପରେ ଅଳସୁଆ କଣପାଇଁ ଲାଗେ- କାରଣ ଦ୍ୱିପହର ଖାଦ୍ୟ ଖାଇବାପରେ ଶରୀର କିଛି ସମୟପାଇଁ ରକ୍ତପ୍ରବାହ କମ୍ କରିଦିଏ , ଦ୍ୱିତୀୟତଃ ଖାଦ୍ୟରେ କିଛି ଏମିତି ଜିନିଷ ଥାଏ ଯାହା ଶରୀରକୁ ଅଲସୁଆ କରିଦିଏ , ଯଦି ଆପଣ ଲଞ୍ଚରେ ଡାଲି ପନୀର୍, ଆଳୁ ଖାଇବେ ନିଦ ଆସିବ , ଏହାକୁ ଖାଇଲେ ଶରୀରର ଶିରା ପ୍ରଶିରାରେ କିଛି ଗତିବିଧି ହୁଏନାହିଁ ଓ ନିଦ ଆସିଯାଏ ।

୫) ଉଡାଜାହାଜରେ ଯାତ୍ରା କରୁଥିବା ସମୟରେ କେଉଁ ଛୁଆର ଜନ୍ମ ହେଲେ ତାହାରନାଗରିକତା କେମିତି ହେବ ।

ଉତର- ଭାରତର ନାଗରିକତା ଅନୁସାରେ ଯଦି ଛୁଆ ମା ବାପା ଭାରତୀୟ ଅଟନ୍ତି , ସେମିତି ଛୁଆ ବି ଭାରତୀୟ ହେବ ସେମିତି ଛୁଆର ଜନ୍ମ ଭାରତ ବାହାରେ ହୋଇଥାଉ ।

୬) କଣ ସବୁ ଜନ୍ତୁଙ୍କର ରକ୍ତ ଲାଲ୍ ହୋଇଥାଏ ?

ଉତ୍ତର-ନାହିଁ , ଉତ୍ତର୍ ଆମେରିକାରେ ମିଳୁଥିବା କଙ୍କଡାର ରକ୍ତନୀଳ ହୋଇଥାଏ, ଓ ନ୍ୟୁ ଗିନିଆଁ ନାଁରେ ଏଣ୍ତୁଅର ରକ୍ତ ସବୁଜ ହୋଇଥାଏ ।

୭) ସେ କଣ ଅଟେ ଯାହାର କାରଣରୁ ଆମେ କବାଟ ଆର ପାଖ ଦେଖିପାରିଥାଉ , ଉତ୍ତର –ଝରକା ।

୮) ୟୁରୋଫରେ ରହୁଥିବା ମହିଳା ଭାରତର କଣପାଇଁ ପୋତା ଯାଇପାରିବନାହିଁ ? ଉତ୍ତର ହେଲା- ଏଥିରେ ମୃତବ୍ୟକ୍ତିକୁ ପୋତିବାକଥା କୁହାଯାଉନାହିଁ , ଲୋକେ ଏହାର ନିୟମକାନୁନ୍ ବିଷୟରେ ଭାବିବାକୁ ଲାଗିଯାଆନ୍ତି , କମନ୍ ସେନ୍ସ ଚେକ୍ କରିବାପାଇଁ ଏମିତି ପ୍ରଶ୍ନ ପଚାରାଯାଇଥାଏ , ଯାହାପାଇଁ ପ୍ରସ୍ତୁତ ରହିବାକୁ ହେବ ।

୯) ପିମ୍ପୁଡି ଲାଇନ୍ ରେ କଣପାଇଁ ଚାଲନ୍ତି ? ଯେବେ ପିମ୍ପୁଡି ଖାଦ୍ୟ ଅନ୍ୱେଷଣରେ ବାହାରନ୍ତି ତେବେ ମୁଖ୍ୟ ପିମ୍ପୁଡି ରସାୟନ ଛାଡିଥାଏ,  ଯାହାଦ୍ୱାରା ପଛେ ପଛେ ଅନ୍ୟ ପିମ୍ପୁଡୀ ଚାଲିବାକୁ ଲାଗନ୍ତି ଓ ଏହା ଆସ୍ତେ ଆସ୍ତେ ବଢିବାକୁ ଲାଗେ ।

୧୦) ଆପଣ ଗାଁରେ ପାଣିର ସମସ୍ୟା କିପରି ଦୁର କରିବେ , ଉତ୍ତର- ଏହାର୍ ଦୁଇଟି ତରିକା ଅଛି, ରେଡ୍ ୱାଟର୍ ହାରବେଷ୍ଟିଙ୍ଗ୍ , ଅନ୍ୟଟି ହେଲା ୱାଟର୍ ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍ ।

Leave a Reply

Your email address will not be published. Required fields are marked *