December 23, 2024

Odia Express

Leading Odia News Portal of Odisha

ପାଚନକ୍ରିୟା ବି ମଜବୁତ୍ ନେଇକରି ମସ୍ତିଷ୍କ ତେଜ୍ କରିବା ପର୍ଯ୍ୟନ୍ତ ବହୁତ ଫାଇଦା ଦେଇଥାଏ ଗାଈର କ୍ଷୀର, ଦେଖନ୍ତୁ ପୁରା ଲିଷ୍ଟ

ହିନ୍ଦୁ ଧର୍ମରେ ଗାଇକୁ ପବିତ୍ର ପଶୁ ବୋଲି ମାନାଯାଏ , ଏମିତି କୁହାଯାଏ କି ଗାଇର ମଧ୍ୟରେ ୩୩ କୋଟି ଦେବିଦେବତାଙ୍କ ବାସ ହୋଇଥାଏ , ପ୍ରାଚିନ ସମୟରୁ ନେଇକରି ଏବେ ପର୍ଯ୍ୟନ୍ତ ବହୁତ ଗାଇକୁ ନେଇକରି ଘରେ ପାଳିବା ଓ ତାଙ୍କର ସେବା କରିବା ନିଜ ସୌଭାଗ୍ୟ ବୁଝୁଥିଲେ । ଧାର୍ମିକ ମହତ୍ତ୍ୱ ଛଡା ଗାଇ ଅନ୍ୟ କାମରେ ବହୁତ କାମରେ ଆସିଥାଏ , ଏହା ସହ ଗାଇର ଗୋବର ଓ ଗୋମୁତ୍ର ବି ବହୁତ କାମରେ ବ୍ୟବହାର କରାଯାଏ , କିନ୍ତୁ ଗାଇର ଗୋଟେ ଜିନିଷ ସବୁଠାରୁ ଅଧିକା ଫାଇଦା କରିଥାଏ , ଓ ସେଇଟା ହେଲା ଗାଇର ତାଜା କ୍ଷୀର । ଅଧିକାଂଶ ଲୋକେ ପ୍ୟାକେଟ୍ ବନ୍ଦ କ୍ଷୀର କିମ୍ବା ମଇଁଷିର କ୍ଷୀର ପିଇଥାନ୍ତି , ବହୁତ କମ୍ ଲୋକ ଏମିତି ହୋଇଥାନ୍ତି ଯାହାଙ୍କ ଘରେ ସବୁଦିନ ଗାଇର କ୍ଷୀର ବ୍ୟବହାର କରନ୍ତି , କିନ୍ତୁ ଆଜି ଆମେ ଆପଣଙ୍କୁ ଗାଇର କ୍ଷୀରର କିଛି ଏମିତି ଫାଇଦା ବିଷୟରେ କହିବୁ ଯାହାଙ୍କୁ ଜାଣିବାପରେ ଆପଣ ଘରୁ ସବୁଦିନ ଗାଇର କ୍ଷୀର ଆଣିକରି ପିଇବାକୁ ଲାଗିବେ ।

ଗାଇର କ୍ଷୀର ପିଇବାର ଫାଇଦା-

୧) ଗାଇର କ୍ଷୀର ପିଇଲେ ଖାଦ୍ୟ ଜଲଦି ହଜମ ହୋଇଥାଏ , ଓ ତାହା ସହ ପାଚନକ୍ରିୟା ବି ମଜବୁତ୍ କରେ ।

୨) ଯେଉଁ ପୁରୁଷଙ୍କ କମ୍ ବିଜ୍ୟ ଆସିବା, ଶୁକ୍ରାଣୁର କମ୍ ହେବା ଓ ସଂବନ୍ଧ ସମୟରେ ଦୁର୍ବଳତା ଅନୁଭବ ହେବାର ସମସ୍ୟା ହୋଇଥାଏ , ତାଙ୍କୁ ସବୁଦିନ ସଂନ୍ଧ୍ୟାକୁ ଗାଇର କ୍ଷୀର ପିଇବା ଉଚିତ୍ , ଏଥିରେ ଥିବା ପୋଷକ ତତ୍ତ୍ୱ ପୁରୁଷତ୍ୱ ବଢାଇବା ଦୁର୍ବଳତା ଦୁର କରିବାରେ ସହାୟକ ହୋଇଥାଏ ।

୩) ସବୁ ଦିନ ଗାଇର କ୍ଷୀର ସେବନ କରିଲେ ଟିଭି ପରି ରୋଗରୁ ମୁକ୍ତି ମିଳିଥାଏ ।

୪) ଯେଉଁ ଲୋକ ନିଜ ତ୍ୱଚାକୁ ଗୋରା ଓ ବେଦାଗ ବନାଇବାକୁ ଚାହୁଁଛନ୍ତି ତାଙ୍କୁ ଗାଇର କଞ୍ଚା କ୍ଷୀରରୁ ସବୁଦିନ ଚେହେରାରେ ମାଲିସ୍ କରିବା ଉଚିତ୍ ।

୫) ଗାଇର କ୍ଷୀରରେ ଭିଟାମିନ୍ ଏ ଭରପୁର୍ ମାତ୍ରାରେ ମିଳିଥାଏ , ଯାହା ଜ୍ୱର, ପେଟ ହୃଦୟଓ ମାନସିକ ରୋଗ ସହ ଲଢିବାରେ ସାହାଯ୍ୟ କରେ ।

୬) ଛୁଆଙ୍କୁ ସବୁଦିନ ଗାଇର କ୍ଷୀର ପିଆଇଲେ ତାଙ୍କ ଦିମାଗ ବହୁତ ତେଜ୍ ହୋଇଯାଏ , ଓ ମେମୋରି ପାୱାର୍ ବି ବଢିଯାଏ

୭) ଆଖିରେ ଜଳାପୋଡା କିମ୍ବା ପୀଡା ହେଲେ ଗାଇର କ୍ଷୀରରେ ବତୁରାଇଥିବା କପଡା କୁ ଆଖି ପତ୍ତା ଉପରେ ରଖିଲେ ଆରାମ ମିଳିଥାଏ ।

୮) ଯଦି ଆପଣଙ୍କୁ ପତଳା ଝାଡା ହେଉଛି, ତେବେ ଏହି ଉପାୟ ଆପଣାନ୍ତୁ , ଗାଇର ଏକ ଗିଲାସ ଗରମ କ୍ଷୀର ନିଅନ୍ତୁ ଓ ଏକ ଚୁଟୁକି ଡାଲଚିନି ମିଶାଇଦିଅନ୍ତୁ , ଏହି ମିଶ୍ରଣକୁ ସେବନ କରିଲେ ପତଳାଝାଡାରୁ ଆରାମ ମିଳିଥାଏ ।

୯) ଯଦି ଆପଣ କଳା ଓ ଫଟା ଓଠ ଯୋଗୁଁ ଚିନ୍ତିତ ଅଛନ୍ତି , ତେବେ ଗାଇର କଞ୍ଚା କ୍ଷୀରରେ କେଶର ମିଶାଇକରି ଓଠରେ ଲଗାନ୍ତୁ , ଏହା ନରମ ଓ ଲାଲ ହୋଇଯିବ ।

୧୦) ଯେଉଁ ଲୋକଙ୍କୁ ମାଇଗ୍ରେନ୍ ବା ଅର୍ଦ୍ଧକପାଳୀର ଅସୁବିଧା ଅଛି ,ସେମାନେ ଗରମ କ୍ଷୀର ସହ ଜିଲାପି କିମ୍ବା ରାବିଡି ଖାଆନ୍ତୁ , ଧ୍ୟାନ ରଖିବେ ଏହାକୁ ଖାଲି ପେଟରେ ଖାଇବେ ନାହିଁ , ଯଦି ଆପଣ ଚାହିଁବେ ତେବେ ଏହି ଗାଇର କ୍ଷୀରରେ ବାଦାମ ବି ମିଶାଇପାରିବେ ।

Leave a Reply

Your email address will not be published. Required fields are marked *