୧୦୮ କେଜି ଓଜନ ଥିଲା ଅନନ୍ତ ଅମ୍ବାନୀଙ୍କର, ଜାଣନ୍ତୁ କେବଳ ଦେଢ ବର୍ଷ ମାନେ ୧୮ ମାସରେ କିପରି ପାଇଲେ ଫିଟ୍ ଓ ହ୍ୟାଣ୍ତସମ୍ ବଡି
ରିଲାୟନ୍ସ ଇଣ୍ତଷ୍ଟ୍ରିର ପାଇଁ ଅନନ୍ତ ଅମ୍ବାନୀ ଆଜି ଏକ ବହୁତବଡ ନାଁ ଅଟେ, ରିଲାୟନ୍ସର ପୁରା ବିଜନେସ୍ ପାଇଁ ଅନନ୍ତଙ୍କ ଏକ ବହୁତ୍ ବଡ ଅଂଶ ଅଛି , ଯିଏ କି ଜିଓ ର ପ୍ୟାରେଣ୍ଟ କମ୍ପାନୀରେ ଆଡିଶନାଲ୍ ଡାଇରେକ୍ଟର ଅଛନ୍ତି , ଏତେ ବଡ ପଦ ପାଇ କାମ କରୁଥିବା ଅନନ୍ତଙ୍କ ବିଷୟରେ କହିଲେ ଆଜି ସେ ଏକ ହ୍ୟାଣ୍ତସମ୍ ଓ କୁଲ୍ ଲୁକ୍ସଙ୍କ ସହ ଏକ ଭଲ ବ୍ୟକ୍ତିତ୍ୱ ହୋଇସାରିଛନ୍ତି , କିନ୍ତୁ ଯଦି କଥା ହେବା କିଛି ସମୟ ପୁର୍ବରୁ ତେବେ ଅନନ୍ତ ସେପରି ନଥିଲେ ,ଯଦି କଥା ହେବା କେନ୍ ସେହି ସମୟର ତେବେ ଏହି ସମୟରେ ଅନନ୍ତଙ୍କ ଫଟୋକୁ ଦେଖି ଆପଣ ଥରେ ନିଶ୍ଚିତ ଚକିତ ହୋଇଯିବେ ।
ଏହା ଏଥିପାଇଁ କାରଣ ସେହି ସମୟରେ ଅନନ୍ତ ଅଧିକା ଓଜନଦାର୍ ଥିଲେ , ଯାହାଙ୍କ ଓଜନ ୧୦୮ କେଜି ଥିଲା, ଆଜି ସେ ଦେଢବର୍ଷ ପର୍ଯ୍ୟନ୍ତ୍ ଲଗାତାର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ଓ ଫିଟନେସ୍ କୁ ଗୁରୁତ୍ୱ ଦେଇ ଆଜି ବହୁତ ସତର୍କ ରହିବାପରେ ସେ ଏକ ଅଲଗା ପର୍ସନାଲିଟିରେ ନିଜକୁ ଦେଖାଇଛନ୍ତି , ଏହି ସବୁଥିରେ ପ୍ରସିଦ୍ଧ ଫିଟନେସ୍ କୋଚ୍ ବିନୋଦ୍ ଖାନ୍ନା ଅନନ୍ତଙ୍କ ବହୁତ ସାହାଯ୍ୟ କଲେ , ଯାହାପରେ ଏହା ସବୁ ସଂମ୍ଭବ ହୋଇଛି, ସେମିତି ଅନନ୍ତଙ୍କୁ ନେଇକରି କୋଚ୍ ବିନୋଦ୍ କହିଲେ କି ସବୁଦିନ କଡା ପରିଶ୍ରମ କରିବାପରେ ଅନନ୍ତଙ୍କ ପାଇଁ ଏହା ସବୁ ସଂମ୍ଭବ ହୋଇପାରିଛି ।
ଖାସ୍ କଥା ବିନୋଦ୍ ଏହା ବି କହିଲେ କି ଏହା ସବୁ ଅନନ୍ତ୍ ନ୍ୟାଚୁରାଲ୍ ତରିକାରେ ପାଇଛନ୍ତି , ଏହାପାଈଁ ସେ ୫-୬ ଘଣ୍ଟା ଲଗାତାର ଏକ୍ସରସାଇଜ୍ କରୁଥିଲେ, ଅନନ୍ତଙ୍କ ସେଡ୍ୟୁଲ୍ କଥା କହିଲେ ସେ ସବୁଦିନ ୨୧ କିଲୋମିଟର ଚାଳୁଥିଲେ, ଓ ଏହାପରେ ସବୁଦିନ ଯୋଗା କରିବାପରେ ୱେଟ୍ ଟ୍ରେନିଙ୍ଗ୍ ଓ ଫଙ୍କସନାଲ୍ ଟ୍ରେନିଙ୍ଗ୍ କରୁଥିଲେ, ଏହାପରେ ସେ ହାଇ ଇଣ୍ଟେସିଟି କାର୍ଡିଓ ଏକ୍ସରସାଇଜ୍ ଆଡକୁ ବଢିବାକୁ ଲାଗିଲେ , ଖାଦ୍ୟପେୟରେ ଅନନ୍ତ ବହୁତ ପରିବର୍ତ୍ତନ କରିଥିଲେ, ଯେଉଁଥିରେ ପ୍ରଚୁର ପରିମାଣର ପ୍ରୋଟିନ୍ ଫ୍ୟାଟ୍ ଥିବ , ଏହା ସହ ସେ ଜିରୋ ପରସେଣ୍ଟେଜ୍ ର ସୁଗର୍ ଓ ଲୋ- କାର୍ବୋହାଇଡ୍ରେଟ୍ ମିଳୁଥିବ, ଓଜନ ବଢାଇବାର ରିସୋର୍ସର କଥା କହିଲେ ଅନନ୍ତଙ୍କ କୋଚ୍ ବିନୋଦ୍ କହିଲେ କି ତାଙ୍କ କ୍ରୋନିକ୍ ଆସ୍ଥମା ମେଡିସିନ୍ ଚାଲିବାକୁ ଲାଗିଲା ।
ନିଜ ମେଡିକାଲ୍ ହିଷ୍ଟ୍ରି କୁ ଧ୍ୟାନରେ ରଖି ସେ ଏକ ଫୁଲ୍ ପ୍ଲାନ୍ ପ୍ରସ୍ତୁତ୍ କଲେ , ଯାହାର୍ କାରଣରୁ ତାଙ୍କ ମଧ୍ୟରେ କୌଣସି ମସଲ୍ ଟିୟର୍ ବା ଫିଜିକାଲ୍ ଇଞ୍ଜୁରୀ ନହେଉ, ଅନନ୍ତ ସେମିତି ନିଜ ଓଜନ କମାଇବାରେ ସଫଳ ହୋଇଛନ୍ତି , କିନ୍ତୁ ଏହା ସବୁ ନିଜ ଲମ୍ବା ଓ କଠିନ ପରିସ୍ଥିତି ଓ ଅଧବସାୟ ଯୋଗୁଁ ସମ୍ଭବ ହୋଇଛି , ବିନୋଦ୍ କଇଲେ କି ତାଙ୍କର ପରିଶ୍ରମ ଲଗନ ଯୋଗୁଁ ସେ ଏମିତି ହୋଇପାରିଛନ୍ତି , ସେ କହିଲେ କି ଅନନ୍ତ କେବେ ବିଶ୍ରାମ ନେବାର ବାହାନା କରିନାହାନ୍ତି
ସବୁଠାରୁ ପ୍ରଥମେ ବ୍ୟାଲାନ୍ସ ଟ୍ରେନିଙ୍ଗ୍ କରିବାପରେ ବଡି ଅନନ୍ତ ଲାଇଟ୍ ୱେଟ୍ ଟ୍ରେନିଙ୍ଗ୍ ଆଡକୁ ନଜର ପକାଇଲେ, ଏହା ସବୁ ପରେ ଅନନ୍ତ ନିଜ ଖାଦ୍ୟପେୟରେ ବହୁତ ପରିବର୍ତ୍ତନ କଲେ , ଜଙ୍କ୍ ଫୁଡ୍ ସେ ଏକଦମ୍ ବନ୍ଦ କରିଦେଲେ , ଯାହାପରେ ଏକ ଡାଇଟ୍ ଆରମ୍ଭକରିଦେଲେ, ଯେଉଁଥିରେ ପ୍ରୋଟୀନ୍ ଓ ଫାଇବର୍ ଭରପୁର୍ ମାତ୍ରାରେ ଥିବ, ଦିନର ଆରମ୍ଭରୁ ସେ ସ୍ପ୍ରାଉଟ୍ସ, ସୁପ୍ ଓ ସାଲାଡ୍ ଖାଉଥିଲେ, ତାହା ସହ ଫଳ, ପରିବା, ଚଣା, ଓ କ୍ୱିନାଓ ସେବନ କରୁଥିଲେ