December 22, 2024

Odia Express

Leading Odia News Portal of Odisha

ଫେସବୁକ୍ ରେ ହେଲା ପ୍ରେମ ତ ୧୨ ଲକ୍ଷର ଚାକିରି ଛାଡି ଆସିଗଲେ ଭାରତ, ଏବେ କରୁଛନ୍ତି ଏହି କାମ ଜାଣିଲେ ଆପଣ କହିବେ ସାବାସ..

ଏମିତି ଫେସବୁକ୍ ର ବ୍ୟବହାର ଆମେ ନୁଆ ବନ୍ଧୁ କରିବା ଓ ମନୋରଞ୍ଜନ ହେବାପାଇଁ ବ୍ୟବହାର କରିଥାଉ , ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବାକୁ ଯାଉଛୁ, ଯେଉଁଠି ଫେସବୁକ୍ ର ବ୍ୟବହାର ଭଲ କାମ ପାଇଁ କରାଯାଇଛି, ହ୍ଁ ଆଜ୍ଞା ଗତ ଦୁଇ ବର୍ଷରୁ ତୁର୍କିର ରହୁଥିବା ଜୁଲେହା କୋଟା ମାନସିକ ରୁପରେ ରୋଗାକ୍ରାନ୍ତ ଛୁଆଙ୍କୁ ଦେଖାଶୁଣା କରୁଛନ୍ତି , କହିଦ୍ବେଉ କି ଜୁଲେହା ତୁର୍କୀର ଅଙ୍କାରା ସହରରେ ୧୨ ଲକ୍ଷ ବାର୍ଷିକ ଚାକିରି କରୁଥିଲେ । ଏହା ଛଡା ତାଙ୍କ ବାପା ଜଣେ ବଡ ବିଲଡର୍ ଥିଲେ , ଓ ତାଙ୍କ ଭାଇ କାନାଡାରେ ଏକ ଇଞ୍ଜିନିୟର ଅଟେ, ଦିନେ ଜୁଲେହା ଏକ ଫେସବୁକ୍ ଫ୍ରେଣ୍ତ କଳାକାର ସର୍ବେଶ ହାଡା ତାଙ୍କୁ ଚାଟିଙ୍ଗ୍ ସମୟରେ ମାନସିକ ରୁପେ ରୋଗାକ୍ରାନ୍ତ ଛୁଆଙ୍କ ବିଷୟରେ କହିଥିଲେ,  କହିଦେବୁ କି ଆରମ୍ଭରୁ ପ୍ରାୟ ଦେଢ ବର୍ଷ ହେଲା ହୋଇଥିଲା,  ଜୁଲେହା ଅନୋଖା କଳାକୁ ଖୋଜିବା ସମୟରେ କୋଟାର କଳାକାର ସର୍ବେଶ ହାଡାଙ୍କୁ ଫେସବୁକ୍ ପେଜ୍ ରେ ପହଞ୍ଚିଥିଲେ ।

ଏହା ପରେ ଦୁହେଁ ଧୀରେ ଧୀରେ ବନ୍ଧୁତା ହୋଇଗଲା,  କହିଦେବୁ କି ଜୁଲେହା ତୁର୍କୀର ଏକ ରିହେବିଲେସନ ସେଣ୍ଟରେ କାମ କରୁଥିଲେ , ସେମିତି କୋଟାରେ ସର୍ବେଶ ବି ମାନସିକ ରୋଗାଗ୍ରସ୍ତ ଛୁଆଙ୍କ ପାଇଁ କାମ କରୁଥିଲେ , ଏମିତିରେ କୋଟାରେ ଛୁଆଙ୍କୁ ଗାଇଡାନ୍ସ ଦେବାର କୌଣସି ବ୍ୟବସ୍ଥା ନଥିଲା,  ସର୍ବେଶ ଯେବେ ଏହି କଥା ଜୁଲେହାଙ୍କୁ କହିଲେ ତେବେ ସେ ତୁରନ୍ତ ଭାରତ ଆସିଗଲେ , କହିଦେବୁ କି ୨୦୧୫ ରେ ଜୁଲେହା ସର୍ବେଶଙ୍କୁ ବିବାହ କରିନେଲେ , ଓ ତାହାପରେ ଅଭାବ ଅସୁବିଧାରେ ଥିବା ପରିବାରର ଛୁଆଙ୍କ ଦେଖାଶୁଣା କରୁଛନ୍ତି

ଏହି ବିଷୟରେ ଜୁଲେହା କହନ୍ତି କି ସେ କୋଟାରେ ରହି ବହୁତ ଖୁସିରେ ଅଛନ୍ତି , ଏହା ଛଡା ଜୁଲେହା ଜର୍ନୀ ଅଫ୍ ବୁକ୍ ର ଭିଜାରୁ ଆରମ୍ଭ ହୋଇଛି, ଏହି ନୁଆ ଜିବନ ଏବେ ଛୁଆଙ୍କ ପାଇଁ ସମର୍ପିତ ହୋଇଛି । ଏଠାରେ ଆଠଶହରୁ ଅଧିକା ମାନସିକ ରୁପରେ ରୋଗାକ୍ରାନ୍ତ ଛୁଆ ଅଛନ୍ତି , ଏଠାରେ ତାଙ୍କର ପୁର୍ନାବାସ ପାଇଁ କିଛି ବ୍ୟବସ୍ଥା ନାହିଁ , ଏମିତିରେ ଜୁଲେହା ତାଙ୍କ ଦେଖାଶୁଣାରେ ଲାଗିପଡିଛନ୍ତି ।

Leave a Reply

Your email address will not be published. Required fields are marked *