ଏହି ଚମତ୍କାରୀ ପ୍ରକିୟା ଦ୍ୱାରା ଗଞ୍ଜାପଣ ଓ ବାଳ ଝଡିବାର ସମସ୍ୟା ଜଡରୁ ଶେଷ କରିଦେବ
ଆଜିର ସମୟରେ ବାଳର ଅସମୟରେ ଝଡିବା ଯୁବାପିଢିଙ୍କ ପାଈଁ ଏକ ବଡ ସମସ୍ୟା ହୋଇସାରିଛି, ପୁର୍ବର ଜମାନାରେ ୫୦-୬୦ ବର୍ଷ ପାର୍ କରିବାପରେ ଲୋକେ ଗଞ୍ଜାପଣର ଶିକାର ହେଉଥିଲେ, କିନ୍ତୁ ଆଜିର ଜମାନାରେ ୨୦ ବର୍ଷ ବୟସରେ ଲୋକେ ଗଞ୍ଜାପଣର ଶିକାର ହେଉଛନ୍ତି , ମୁଣ୍ତରୁ ବାଳ ଝଡିବାର ବହୁତ ସାରା କାରାଣ ହୋଇପାରେ, ଏହାପୁର୍ବରୁ ଆମେ ଆପଣଙ୍କୁ ଗଞ୍ଜାପଣ ଓ ବାଳର ଝଡିବାକୁ ରୋକିବାର ଉପାୟ କହିବୁ ଆସନ୍ତୁ ଏକ ନଜର ପକାଇବା ।
ଅଧିକା ଚିନ୍ତାରେ ରହିବା ବାଳର ସ୍ୱାସ୍ଥ୍ୟ ପାଇଁ ଠିକ୍ ହୋଇନଥାଏ , ପାରିବାରିକ ଇତିହାସର କାରଣରୁ ଲୋକଙ୍କ ବାଳ ଝଡିଥାଏ, ମାନେ ଯଦି ଆପଣଙ୍କ ବାପା ଚନ୍ଦା ଅଟନ୍ତି , ତେବେ ଆପଣଙ୍କ ବାଳ ଝଡିବା ବା ଚନ୍ଦା ହେବା ତୟ ଅଟେ, କିଛି ଉପାୟରୁ ଆପଣ ଏହାକୁ ଧିମା କରିପାରିବେ ।ଅନିୟମିତ ଖାଦ୍ୟ ଓ ଜଙ୍କ ଫୁଡ୍ ବି ବାଳ ଝଡିବାର ଏକ ମୁଖ୍ୟ କାରଣ ହୋଇପାରେ , ଏଥିପାଇଁ ଆପଣଙ୍କୁ ନିଜ ଡାଇଟ୍ ରେ ଯେତେ ହୋଇପାରିବ ହେଲଦି ରଖିବାର ଅଛି, ହେୟାରଟୁଲ୍ ପରି ରାସାୟନିକ ସ୍ୟାମ୍ପୁ, ଡାଇ , ହେୟାରକଲର, ହେୟାର୍ ଡ୍ରାୟର୍ ପରି ଜିନିଷ ବ୍ୟବହାର କଲେ ବାଲ ଦୁର୍ବଳ ହୋଇଯାଏ , ରୋଗ କିମ୍ବା ହାର୍ମୋନ ବିଗିଡିଲେ ବାଳ ଝଡିବା ହୋଇଥାଏ ,
ଉପାୟ-୧ : ବାଳ କୁ ଝଡିବାରେ ରୋକିବାକୁ ହେଲେ ମେଥିର ଦାନା ରାମବାଣ ଚିକିତ୍ସା ହୋଇଥାଏ , ଏହା ମଧ୍ୟରେ ପ୍ରୋଟିନ୍ ଅଧିକା ମାତ୍ରାରେ ହୋଇଥାଏ , ଯାହା ବାଳକୁ ଜଡର ଗଭିରତା ଯାଏଁ ପହଞ୍ଚେ , ଓ ମୁଣ୍ତରେ ହୋଇଥିବା ବାଳର ଛିଦ୍ରକୁ ଖୋଲିଦେଇଥାଏ , ଏହାର ଉପଯୋଗ କରିଲେ ରାତିରେ ଏକ ଗିନାର ପାଣିରେ ଚାରି ପାଞ୍ଚଟି ମେଥିର ମଞ୍ଜି ବତୁରାଇଦିଅନ୍ତୁ , ଏବେ ଆଗାମୀଦିନ ଏହି ମେଥିର ଦାନାକୁ ମିକ୍ସ କରିଦିଅନ୍ତୁ , ଏକ ପେଷ୍ଟ୍ ବନାଇବାପରେ ଏବେ ଏହି ପେଷ୍ଟକୁ ନିଜ ବାଳରେ ଭଲ ଭାବେ ଆପ୍ଲାଇ କରନ୍ତୁ, ନଖ ଉଷୁମ ପାଣିର ସହାୟତାରେ ନିଜ ବାଳକୁ ଧୋଇଦିଅନ୍ତୁ , ଏହି ଉପାୟ ସପ୍ତାହରେ ଥରେ ଦୁଇଥର କରିପାରିବେ , ଏହାର ନିୟମିତ ପ୍ରୟୋଗରୁ ନାକେବଳ ଗଞ୍ଜାପଣରୁ ମୁକ୍ତି ମିଳିବ , ବରଂ ବାଳ ଝଡିବା କମ୍ ହୋଇଯିବ , ଏହାପରେ ଯେଉଁ ନୁଆ ବାଳ ଆସିବ ଏହି ଉପାୟ ଦ୍ୱାରା ଅଧିକା ଘନ ଓ ଲମ୍ବା ମୋଟା ବାଳ ହୋଇଯିବ ।
ଉପାୟ -୨” ଏହି ଉପାୟ ପାଇଁ ଆପଣଙ୍କୁ ଏକ ଖାସ୍ ପ୍ରକାରର ତେଲ ତିଆରି କରିବାକୁ ହେବ , ସବୁଠାରୁ ପ୍ରଥମେ ଏକ କଡେଇରେ ସୁଖିଲା ନଡିଆ, ଅଁଳା ଓ ବାଦାମର ତେଲ ବରାବର ମାତ୍ରାରେ ପକାନ୍ତୁ , ଏବେ ଏହା ମଧ୍ୟରେ ମିଠା ଲିମ୍ବ ଓ ମେଥିରେ ଦାନା ମିକ୍ସ କରନ୍ତୁ ଏବେ ଏହି ତେଲକୁ ଧିମା ଆଞ୍ଚରେ ପ୍ରାୟ ୧୦-୧୫ ମିନିଟ୍ ପକାନ୍ତୁ, ଏହାପରେ ଛଣା ମାଧ୍ୟମରେ ଛାଣୀକରି ଏକ ବୋତଲରେ ଭରିଦିଅନ୍ତୁ , ଏବେ ଏହି ତେଲକୁ ସବୁଦିନ ରାତିରେ ଶୋଇବା ପୁର୍ବରୁ ବାଳରେ ଲଗାନ୍ତୁ , ଆଗାମୀ ଦିନ କେଉଁ ଆୟୁର୍ବେଦିକ ସ୍ୟାମ୍ପୁ କିମ୍ବା ସିକାକାଇ ରୁ ବାଳକୁ ଧୋଇଦିଅନ୍ତୁ, ଏହି ତେଲର ବାସ୍ନା ବହୁତ ଖତରନାକ୍ ହୋଇପାରେ, ଏମିତିରେ ଚାହିଁଲେ ଆପଣ ବାସ୍ନାପାଇଁ ଝରଣର ତେଲ କିଛି ବୁନ୍ଦା ପକାଇପାରିବେ , ଏହି ତେଲକୁ ନିୟମିତ ପ୍ରୟୋଗରୁ ଆପଣାଙ୍କ ବାଳ ଝଡିବା କମ୍ ହୋଇଯିବ, ଓ ଆପଣଙ୍କ ବାଳ ଆଗ ଅପେକ୍ଷା ଅଧିକା ମଜବୁତ୍ ହୋଇଯିବ ।