December 23, 2024

Odia Express

Leading Odia News Portal of Odisha

ପେଟ ଓ ଅନ୍ତକୁ ସଫା କରିବାର ଘରୋଇ ତରିକା, ଆଜି ହିଁ ଜାଣିନିଅନ୍ତୁ ଏହି ବିଷୟରେ…

ପେଟ ଓ ଅନ୍ତକୁ ସଫା କରିବାର ଘରୋଇ ତରିକା ,ମାନବ ଶରୀର ଏକ ଏମିତି ଘର ହୋଇଯାଇଛି, ଯେଉଁଠି ଯଦି ଆପଣ ସଫାସଫି ରଖିବେ ନାହିଁ , ତେବେ ନାନା ରୋଗ ଆପଣଙ୍କ ହୋଇପାରେ , ଆମର ଶରୀରରେ ଅଧିକାଂଶ ଯେତେ ରୋଗ ହୋଇଥାଏ , ସେ ସବୁ ର କାରଣ ପେଟର ସମସ୍ୟା ଯୋଗୁଁ ହୋଇଥାଏ , ଯଦି ଆପଣଙ୍କ ପେଟ ଖରାପ ଅଛି ଓ ଆପଣଙ୍କୁ ବହୁତ ସାରା ରୋଗ ହୋଇପାରେ, ଯଦି ଆପନଙ୍କ ପେଟ ଖରାପ ଅଛି ତେବେ ଏହାପଛରେ ବହୁତ ସାରା ରୋଗ ହୋଇପାରେ , କିନ୍ତୁ ମୁଖ୍ୟ କାରଣ ଖାଦ୍ୟପେୟ ଯୋଗୁଁ ହୋଇଥାଏ , ଯେବେ ଆମ ଶରୀରରେ ହିସାବ ମୁତାବିକ  ଭଲରେ ଖାଇନଥାନ୍ତି , ତେବେ ଆମର ହଜମଶକ୍ତି ଦୁର୍ବଳ ହୋଇଯାଏ , ଓ ପେଟର ସମସ୍ୟା ବଢିଯାଏ । ଏହି ସମସ୍ୟା ଅଧିକାଂଶ ସେହି ବ୍ୟକ୍ତିଙ୍କୁ ହୋଇଥାଏ ଯିଏ ଭଜା ଓ ତେଲଜାତୀୟ ଜିନିଷ ଖାଇଥାନ୍ତି , ଯେପରି ବର୍ଗର, ନୁଡଲ୍ସ ନାନାପ୍ରକାର ଫାଷ୍ଟ୍ ଫୁଡ୍ ଖାଇଲେ ଶରୀରରେ ଅସୁବିଧା ବଢିବାରେ ଲାଗେ

ଏହି କଥା ଅଲଗା କି ଯେବେ ଆମେ ଫାଷ୍ଟଫୁଡ୍ ଖାଇଥାଉ ତେବେ ସେହି ସମୟରେ ଫାଷ୍ଟଫୁଡ୍ ବହୁତ ଭଲ ଲାଗିଥାଏ,  ତାହାର ସ୍ୱାଦ ଆମକୁ ବହୁତ ଟେଷ୍ଟି ଲାଗିଥାଏ, କିନ୍ତୁ ଏହାର ପରିଣାମ ଆମକୁ ଭୋଗିବାକୁ ପଡିଥାଏ । ଯଦି ଆପଣ ଚାହୁଁଛନ୍ତି କି ଏହି ପେଟ ସଂବନ୍ଧୀ ଅସୁବିଧା ନହେଉ ତେବେ ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ କରନ୍ତୁ , ତାହା ସହ କିଛି ପ୍ରାକୃତିକ ତରିକାର ଅଭ୍ୟାସ୍ ପକାଇଦିଅନ୍ତୁ , ଯେପଇର୍ ସଠିକ୍ ସମୟରେ ଯୋଗ୍ କରିବା, ଏକ୍ସରସାଇଜ୍ କରିବା, ଏହା ପେଟରେ ଭୟାନକ ରୋଗ ବି ଗାୟବ ହୋଇଯିବ , ବରଂ ଶରୀରରୁ ଅଧାରୁ ଅଧିକା ରୋଗ ଦୂର ହୋଇଯିବ , ଆଜି ଆମେ ଆପଣଙ୍କୁ କିଛି ପ୍ରାକୃତିକ ତରିକା ନେଇକରି ଆସିଛୁ, ଯାହା ଆପଣ ସହଜରେ ନିଜ ପେଟ ଓ ଅନ୍ତର ସଫା କରିପାରିବ , ଏଥିରୁ ଆପଣ ପାଚନ କ୍ରିୟା ସଠିକ୍ ରହିବ , ଓ ରୋଗରୁ ଦୁର ଭଗାଇବ

କଣ କରିବେ , ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ପେଟ ସଂବନ୍ଧୀ ରୋଗରୁ ମୁକ୍ତି ମିଳୁ, ତେବେ ସବୁଠାରୁ ପ୍ରଥମେ ସକାଳୁ ଉଠିକରି ଖାଲି ପେଟରେ ଅଧା ଲେମ୍ବୁ ଓ ଏକ ଚାମଚ ମହୁକୁ ନଖ ଉଷୁମ ପାଣିରେ ମିଶାଇଦିଅନ୍ତୁ , ଓ ତାହାପରେ ଏହାକୁ ସେବନ କରନ୍ତୁ , ଧ୍ୟାନ ରଖନ୍ତୁ , ଏହାର ସେବନ କରିଲେ ୧ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଇବେ ନାହିଁ । ସେଓ ପେଟର ସବୁ ରୋଗରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ । ଏଥିପାଇଁ ସକାଳୁ ଖାଲି ପେଟରେ ସେଓର ଏକ ଗିଲାସ ଜୁସ୍ ପିଇଲେ ବହୁତ୍ ପରିମାଣରେ ଆଶ୍ୱସ୍ତି ମିଳିବ , ଏକ ଗିଲାସ ଜୁସ୍ ପିଇବାର ୧ ଘଣ୍ଟାପରେ ଆପଣଙ୍କୁ ଉଷୁମ ପାଣୀ ବ୍ୟବାହାର୍ କରିବାର ଅଛି , ଯେବେ ଆପଣ ଜୁସର୍ ସେବନ୍ କରିବେ , ତେବେ ତାକୁ ଛାଣିବେ ନାହିଁ , ବରଂ ତା ଭିତରେ ଯେତେ ବି ପଲପ୍ ଅଛି ତାହାକୁ ଜୁସ୍ ସହ ସେବନ କରିବେ ।

ଆପଣନକ୍ ଶରୀରରୁ ଟକ୍ସିନ୍ ବାହାର କରିବାକୁ ପାଇଁ କଞ୍ଚା ପରିବା ଜୁସ୍ ବହୁତ ଫାଈଦାଦାୟକ ହୋଇଥାଏ କଞ୍ଚା ପରିବାର ଜୁସ୍ ସେବନ ଆପଣାଙ୍କୁ ଦିନରେ କମ୍ ସେ କମ୍ ଦୁଇଥର କିମ୍ବା ତିନିଥର କରିବାକୁ ହେବ । ସବୁଠାରୁ ସହଜ ତରିକା ଏହା କି ଆପଣ ଦିନ ସାରା କମ୍ ସେ କମ୍ ୧୨-୧୫ ଗିଲାସ ପାଣିପିଅନ୍ତୁ, ଏହା ପେଟ ସଂବନ୍ଧିତ ସମସ୍ୟାରୁ ମୁକ୍ତି ଦେବ , ଅଧିକା ପାଣି ପିଇଲେ ଶରୀରରେ ଯେତେ ବି ହାନିକାରକ ବିଷାକ୍ତ ତତ୍ତ୍ୱ ଅଛି ତାହା ବାହାରିଯାଏ , ଓ ଏଥିରେ ପେଟ ସଫା ହୋଇଯାଏ , ଚେଷ୍ଟା କରନ୍ତୁ କି  ଯାହା ବି ଆହାର ନେଉଛନ୍ତି , ତାହା ଫାଈବର୍ ବାଲା ଆହାର୍ ହୋଇଥିବ

Leave a Reply

Your email address will not be published. Required fields are marked *